ମୋ ସ୍ୱାମୀ ଦୁଃଖ ଦେଲା ,ଶେଷରେ ଶଶୁର ମୋ ସହ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ସ୍ୱାମୀ ଙ୍କ ସହିତ ଡିଭର୍ସ ର ନୋଟିସ୍ ଥିବା ବେଳେ ମୁଁ ଇୟୁପି ରୁ ଅଟେ ଏବଂ ମୁଁ ବିହାର ଜାଇଥିଲି । ହେଲେ ଫେରିବା ପରେ ମୁଁ ଦେଖୁଛି ମୋ ଘରୁ ସବୁ ଜିନିଷ ପତ୍ର ଗାୟେବ୍ ହୋଇଜାଇଛି । ମୁଁ ଏବେ ପୋଲିସ ଷ୍ଟେସନ ଆସିଛି ମୁଁ ଏବେ ଆଫାୟାର କରେଇଛି ଏବଂ ମୋ ହଜବେଣ୍ଡ କୁ କୋର୍ଟ ଫଡୁଆଡ କରି ଦିଆଜାଇିଛି ।

ହେଲେ ମୋ ଶସୁର ଯିଏକି ଦ୍ୱିତୀୟ ଅପରାଧୀ ତାଙ୍କତ ଉପରେ କୈଣସି ପ୍ରକାରର ଏକ୍ସନ ନିଆଜାଇ ନାହିଁ । ମୁଁ ଏଠାକୁ ଆସିଥିଲି ପଚାରିବା ପାଇଁ ସେ କଣ ପାଇଁ ଏମିତି ବାହାରେ ବୁଲୁଛି ଏବଂ ତା ଉପରେ କଣ ପାଇଁ କୈଣସି କାର୍ଯ୍ୟାନୁଷ୍ଟାନ ହେଉ ନାହିଁ । ତେବେ ସେମାନେ କହିଛନ୍ତି ଆପଣଙ୍କ ହଜବେଣ୍ଡ ଏଥିରେ ଅଧିକ ସାମିଲ ରହିଛନ୍ତି । ଆପଣଙ୍କ ହଜବେଣ୍ଡ ଙ୍କୁ ଆରେଷ୍ଟ କରାଜାଇଛି । ହେଲେ ଆପଣଙ୍କ ସଶୁର ଙ୍କ କୈଣସି ଭୁଲ ନାହିଁ ।

husband

 

ତେବେ ଯଦି ଦେଖା ଯିବ ତେବେ ଆମେ ଏହିଥିରେ କୈଣସି କାର୍ଯ୍ୟାନୁଷ୍ଟାନ କରାଜାଇ ପାରିବ । ହେଲେ ଶସୁର ଏବେ ମତେ ଧମକ ଦେଇଛନ୍ତି ଯେ ସେ ମୋ ପିଲାକୁ ଆରେଷ୍ଟ କରି ନେବେ ବୋଲି ଆଉ ମତେ ବି ମାରିଦେବେ ବୋଲି । ତେବେ ଏମିତି ବେଳେ ମୁଁ କଣ କରିବି ଆପଣ ମାନେ କୁହନ୍ତୁ ।

ଯଦି ମତେ ଏମିତି ବେଳେ ମାରି ଦିଆଯାଏ । ତେବେ ମୁଁ ତଣ କରିବି ଆପଣ ମାନେ କୁହନ୍ତୁ । ତେବେ ଏମିତି କିଛି ଘଟଣା ବର୍ତମାନ ସମୟ ରେ ଘଟିଥିବାର ଦେଖିବା ପାଇଁ ମିଳିଥିବା ବେଳେ ମହିଳା ଜଣଙ୍କ ଥାନା ରେ ଅଭିଯୋଗ କରିଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *