ମୋ ସ୍ୱାମୀ ଦରବୁଢୀ ପ୍ରେମରେ ମୋ ସଂସାର କୁ ଉଜାଡିଦେଲା… ଏ ନେଇ କଣ କହୁଛନ୍ତି ଏହି ମହିଳା, ଦେଖନ୍ତୁ Video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସୋସିଆଲ ମିଡିଆ ରେ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ଏହି ଭିଡ଼ିଓ । ତେବେ ଏଠାରେ ଦେଖିବା ପାଇଁ ମିଳିଛି ଯେ ଜଣେ ଯୁବକ ନିଜର ସ୍ତ୍ରୀ ପିଲା ଛୁଆ ଛାଡି ଜଣେ 4 ଟା ପିଲାର ମାଆର ପ୍ରେମରେ ପଡି ଫେରାର ହୋଇଯାଉଛନ୍ତି । ତେବେ ସୂଚନା ମୁତାବକ ବେଦିରେ ବସି ବିବାହ କରିଥିଲେ । ଏବଂ ପରେ ସେମାନେ ଘର ସଂସାର ମଧ୍ୟ କରିଥିଲେ । ବିବାହ ପରେ ସ୍ତ୍ରୀ ଙ୍କ ସହିତ ସଂ-ମ୍ପର୍କ ରଖିଥିଲେ । ମୁଁ ତାଙ୍କୁ ବହୁତ ବୁଝେଇ ବାଟକୁ ଆଣିଥିଲି । ଏବଂ ପରେ ସବୁ କିଛି ଠିକ୍ ଠାକ୍ ଚାଲିଥିଲା ।

ହେଲେ ହଠାତ ସବୁ କିଛି ବଦଳିଜାଇଥିଲା । ପରେ ଗାଁ କୁ ଆସି ଦୋକାନ କରିବାଠୁ କୁନିର ପ୍ରେମରେ ପଡି ସଂସାର କୁ ମୋର ପୂରା ଉଜୁଡି ଦେଲା । ତେବେ ମିଳିଥିବା ସୂଚନା ଅନୁସାରେ ସେହି କୁନି ବି 4 ଗୋଟି ପିଲାର ମାଆ ଅଟନ୍ତି । ହେଲେବି ସ୍ୱାମୀ ତାଙ୍କୁ ଜାଲରେ ଏମିତି ଫସେଇଲେ ମୁଁ ଯେତେ ବି ବୁଝେଇଲି ତାଙ୍କୁ ସେହି ଜାଲ ରୁ ମୁଁ ମୁକୁଳେଇ ପାରିଲି ନାହିଁ ।

women

ସେ କୁନିର ପ୍ରେମ ରେ ଏତେ ମାତି ରହିଥିଲେ ଯେ ସେ ମତେ ଏବଂ ମୋର ପିଲା ମାନଙ୍କୁ ଅଣଦେଖା କରୁଥିଲେ । ବହୁତ ସମୟ ରେ ସେ ତା ସହିତ ଖରାପ ସଂ-ମ୍ପର୍କ ବି ରଖୁଥିଲେ । ଗାଁ ଏବଂ ନିଜର ଝିଅ କଥା ଥରେ ବି ଭବୁନଥିଲେ ସେ କୁନି ସହିତ ସେ ରୋ-ମାନ୍ସ କରିବାରେ ମାତିଥିଲେ । ଏହି ସବୁ ଘଟଣା ପରେ ବି ମୁଁ ତାଙ୍କୁ କେବେ ବି ଖରାପ ଭାବିନାହିଁ କି ତାଙ୍କୁ ମୁଁ ଗାଳି ଦେଇ ନାହିଁ । ମୁଁ କେବଳ ତାଙ୍କୁ ବୁଝେଇବା ପାଇଁ ଚେଷ୍ଟା କରିଛି ।

ସେ ଯେମିତି କୁନି ସହିତ ନ ମିଶନ୍ତୁ । ଏବେ ସବୁ ପରେ ବି ମୋ ସ୍ୱାମୀ କୁନି ଙ୍କ ସହିତ ଫେରାର ହୋଇଜାଇଛନ୍ତି ବୋଲି କହିଥିଲେ ବନସ୍ମିତା ଶତପଥୀ । ତେବେ ବନ୍ଧୁଗଣ ତାଙ୍କର କହିବା ଅନୁସାରେ ସ୍ୱାମୀ ଯେତେ ବେଳେ ଜାଜପୁର ରେ ମେଡ଼ିସିନ ରିପ୍ରେଜେଣ୍ଟଟେଟିଭ ଭାବେ କାର୍ଯ୍ୟ କରୁଥିଲେ ସେହି ସମୟ ରେ ସେ ଦରବୁଢୀ 4 ଟା ପିଲାର ମାଆ ର ପ୍ରେମରେ ପଡିଥିଲେ ।

ଏବେ ସୁଣୁଛି ସ୍ୱାମୀ ସ୍ତ୍ରୀ ଫେରାର ହେବା ସହିତ ସେହି ସ୍ତ୍ରୀ ର ସ୍ୱାମୀ ଙ୍କୁ କାଳେ ମାରିଦେଇଛନ୍ତି । ଯାହା କେବଳ ସ୍ଥାନିୟ ଅଞ୍ଚଳ ବାସୀ ମାନଙ୍କ କହିବା କଥା । ତେବେ ଏହି ପରି ଘଟଣା କେନ୍ଦ୍ରାପଡା ଜିଲ୍ଲାରେ ଘଟିବା ପରେ ଏଠାରେ ଚହଳ ସୃଷ୍ଟି କରିଛି । ଆଉ ଯାହା ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ସଂମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି କରିଛି । ତେବେ ଜାହାର ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *