ସାରା ଦୁନିଆରେ ସବୁଠାରୁ ସୁନ୍ଦର ଅକ୍ଷର (Hand Writing) ହେଲା ଏହି ଝିଅ ପ୍ରକୃତିଙ୍କର !!

Spread the love

କୁହାଯାଏ ପାଣ୍ଡିତ୍ୟର ପରିଚୟ ଅକ୍ଷରରୁ ମିଳିଥାଏ । ଆମେ ସବୁ ଆମ ସ୍କୁଲ ପଢ଼ୁଥିବା ବେଳେ ନିଜର ଅକ୍ଷର ବା ହ୍ୟାଣ୍ଡ ରାଇଟିଙ୍ଗ ସଜାଡ଼ିବା ପାଇଁ ଜଣା ନାହିଁ କେତେ ପ୍ରୟାସ କରିଛୁ । ଜଣା ନାହିଁ କେତେ ଚେଷ୍ଟା କଲା ପରେ ବି ଆମ ଭିତରୁ ପ୍ରାୟ କିଛି ଲୋକଙ୍କର ହ୍ୟାଣ୍ଡ ରାଇଟିଙ୍ଗ ବହୁତ ଭଲ ହୋଇ ପାରିଥାଏ ତ ଆଉ କିଛି ଲୋକଙ୍କ ଅକ୍ଷର ବହୁତ ଖରାପ ହୋଇଥାଏ । ନେପାଳର ଜଣେ ଛାତ୍ରୀ, ନାମ ପ୍ରକୃତି ମଲ୍ଲା, ନବମ ଶ୍ରେଣୀ, ଯାହାଙ୍କର ହ୍ୟାଣ୍ଡ ରାଇଟିଙ୍ଗ ଦୁନିଆର ସବୁଠାରୁ ଭଲ ହ୍ୟାଣ୍ଡ ରାଇଟିଙ୍ଗ ବୋଲି ମାନି ନିଆଯାଇଛି ଅଛି ।

ପ୍ରକୃତି ମଲ୍ଲା ଙ୍କର ସବୁଠାରୁ ସୁନ୍ଦର ହ୍ୟାଣ୍ଡ ରାଇଟିଙ୍ଗ :

◆ ପ୍ରକୃତି ମଲ୍ଲା ନେପାଳର ବାସିନ୍ଦା ଅଟନ୍ତି, ଯି ଏକି ନବମ ଶ୍ରେଣୀରେ ପଢ଼ନ୍ତି ।

◆ ପ୍ରକୃତି ନେପାଳର ସୈନିକ ଆବାସିକ ମହାବିଦ୍ୟାଳୟ ଛାତ୍ରୀ ଅଟେ ।

◆ ନବମର ପଢୁ ଥିବା ପ୍ରକୃତିଙ୍କର ହସ୍ତକ୍ଷାର ଲେଖା ଏତେ ସୁନ୍ଦର ଯେ ପୁରା ଦୁନିଆ ତାଙ୍କର ସମର୍ଥକ (Fan) ହୋଇ ଯାଇଛନ୍ତି ।

◆ ପ୍ରକୃତିର ହସ୍ତଲେଖା କମ୍ପୁଟର ଫଣ୍ଟ ବା ଅକ୍ଷର (Font) ଠାରୁ ବି ଭଲ ଅଟେ ବୋଲି ପୁରା ଦୁନିଆ ସ୍ୱୀକାର କରୁଛି ।

◆  ପ୍ରକୃତି ଙ୍କ ହସ୍ତ ଲେଖା ପାଇଁ ସେ ପୁରା ଦୁନିଆରେ ପ୍ରସିଦ୍ଧ କରାଇ ସାରିଲେଣି ।

◆  ପ୍ରକୃତିଙ୍କର ହସ୍ତଲେଖା ଦେଖି ସାରା ଦୁନିଆ ଚକିତ ଯେ ଜଣଙ୍କର ହସ୍ତରେଖା ଏତେ ବି ସୁନ୍ଦର ହୋଇ ପାରେ ।

◆  ଯଦି କେହି ପ୍ରକୃତିର ହସ୍ତଲେଖା ଦେଖିନ୍ତି, ତେବେ ସେମାନେ ଭାବନ୍ତି ଯେ, ଏହା କମ୍ପୁଟରରୁ ପ୍ରିଣ୍ଟ ଆଉଟ, ଆପଣ ମଧ୍ୟ ଦେଖି ଚକିତ ହୋଇଯିବେ ।

◆ କିନ୍ତୁ ଏମିତି କିଛି ନୁହେଁ ଯଦି ଧ୍ୟାନ ସହକାରେ ଦେଖିବ ତେବେ ତାହା ହସ୍ତଲେଖା ହିଁ ଅଟେ ।

◆  ପ୍ରକୃତିଙ୍କର ହସ୍ତ ଲେଖା ଏତେ ସୁନ୍ଦର ଯେ ଯିଏ ଦେଖିବ ସିଏ ଆଶ୍ଚର୍ଯ୍ୟ ହୋଇ ଯିବ ।

◆  ଏବେ ସ୍କୁଲ ରେ ପଢୁ ଥିବା ପିଲାମାନେ ପ୍ରକୃତିର ପ୍ରେରଣା ନେବା ଆବଶ୍ୟକ ।

◆  ଆଉ ନିଜର ହସ୍ତଲେଖା ପ୍ରକୃତି ଭଳି ସୁନ୍ଦର କରିବାରେ ନିଜର ପ୍ରଚେଷ୍ଟା ଜାରି ରଖିବା ଆବଶ୍ୟକ ।