ଆଶ୍ଚର୍ଯ୍ୟ ଜ୍ୱାଇଁ ପୁଅକୁ ସିଗାରେଟ୍ ପିଆଇଲେ ଶାଶୁ!! | ଚର୍ଚ୍ଚାରେ ଏହି ନିଆରା ବାହାଘର !!

bara

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବରକୁ ସିଗାରେଟ ପିଆଇ ସ୍ୱାଗତ କଲେ ବରର ବାପା ମାଆ ହଁ ବନ୍ଧୁଗଣ କଥାଟି ସୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ । ଏମିତି ଏକ ଭିଡ଼ିଓ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ବିବାହ କୁ ନେଇ ଭିନ୍ନ ଭିନ୍ନ ଅଞ୍ଚଳ ରେ ଅଲଗା ଅଲଗା ପ୍ରକାରର ପରମ୍ପରା ରହିଛି । ଆପଣ ମାନେ ଜାଣିଥିବେ ବାହାଘରରେ ବରଯାତ୍ରୀ ଆସିବା ମାତ୍ରେ ବରର ଚର୍ଚ୍ଚା ଆରମ୍ଭ ହୋଇଥାଏ ।

ବର କୁ କନ୍ୟା ପକ୍ଷ ଲୋକ ମାନେ ସରବତ ଏବଂ ଜଳଖିଆ ଆଦି ଦେଇ ଚର୍ଚ୍ଚା କରନ୍ତି । ହେଲେ ଏହି ଜ୍ୱାୟିଁ ଚର୍ଚ୍ଚା ବି ଭିନ୍ନ ଅଞ୍ଚଳ ରେ ଭିନ୍ନ ପ୍ରକାରର ହୋଇଥାଏ । ବନ୍ଧୁଗଣ ନିକଟ ରେ ଏମିତି ଏକ ଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ଭାଇରଲ ଭିଡ଼ିଓ ରେ ଶାସୁ ଏବଂ ସଶୁର ତାଙ୍କର ଜ୍ୱାୟିଁ କୁ ସିଗାରେଟ ପିଆଇ ତାଙ୍କର ଜ୍ୱାୟିଁ କୁ ସ୍ୱାଗତ କରୁଥିବାର ଦେଖିବାକୁ ମିଳିଛି ।

bara

ତେବେ ସୋସିଆଲ ମିଡିଆ ରେ ଭାଇରଲ ହେଉଥିବା ଭିଡ଼ିଓ ଦେଖିବା ପାଇଁ ମିଳିଛି ଯେ ବର ବସିଥିବା ବେଳେ ତାଙ୍କର ଶାଶୁ ପ୍ରଥମେ ଏକ ସିଗାରେଟ ନେଇ ବରର ପାଟି ରେ ଦେଉଛି । ଏବଂ ମାଚିସ୍ ଲଗେଇ ଦେଉଛନ୍ତି ସଶୁର । ଭିଡ଼ିଓ କୁ ସୋସିଆଳ ମିଡିଆ ରେ ସେୟାର କରାଯିବା ସହିତ ଲେଖାଜାଇଛି । ବିବାହ ରେ ବରକୁ ମିଠା ବିଡି ସହିତ ସ୍ୱାଗତ କରାଜାଇଛି ।

ହେଲେ ଆପଣ ମାନେ ଭାବୁଥିବେ ମଜା ଉଦ୍ଦେଶ୍ୟ ରେ ଏମିତି ଏକ ଭିଡିଓ କରାଜାଇଛି । ହେଲେ ବାସ୍ତବ ଘଟଣା ହେଲା ଦକ୍ଷିଣ ଗୁଜିରାଟ ର ଏକ ଗାଁ ରେ ଏହି ପରି ଏକ ପୁରୁଣା ପରମ୍ପରା ରହି ଆସିଛି । ଯେଉଁଠାରେ ଜ୍ୱାୟିଁ କୁ ସିଗାରେଟ ପିଆଇ ସ୍ୱାଗତ କରନ୍ତି । ତେବେ କିଛି ଲୋକ ମାନେ ଏହାକୁ ବିଶ୍ୱାସ କରୁ ନଥିବା ବେଳେ କିଛି ଲୋକ ମାନେ କହିଛନ୍ତି । ବିହାର ଏବଂ ଓଡିଶା ରେ ଏହି ପରି ପରମ୍ପରା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ