ଇଲେକ୍ସନରେ ହାରିବା ପରେ ମୋଦି ସରକାର, 3ଟି ବଡ ଖବର ଘୋଷଣା କରିଲେ,ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

Spread the love

ଇଲେକ୍ସନରେ ହାରିବା ପରେ ମୋଦି ସରକାର, 3ଟି ବଡ ଖବର ଘୋଷଣା କରିଲେ,ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଏହି ଲୋକଙ୍କୁ ମିଳି ପରେ ୨.୫ ଲକ୍ଷ ଟଙ୍କା ।

ମୋଦି ସରକାର ଇଲେକ୍ସନରେ ହାରିବାପରେ ଏହି 3ଟି ବଡ ଖବର ଘୋଷଣା କରିଲେ ! ଏହି ଲୋକଙ୍କୁ ମିଳିବ 2.5 ଲକ୍ଷ ଟଙ୍କା । ଭାରତୀୟ ନାଗରିକ ଭାବରେ ଆପଣ ଏହି ଘୋଷଣାଟି ଶୁଣିବା ଦରକାର ଏବଂ ମୋଦିଙ୍କର ଏହି 3ଟି ବଡ ଘୋଷଣା ଯାହା କି ସମଗ୍ର ଦେଶରେ ଲାଗୁ କରାଯାଇଛି । ଏହି ଘୋଷଣାଟି ଆପଣ ଜାଣିବା ଦରକାର ! ଆସନ୍ତୁ ଜାଣିବା ଏହି ଘୋଷଣା ବିଷୟରେ….

1. ପ୍ରଥମ ଘୋଷଣା ଯାହା କି ବହୁତ ବଡ଼ ଖବର କହିବାକୁ ଯାଉଛୁ । ଯଦି ଆପଣଙ୍କ ପାଖରେ ନିଜ ଘର ନାହିଁ କିମ୍ବା ଆପଣ ନିଜ ଘରକୁ ବନାଇବା ପାଇଁ ଚାହୁଁଛନ୍ତି କିନ୍ତୁ ଆପଣଙ୍କ ପାଖରେ ଟଙ୍କା ପଇସାର ଅଭାବରୁ ଆପଣ ବନାଇ ପାରୁନାହାନ୍ତି ତାହାଲେ ମୋଦି ସରକାର ଆପଣଙ୍କୁ ୨.୫ ଲକ୍ଷ ଟଙ୍କା ଘରକୁ ବନାଇବା ପାଇଁ ଦେବେ ସମସ୍ତ ଭାରତୀୟ ଏହି ମଉକାର ଲାଭ ଉଠାଇପାରିବେ ।

2. ଆପଣଙ୍କୁ ଜାଣି ଖୁସି ହେବେ କି କୃଷକମାନଙ୍କର ଋଣକୁ ନେଇ କି ସରକାର ବହୁତ ବଡ ପଦକ୍ଷପ ନେବାକୁ ଯାଉଛନ୍ତି । ଯାହା ଦ୍ୱାରା କୃଷକମାନେ ବହୁତ ଫଳପ୍ରଦ ହୋଇ ପାରିବେ । ସୂଚନା ଅନୁସାରେ ୨୦୧୯ ନିର୍ବାଚନ ପୂର୍ବରୁ କୃଷକମାନଙ୍କ 4 ଲକ୍ଷ କୋଟି ଟଙ୍କାର ଋଣକୁ କ୍ଷମା କରିଦିଆ ଯିବା ।

3. କଂଗ୍ରେସ ଅଧ୍ୟକ୍ଷ ପ୍ରତିଜ୍ଞା କରି କହିଥିଲେ, ଯଦି ସେ ଉତ୍ତରପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବେ ତେବେ ସମସ୍ତ କୃଷଙ୍କ ଋଣକୁ କେବଳ 10 ଦିନରେ ଛାଡ଼ କରି ଦେବେ ଯଦି ସେ ଏହି ଋଣକୁ 10 ଦିନ ମଧ୍ୟରେ ଛଡା ନ ଦିଅନ୍ତି ତାହାଲେ ସେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବେ । ତେଣୁ ଦେଖିବାକୁ ବାକି ଅଛି କି ରାହୁଲ ଗାନ୍ଧୀ 10 ଦିନ ମଧ୍ୟରେ କିଷାନଙ୍କ ଋଣକୁ କ୍ଷମା କରୁଛନ୍ତି ନ ନାହିଁ ?