ମୃତ୍ୟୁ ପରେ ଆପଣଙ୍କର ଜନ୍ମ ହେବ କି ନାହିଁ ଜାଣନ୍ତୁ ନାରଦ ପୁରାଣର ଏହି ଅଦ୍ଭୁତ ରହସ୍ୟ

Spread the love

ଆଜି ଆମେ ଏହି ପୋଷ୍ଟ ରେ ଆପଣଙ୍କୁ ନାରଦ ପୁରାଣର ଅଦ୍ଭୁତ ରହସ୍ୟ ବିଷୟରେ ଜଣେଇବୁ , ଯାହାକି ମୃତ୍ୟୁ ପରେ ଜଣଙ୍କର ଜନ୍ମ ହେବ କି ନାହିଁ ଏହି ବିଷୟରେ ଆଲୋଚନା କରିବୁ , ତାହେଲେ ଚାଲନ୍ତୁ ଜାଣିବା । ନାରଦ ପୁରାଣ ର ଏହି ରହସ୍ୟ ବିଷୟରେ ବୋଧେ ଆପଣ କେବେ ଶୁଣି ନ ଥିବେ କିନ୍ତୁ ଏହା ବିଷୟରେ କୁହା ଯାଏ ଯେ ମନୁଷ୍ୟ ର ପାପ ଆଉ ପୁଣ୍ୟର ଆଧାର ଉପରେ ହିଁ ମନୁଷ୍ୟର ଜନ୍ମ ହୋଇ ଥାଏ । ଯଦି ମୃତ୍ୟୁ ପରେ ମନୁଷ୍ୟ ପୁଣି ମନୁଷ୍ୟ ରୂପରେ ଜନ୍ମ ହୋଇ ଥାଏ କିମ୍ବା ଅନ୍ୟ କୌଣସି ପ୍ରଜାତିରେ , ତାହେଲେ ଚାଲନ୍ତୁ ଜାଣିବା ଏହି ବିଷୟରେ ବିସ୍ତାରରେ…

ଏମିତିରେ ନାରଦ ପୁରାଣ ବିଷୟରେ ସମସ୍ତେ ଜାଣି ଥିବେ , ନାରଦ ପୁରାଣରେ ଏହି ବିଷୟରେ ଉଲ୍ଲେଖ କରାଯାଇଛି ଯେ ଯେବେ କେହି ବ୍ୟକ୍ତି କୌଣସି ସୁଗନ୍ଧିତ ପୁଷ୍ପରେ ଭଗବାନ ବିଷ୍ଣୁଙ୍କର ପୂଜା ଆରାଧନା କରି ଥାଏ ତୋ ତାର ସମସ୍ତ ପାପ ଧୋଇ ହୋଇ ଯାଇ ଥାଏ ଆଉ ସେଇ ବ୍ୟକ୍ତି ପୁରୁଣା ପାପରୁ ମୁକ୍ତି ପାଇ ଥାଏ । ଆଉ ସେ ବ୍ୟକ୍ତି ଜୀବନରେ ଯେ କୌଣସି ବି ବସ୍ତୁର ଇଚ୍ଛା ରଖି ଥାଏ ସେ ବସ୍ତୁ ପ୍ରାପ୍ତ ହୋଇ ଥାଏ, ଆଉ ଏକ ଦିନ ତା ପାଖରେ ଏମିତି ଆସିବ ଯାହାକି ତାର ସବୁ କିଛି ଦାନ କରିବାକୁ ପଡି ଥାଏ ଆଉ ସେଇ ଦାନ ହିଁ ତାକୁ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ଦେଇ ଥାଏ । ଆଉ ଏମିତି ନ କଲେ ତାକୁ ଏମିଟି ଭଟକିବାକୁ ପଡି ଥାଏ ।

ଆପଣଙ୍କୁ କହି ଦେଉଛୁ ଯେ ନାରଦ ପୁରାଣ ଅନୁସାରେ କୁହାଯାଇଛି ଯେ, ଯେବେ କେହି ବି ମନୁଷ୍ୟ ସକାଳୁ ଜଳଦି ଉଠି ସ୍ନାନ କରି ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ଅର୍ପିତ କରି ଥାଏ ସେଇ ବ୍ୟକ୍ତି କୁ ଭଗବାନ ବିଷ୍ଣୁଙ୍କର ଲୋକ ରେ ସ୍ଥାନ ପ୍ରାପ୍ତି ହୋଇ ଥାଏ ।