ସମୟ ଆସିଲେ ମୋର୍ ଫିଲ୍ମ ନିଶ୍ଚୟ ହେବ.. ଏବେ ସୋସିଆଲ ମିଡିଆରେ ଫିଲ୍ମ ଭାଇରାଲ

social media

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ଆମେ ଯଦି ସୋସିଆଲ ମିଡିଆ ବିଷୟ ରେ କହିବା ତେବେ ଏମିତି କେହି ନାହାଁନ୍ତି ଯେଉଁମାନେ ଏହି ସୋସିଆଲ ମିଡିଆ କୁ ବ୍ୟବହାର କରୁନାହାଁନ୍ତି । ନିଜର ଏଣ୍ଟରଟେନ ର ଜରିଆ ଭାବେ ଏହାକୁ ବ୍ୟବହାର କରୁଛନ୍ତି । ଆଉ ଆମ ଯୁବ ପୀଢି ଙ୍କ ବିଷୟ ରେ ଯଦି ଆମେ କହିବା ତେବେ ବର୍ତମାନ ସମୟ ରେ ଆମର ଏହି ଯୁବପୀଢି ମାନେ ବିଗିଡିବାର ମୂଖ୍ୟ କାରଣ ହେଉଛି ଏହି ସୋସିଆଲ ମିଡିଆ ।

ବହୁତ ସମୟ ରେ ଆମେ ମାନେ ଖରାପ ଭିଡ଼ିଓ , ଅ-ଶ୍ଲୀ-ଳ ନୃତ୍ୟ , ଏହା ସହିତ ବିଭିନ୍ନ ଭଲଗର କଣ୍ଟେଟ୍ କୁ ସୋସିଆଲ ମିଡିଆ ରେ ଦେଖିବା ପାଇଁ ପାଉଛନ୍ତି । ଯେଉଁଥି ପାଇଁ ଯୁବପୀଢି ବିଗିଢି ଯାଉଛନ୍ତି । ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛି ନାଁ କିଛି ଖବର ଚର୍ଚ୍ଚା ର ବିଷୟ ହୋଇ ରହିଥାଏ । ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ । ବର୍ତମାନ ସମୟ ରେ ବି ସେମିତି ଜଣେ ଯୁବତୀ ଙ୍କ ମନ୍ତବ୍ୟ ମଧ୍ୟ ବହୁତ ଚର୍ଚ୍ଚାର ବିଷୟ ହୋଇ ରହିଛି ।

nisha

ତେବେ ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ନିଶା ମହାରଣା ଙ୍କ ବିଷୟ ରେ ସୂଚନା ଦେବାକୁ ଚାହୁଁଛୁ । ନିଶା ମହାରଣା ଏହି ଦିନରେ ନିଜର ଏକ ସାକ୍ଷାତକାର ରେ କହିଛନ୍ତି କି ମତେ ଦେଖେଇବା ବହୁତ ପସନ୍ଦ ତେଣୁ ମୁଁ ଦେଖେଇବି ମୋର ଇଚ୍ଛା ହେଲା ମୁଁ ଦେଖେଇଲି ଏହିଥିରେ କାହାର ବି ହସ୍ତକ୍ଷେପ ଆଦୁ ଠିକ୍ ନୁହେଁ । ଏହି ପରି କିଛି ନିଶା ନିଜର ସାକ୍ଷାତକାର ରେ କହିଥିବାର ଦେଖିବା ପାଇଁ ମିଳିଛନ୍ତି । ଏବଂ ଏହା ବ୍ୟତିତ ସେ ଏହାବି କହିଛନ୍ତି ଯେ ସେ ଓଡିଶା ସନିଲିୟନି ହେବା ପାଇଁ ଚାହୁଁଛନ୍ତି ।

ତାଙ୍କୁ ଯିଏ କି ଅଫର ଦେବ କି ତାଙ୍କ ସହିତ ବ୍ଲୁ ଫିଲ୍ମ କରିବା ପାଇଁ ସେ କରିବା ପାଇଁ ରାଜି ଅଛନ୍ତି । ହେଲେ ଏହି ସବୁକୁ ନେଇ ତାଙ୍କୁ ଆଜି ପର୍ଯ୍ୟନ୍ତ କିଛି କହି ନଥିବା ବେଳେ କେହିବି କିଛି ବାଧ୍ୟ କରିନାହାଁନ୍ତି ବୋଲି ସେ କହିଛନ୍ତି । ଏହା ତାଙ୍କର ଏକ ଫେସନ ଅଟେ । ଯେଉଁଟା ସତ ସେ ତାହାହିଁ ପ୍ରକାଶ କରିବାକୁ ଚାହାଁନ୍ତି ।

ବର୍ତମାନ ସମୟ ର ମାର୍କେଟ ଯେଉଁ ପ୍ରକାରର ଖୋଜୁଛନ୍ତି ସେ ତାହାହିଁ ଲୋକ ମାନଙ୍କୁ ଦେବାକୁ ଚାହାଁନ୍ତି ଏହିଥିରେ ତାଙ୍କୁ କେହିବି ବାଧ୍ୟ କରୁନାହାଁନ୍ତି କି କେହି ତାଙ୍କୁ ଜବର୍ଦୋସ୍ତି କରିନାହାଁନ୍ତି ବୋଲି ସାକ୍ଷାତକାର ରେ କହିଥିବାର ଦେଖିବା ପାଇଁ ମିଳିଛନ୍ତି । ମୁଁ କେବେ କୋଉ ଟୋକା ସହିତ ଶୋଉ ନାହିଁ କେବଳ ମୁଁ ମୋର ଦେଖଉଛି । ମତେ ବ୍ଲୁ ଫିଲ୍ମ ର ଅଫର ମିଳିଲେ ମୁଁ ନିଶ୍ଚିତ କରିବି ବୋଲି କହିଥିବା ନିଶା ମହାରଣା ବର୍ତମାନ ସମୟ ରେ ସୋମାଲୋଚନା ର ଶୀକାର ହୋଇଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *