ଶାଶୁ ବାଧ୍ୟ କରିଲେ, ଜ୍ୱାଇଁ କଣ କରିଥାନ୍ତେ, ଶେଷରେ Raji ହେଇକି ସବୁଦିନ…

saso

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଢ ଶାଶୁ କାମନାର ଶିକାର ହେଲା ଭଉଣୀ ଜ୍ୱାଇଁ ଆଜିର ଘଟଣାରେ ଘରେ କେହିନଥିବା ବେଳେ ମତେ ଡ଼ାକି ସତ୍କାର କଲା ଖାଇବା ଦେବା ବାହାନାରେ ସେହି ଖାଇବାରେ ସେ ନିଶା ମିଶାଇଲା । ମୁଁ ଅଚେତ୍ ଥିବାର ଫାଇଦା ନେଇ ମୋ ପାଖରେ ଶୋଇ ମୋ ଅନ୍ତ-ର-ଙ୍ଗ ମୁହୂର୍ତ୍ତର ଭିଡିଓ କଲା ରାତିସାରା ମୋ ଇଜ୍ଜତ ଲୁଟି ଚାଲିଲା ତା ସ୍ୱାମୀ ଠାରୁ ମୁଁ ତାକୁ ଅଧିକ ସୁଖ ଦେଇଛି ବୋଲି କହିଲା ସେ ମୋ ଠାରୁ ଯେଉଁ ସୁଖ ପାଇଛି ତାହା ତାପାଇଁ ସ୍ୱର୍ଗ ସୁଖ ଠାରୁ ସମାନ ।

ମୋ ଅଜାଣତରେ ମୋ ଅନ୍ତ-ର-ଙ୍ଗ ଭିଡ଼ିଓ କରି ମତେ ଏବେ ବ୍ଲାକମେଲ୍ କରୁଛି ଶେଷରେ ବ୍ଲାକମେଲିଂ କରି ମୋ ସହ ତା ଭଉଣୀକୁ ବାହା କଲା ବାହାଘର ପରେ ବି ମୋ ପିଛା ଛାଡ଼ିଲା ନାହିଁ ସେ କାଳ ନାଗୁଣୀ ମୋ ଦେଢ଼ ଶାଶୁ ହୋଇ ମଧ୍ୟ ମୋ ଚତୁର୍ଥୀ ରାତିରେ ମୋ ଉଲ-ଗ୍ନ ଶରୀର ଫଟୋକୁ ସବୁଆଡେ ଭାଇରାଲ୍ କରିଦେବା କହି 2 ଲକ୍ଷ ଟଙ୍କା ଦାବି କରିଥିଲା ।

ତେବେ ଘଟଣାଟି ଆପଣଙ୍କୁ ଶୁଣିବାକୁ ଖରାପ ଲାଗୁଥିଲେ ମଧ୍ୟ ସତ ଭଉଣୀ ଜ୍ୱାଇଁକୁ ବ୍ଲାକମେଲିଂ କରୁଥିଲା ଦେଢ଼ ଶାଶୁ ଭଉଣୀ ଜ୍ୱାଇଁ ସହ ଶା-ରୀ-ରିକ ସ-ମ୍ପ-ର୍କ ରଖିଲା ଓ ଅନ୍ତ-ର-ଙ୍ଗ ଭିଡିଓ ଭାଇରାଲ କରିଦେବାର ଧମକ ମଧ୍ୟ ଦେଲା ଏହିଭଳି ଏକ ଲଜ୍ୟା ଜନକ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ବାହାରଣା ପଞ୍ଚାୟତର ବିରି ଧୁଆ ଗାଁରୁ ଏହି ଗାଁର ଅଭୟ ତ୍ରିପାଠୀଙ୍କ ପୁତ୍ର ହରି ଚନ୍ଦନ ତ୍ରିପାଠୀ ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ତାଙ୍କର ବାହାଘର ନୟାଗଡ଼ ଜିଲ୍ଲାର ଶିବାଜି ନଗରରେ ଏକ ବ୍ରାହ୍ମଣ ପରିବାରରେ ବୈଧିକ ରୀତିରେ 2022 ମସିହା 10 ଫେବୃୟାରୀ ତାରିଖରେ ହୋଇଥିଲା ।

sasu

ବିବାହର ପୂର୍ବରୁ ହରି ଚନ୍ଦନଙ୍କ ପତ୍ନୀ ଭୁବନେଶ୍ୱରରେ ଏକ ନର୍ସିଂହୋମରେ କାମ କରୁଥିଲେ ସେହି ସମୟରେ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ଶା-ରି-ରୀକ ସ-ମ୍ପ-ର୍କ ଥିଲା ବୋଲି ସେ ଜାଣି ପାରିଥିଲେ ଏହି ଘଟଣା ଜାଣିବା ପରେ ହରି ଚନ୍ଦନ ବିବାହ ପାଇଁ ସିଧା ସଳଖ ମନା କରିଦେଇଥିଲେ କିନ୍ତୁ ଏକଥାକୁ ସହଜରେ ଗ୍ରହଣ କରିପାରି ନଥିଲେ ହରି ଚନ୍ଦନଙ୍କ ଦେଢ଼ ଶାଶୁ ଏଭଳି ଏକ ପ୍ରସ୍ତାବକୁ ହାତଛଡ଼ା କରିବାକୁ ଚାହୁଁ ନଥିଲେ ।

ହରି ଚନ୍ଦନଙ୍କ ଦେଢ଼ ଶାଶୁ ଓ ତାଙ୍କ ପରିବାର ଲୋକେ କାହିଁକିନା ଜ୍ୱାଇଁ ଥିଲେ ଜଣେ ଆର୍ମି ଅଫିସର୍ କେମିତି କଣ ବାହାଘର କରିବେ ଭାବି ଭାବି ସୁପର ଗୋଟି ଚଳାଇଲେ ଦେଢ଼ ଶାଶୁ ହରି ଚନ୍ଦନଙ୍କୁ ବୁଝାସୁଝା କରିବାକୁ ଘରକୁ ଡାକି ଚତୁରତାର ସହିତ ତାଙ୍କ ଖାଦ୍ୟରେ ନିଶା ମିଶାଇ ତାଙ୍କ ସହିତ ଶା-ରି-ରୀକ ସ-ମ୍ପ-ର୍କ ରଖି ଭିଡିଓ ଫଟୋକୁ ଆୟତ କରି ତାଙ୍କୁ ବ୍ଲାକମେଲିଂ କଲେ ଓ ଭଉଣୀକୁ ବାହା ନହେଲେ ହରି ଚନ୍ଦନଙ୍କର ଅ-ଶ୍ଳୀ-ଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରିବାର ପାଇଁ ଧମକ ମଧ୍ୟ ଦେଲେ ।

saso

ସବୁଆଡୁ ଭୟଭିତ ହୋଇ ହରି ଚନ୍ଦନ ବାହା ହେବାପାଇଁ ରାଜି ମଧ୍ୟ ହେଲେ ବାହାଘର ପରେ ମଧ୍ୟ ତାଙ୍କୁ ବ୍ଲାକମେଲିଂ କରି ତାଙ୍କୁ ବାରବାର ଟଙ୍କା ମାଗି ଚାଲିଥିଲେ ଶେଷରେ ସବୁ ସହିବାର ସୀମା ପାର ଗଲାପରେ ବାଧ୍ୟ ହୋଇ ହରି ଚନ୍ଦନ ଥାନାର ଦ୍ୱାରସ୍ଥ ହେଲେ ପୋଲିସ ମଧ୍ୟ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା କହିଛନ୍ତି ହରି ଚନ୍ଦନ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ