ମୋଦି ସରକାରଙ୍କ ପୁରସ୍କାରର ବର୍ଷା !! ଏହି ଯୋଜନାର କଲେ ଶୁଭାରମ୍ଭ, ଏବେ ଆପଣଙ୍କ ଖାତାକୁ ପ୍ରତ୍ୟେକ ମାସରେ ଆସିବ ଟଙ୍କା ।

Spread the love

ମୋଦିଙ୍କ ଶାସନ ଆରମ୍ଭ ହେବା ଠାରୁ ଜନତାଙ୍କ ପାଇଁ କିଛି ନା କିଛି ପୁରସ୍କାର ସଦୃଶ୍ୟ ଭେଟି ଦେଇ ଆସୁଛନ୍ତି । ପୁରସ୍କାର ଯୋଗୁଁ ନରେନ୍ଦ୍ର ମୋଦି, ଜନତାଙ୍କ ନିକଟତାର ହେଉଛନ୍ତି ଏବଂ ଲୋକଙ୍କ ପ୍ରଶଂସାର ପତ୍ର ମଧ୍ୟ ହୋଇପାରିଛନ୍ତି । ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଆଜି ପର୍ଯ୍ୟନ୍ତ ଯେଉଁ ନୂଆ ନିୟମ ଗୁଡିକୁ ଲାଗୁ କରିଛନ୍ତି, ସବୁଥିରେ ଲୋକମାନଙ୍କୁ ସୁବିଧା କରାଇବାରେ ସମ୍ପୁର୍ଣ ରୂପେ ସଫଳ ହୋଇଛନ୍ତି । ତାଙ୍କ ଯୋଗୁଁ ଅନେକ ଲୋକଙ୍କ ଜୀବନରେ ଖୁସିର ଲୋହାରୀ ଆସିଛି । ଶ୍ରୀ ନରେନ୍ଦ୍ର ମୋଦି ଆରମ୍ଭରେ ଯେଉଁ ଭଳି ଜନତାଙ୍କ ପାଇଁ କାମ କରୁଥିଲେ ଆଜି ମଧ୍ୟ ସେହିଭଳି କାମ କରୁଛନ୍ତି । ସେଥିପାଇଁ ଜନତାଙ୍କ ମୁହଁରେ ଆଜି ପର୍ଯ୍ୟନ୍ତ ସେହିଭଳି ହସର ଲହଡି ଖେଳୁଛି । ତେବେ ଆସନ୍ତୁ ଜନତାଙ୍କ ସେହି ହସର କାରଣ ଜାଣିବା…

ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ ଜନତାଙ୍କ ମଙ୍ଗଳ ପାଇଁ ଏହି ନିୟମ ବାହାର କରିଛନ୍ତି ଓ ଲାଗୁ ମଧ୍ୟ କରିଲେ । ସେହି ଯୋଜନାର ନାମ ହେଉଛି ଦିନଦାୟଲ ଦିବ୍ୟାଙ୍ଗଜନ ପେନସନ ଯୋଜନା ଅଟେ । ଏହି ଯୋଜନା ଦ୍ୱାରା ରାଜ୍ୟର ୧,୧୫,୧୧୧ ଦିବ୍ୟାଙ୍ଗ ମାନଙ୍କୁ ସୁବିଧା ମିଳିବ । ଏହି ଯୋଜନା ଅନୁସାରେ ଆସାମର ସବୁ ଦିବ୍ୟାଙ୍ଗ ମାନଙ୍କୁ ମାସକୁ ୧୦୦୦ ଟଙ୍କା ପେନସନ ମିଳିବ ।

ଆସାମ ରାଜ୍ୟର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ ଏହି କାର୍ଯ୍ୟକ୍ରମରେ ଏହା ମଧ୍ୟ କହିଲେ କି ଆମେ ସବୁ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କୁହାଯାଇଥିବା ରାସ୍ତାରେ ଯାଉଅଛୁ । “ସଭିଙ୍କ ସହ ସଭିଙ୍କ ବିକାଶ ” ଏହି ନୀତିରେ ଚାଲୁଅଛୁ ସେଥିପାଇଁ ଆଜି ସବୁ ଦିବ୍ୟାଙ୍ଗମାନଙ୍କୁ ସବୁଠୁ ଉଚ୍ଚ କରାଯାଇଛି । ଏହା ଦ୍ୱାରା ସଭିଙ୍କ ବିକାଶ ହେବ ଓ ସମାଜରେ ଗୋଟିଏ ଭଲ ନାମ ମଧ୍ୟ ହେବ । ସର୍ବାନନ୍ଦ ସୋନୋବାଲ କହିଲେ କି, ତୁମେ ନିଜକୁ କେବେ ମଧ୍ୟ ଏକୁଟିଆ ଭାବିବ ନାହିଁ । ସରକାର ସର୍ବଦା ତୁମ ସହ ରହିଛନ୍ତି । ସରକାର ଚାହୁଁଛନ୍ତି କି ପ୍ରତ୍ୟେକ ଦିବ୍ୟାଙ୍ଗ ନିଜର ଆତ୍ମବିଶ୍ବାସ ବଳରେ ନିଜେ ଦୃଢ ହୁଅନ୍ତୁ ଓ ସମାଜରେ କିଛି କରିକି ଦେଖାନ୍ତୁ ।

ପ୍ରତୀତ ହେଉଛି କି ସେମାନଙ୍କ ଏହି କାମରେ ସରକାର ତାଙ୍କର ପୁରା ସାହାଯ୍ୟ କରିବେ । ଏହି ଯୋଜନା ପାଇବା ପରେ ଦିବ୍ୟାଙ୍ଗମାନଙ୍କୁ ନା କାହା ଆଗରେ ମୁଣ୍ଡକୁ ତଳକୁ କରିବାକୁ ପଡିବ ନା କାହା ଉପରେ ବଝୋହୋଇ ରହିବାକୁ ପଢିବ । ଏହି ଯୋଜନା ମାଧ୍ୟମରେ ସେମାନେ ନିଜ ଅସୁବିଧା ଗୁଡିକୁ ନିଜେ ହିଁ ସମାଧାନ କରିପାରିବେ । ସରକାର କହିଲେ କି, ଦିବ୍ୟାଙ୍ଗଙ୍କ ପାଇଁ ୮୦୦ ଟି ପଦବୀ ବାହାର କରିଛନ୍ତି ଯାହାକି ଦିବ୍ୟାଙ୍ଗମାନଙ୍କୁ ଆଗକୁ ବଢିବାପାଇଁ ସାହାଯ୍ୟ ହେବ ।