ପୁଣି ଚାଷୀଙ୍କୁ ପଇସା ଦେବେ ମୋଦି – ପାଇବା ପାଇଁ କରନ୍ତୁ ଏହି କାମ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାଷୀ ଙ୍କୁ ମୋଦି ଙ୍କ ବଡ ଉପହାର ଚାଷୀ ଙ୍କୁ ଆର୍ଥିକ ସହାୟତା ପାଇଁ ସରକାର ପିଏମ୍ କିଶାନ FPO ଯୋଜନା ଶୁଭାରମ୍ଭ କରିଛନ୍ତି । ତେବେ ଏହି ଯୋଜନା ଅଧିନ ରେ ଚାଷୀ ହୋଇଯିବେ ମାଲାମାଲ ତେବେ ପିଏମ୍ କିଷାନ ଯୋଜନା ର ହୀତାଧିକାରୀ ଙ୍କ ପାଇଁ ଆସିଛି ବଡ ଖୁସୀ ଖବର ।

ତେବେ କେନ୍ଦ୍ର ରେ ମୋଦି ସରକାର ଚାଷୀ ଙ୍କ ଆୟ ବୃଦ୍ଧି କରିବାକୁ ଏବଂ ସେମାନଙ୍କ ଋଣ ପରିଶଦ କରିବାକୁ ଚେଷ୍ଟା କରୁଛନ୍ତି । ଏହିଥି ପାଇଁ ସରକାର ଅନେକ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି । ଏହି କ୍ରମ ରେ ସରକାର ଚାଷୀ ଙ୍କୁ ନୂଆ କୃଷି ବ୍ୟବସାୟ ଆରମ୍ଭ କରିବାକୁ 15 ଲକ୍ଷ ଟଙ୍କା ପ୍ରଦାନ କରିବେ । ଆପଣ ମାନେ ଏହି ଯୋଜନା ରେ କେମିତି ଲାଭ ଉଠେଇ ପାରିବେ ଜାଣନ୍ତୁ ।

pm

ଚାଷୀ ଙ୍କୁ ଆର୍ଥିକ ସହାୟତା ପାଇଁ ସରକାର ପିଏମ୍ କିଶାନ FPO ଯୋଜନା ଶୁଭାରମ୍ଭ କରିଛନ୍ତି । ତେବେ ଏହି ଯୋଜନା ଅଧିନ ରେ ଫାର୍ମସ ଉତ୍ପାଦ ସଂଙ୍ଗଠକ କୁ 15 ଲକ୍ଷ ଟଙ୍କା ଦିଆଯିବ ଏକ ନୂଆ କୃଷି ବ୍ୟବସାୟ ଆରମ୍ଭ କରିବା ପାଇଁ ସରକାର ଦେଶର ଚାଷୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ।

ଏହି ଯୋଜନା ର ଲାଭ ଉଠେଇବା କୁ 11 ଜଣ କୃଷକ ଙ୍କୁ ଏକ ସଂଙ୍ଗଠନ କିମ୍ବା କମ୍ପାନୀ ଗଠନ କରିବାକୁ ପଡିବ । ଏହା ମଧ୍ୟ ଚାଷୀ ମାନଙ୍କ ପାଇଁ କୃଷି ସମ୍ନମନ୍ଧିୟ ଉପକରଣ କିମ୍ବା ସାର ଓ ମଞୀ ଓ ଔଷଧ କିଣିବା ସହଜ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ