ମୋ ଗାର୍ଲଫ୍ରେଣ୍ଡ ମୋ ମା କୋଳରେ ବସି ମ୍ୟାଗି ଖାଇଥିଲା ,ହେଲେ ସରକାରୀ ଚାକିରିଆକୁ ବାହା ହେଇଗଲା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସୁ ଫ୍ରେଣ଼୍ଡସିପ୍ ଏବଂ ଲଭ ରିଲେସନ ସିପ୍ କୁ ନେଇ ଆପଣ ନିଜର ମତ କଣ ରଖିବେ । ଆପଣଙ୍କର ପ୍ରେମ ର ପରିଭାଷା କଣ ଅଟେ । ଭଲ ପାଇବା ବହୁତ ସୁନ୍ଦର ଜିନିଷ ଏବଂ ଏହି ଭଲ ପାଇବା ପାଇଁ ଆମେ ଜନ୍ମ ହୋଇଛୁ । ହେଲେ ଭଲ ପାଇବା ଆଗରୁ ଥିଲା ହେଲେ ଆଜିର ସମୟ ରେ ନାହିଁ । ଏବେ ଲଭ୍ ହେଲା ନେମ୍ , ସେ-କ୍ସ ହେଲା ଗେମ୍ । ତେବେ ଲଭ୍ ର ନାମ ନେଇ ସେ-କ୍ସ କରୁଛନ୍ତି । ଆଉ ଏମିତି କିଛି ବି ନାହିଁ ।

ହଁ ଗୋଟେ ଝିଅ ଭଲ ସାଙ୍ଗ ହୋଇ ପାରିବ । ହେଲେ ଭଲ ପାଇବା କିଛି ବି ନାହିଁ ଯେବେ ଯାଏ ବାହା ହୋଇ ନାହଁ ସେ ଆପଣଙ୍କର ଗୋଟେ ଭଲ ସାଙ୍ଗ ହୋଇ ପାରିବ । ଆଉ ସେ ତମ ସହିତ ରହିବ ହେଲେ ତୁମେ ଯଦି ଲଭ ରିଲେସନ ସିପ୍ କୁ ପଳେଇଗଲ ତେବେ ଦୁନିଆଁ ଡିଷ୍ଟର୍ବଭାନ୍ସ ଆରମ୍ଭ ହେବ ଝିଅର ବହୁତ କିଛି ଇସୁ ହେବ । ସାଙ୍ଗ ସାଥି ଆଉ ତୁମେ ତା ଆଗରେ ନିଜକୁ ବୀକ୍ରି କରିଦେବ ।

Villian

ତେଣୁ ସାଙ୍ଗ ହୋଇ ରୁହ ବହୁତ ଭଲ ହେବ ଏବଂ ଗୋଟେ ଝିଅ ଭଲ ବେଷ୍ଟି ହୋଇ ପାରିବ । ଚମର କେହ କ୍ରସ୍ ନାହାଁନ୍ତି ? ମୋ ମାଆ ହିଁ ମୋ ପାଇଁ କ୍ରସ୍ ଅଟନ୍ତି ଏବଂ ମୁଁ ତାଙ୍କୁ ହିଁ ବହୁତ ଅଧିକ ଭଲ ପାଏ । ଆଉ ମୁଁ ଜିବନ ରେ ଆଗକୁ ବଢିବାରେ ମୋ ମାଆ ଙ୍କ ବହୁତ ବଡ ହାତ ରହିଛି । ଆଉ ମୋର ବି କ୍ରସ୍ ରହିଛି ହେଲେ ତାର ଏବେ ଏହି ନିକଟ ରେ 15 ତାରିଖ ବିବାହ ସରିଛି ମୋ ପାଖରେ ଗୋଟେ ଗମେଣ୍ଟ ଚାକିରୀ ଟିଏ ନାହିଁ ବୋଲି ତା ଘର ଲୋକ ତାକୁ ସରକାରୀ ଚାକିରିଆ ଦେଖି ବିବାହ କରିଦେଲେ ।

ଆଉ ମୁଁ ସେହି ଝିଅ କୁ ସମୟ ମାଗିଲି ମୁଁ କେରିୟର ରେ କିଛି କରି ଆଗକୁ ବଢିବା ପାଇଁ ସମୟ ମାଗିଲି । ଆଉ ଆମର ବୟସ ଏବେ 22 ତେଣୁ ଆମେ ଆଗାମୀ ସମୟ ରେ ନିଜେ ଡିସିସନ ନେଇ ବିବାହ ର ଉପଯୁକ୍ତ ସମୟ ଆସିଥିଲେ ଆମେ ମାନେ ବିବାହ କରି ପାରିଥାନ୍ତେ ।

ହେଲେ ଘରେ ତାର ଦେଖିଲେ ଭଲ ୱେଲ ଏଷ୍ଟାବ୍ଲିସ୍ ହୋଇଥିବ ଟୋକା ଏବଂ ବେସିକଲି ଟୋକା ପାଖରେ ପଇସା ଥିବ । ଏବଂ ଟୋକାର ଗୋଟେ ଗମେଣ୍ଟ ଚାକିରୀ ଟେ ଥିବା ଦରକାର ହେଲେ ମୋ ପାଖରେ ତାହା ନଥିଲା ସେହିଥି ପାଇଁ ସେ ମୋତେ ଛାଡି ପଲେଇ ଗଲା । ହେଲେ ଏବେ ଆଉ ମୋର ଏହା ପାଇଁ ମୋଟେ ବି ଅଫସୋସ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *