ମୋଦି ସରକାର କରିଲେ ବଡ଼ ଘୋଷଣ, ସମସ୍ତଙ୍କ ବ୍ୟାଙ୍କ ଖାତାକୁ ଯିବ ୨୪ ହଜାର ଟଙ୍କା ।

Spread the love

ଯେତେବେଳେ ଆମେ କୌଣସି ସିନେମା ଦେଖିବାକୁ ଯାଇଥାଉ ଆମର ପାଖାପାଖି ୫୦୦ ଟଙ୍କା ଖର୍ଚ୍ଚ ହୋଇଯାଇଥାଏ । ଏହା ସହ ଆମେ ବାହାରରୁ କିଛି କିଣି ଖାଇଲେ ପାଖାପାଖି ୧୦୦୦ ଟଙ୍କା ଖର୍ଚ୍ଚ ହୋଇଯାଇଥାଏ । ଏହା ସେହି ଖର୍ଚ୍ଚ ଯାହାକୁ ପ୍ରତ୍ୟେକ ଲୋକ ମାସକୁ ଅତିକମରେ ଥରେ ହେଲେ କରିଥାଏ । ଯଦି ଆପଣଙ୍କୁ ଏହା କୁହାଯାଏ କି, ମାସକୁ ଶହେ ଟଙ୍କାରୁ ବି କମ ଖର୍ଚ୍ଚ କରିଲେ ଆପଣଙ୍କୁ ଅଧିକ ଲାଭ ମିଳିବ ହେଲେ କେମିତି ମିଳିବ ? ଆପଣଙ୍କୁ ଏହି କଥା ସହଜରେ ବିଶ୍ୱାସ ହେବନାହିଁ ।

ସେଥିପାଇଁ ଆମେ ଆପଣଙ୍କୁ ବିସ୍ତାରରେ କହିବୁ । ଆପଣଙ୍କ ଏହି ସ୍ୱପ୍ନ ପୂରଣ ହେବ ଅଟଳ ପେନସନ ଯୋଜନା ମାଧ୍ୟମରେ । ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ଏହି ଯୋଜନା ମାଧ୍ୟମରେ ଆପଣ ମାସରେ ଥରେ ୮୪ ଟଙ୍କା ଜମା କରିଲେ ଆପଣ ଆଜୀବନ ବର୍ଷକୁ ୨୪୦୦୦ ଟଙ୍କା ପାଇବାର ହକଦାର ହୋଇପାରନ୍ତି । ଏହି ଯୋଜନାକୁ ସରକାର ୨୦୧୫ ରେ ଆରମ୍ଭ କରିଥିଲେ ।

ଆପଣଙ୍କୁ ଜଣାଇବାକୁ ଚାହୁଁଛୁ କି ଏହି ଯୋଜନାରେ ଏବେ ପର୍ଯ୍ୟନ୍ତ ଏକ କୋଟି ରୁ ଅଧିକ ଲୋକ ଯୋଡିଯାଇଛନ୍ତି । ଏହି ଯୋଜନା ପାଇଁ ଲୋକର ୧୮ ରୁ ୪୦ ବର୍ଷ ମଧ୍ୟରେ ରହିବା ଆବଶ୍ୟକ । ଏହାଠାରୁ କମ ବା ଅଧିକ ବୟସର ଲୋକ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ । ଏହା ସହ ଆବେଦନ କରୁଥିବା ଲୋକର ଖାତା ଓ ଆଧାର କାର୍ଡ ରହିବା ନିହାତି ଆବଶ୍ୟକ । ଏହି ଯୋଜନାରେ ଜଡିତ ହେବାପରେ ଲୋକକୁ ପାଖାପାଖି ୨୦ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡ଼ିବ ।

ଏହି ଯୋଜନାରେ ଭିନ୍ନ – ଭିନ୍ନ ଶ୍ରେଣୀରେ ବଣ୍ଟା ଯାଇଛି । ଯେଉଁଥିରେ କି କୌଣସି ଲୋକ ୪୨ ଟଙ୍କାରୁ ଆରମ୍ଭ ହୋଇ ୧୪୫୪ ଟଙ୍କା ପର୍ଯ୍ୟନ୍ତ ଜମା କରିବାପାଇଁ ପ୍ରବଧାନ ଅଛି । ଯେଉଁଦିନ ଆପଣଙ୍କ ବୟସ ୬୦ ବର୍ଷ ହେଇଯିବ ସେହିଦିନ ଠାରୁ ଆପଣଙ୍କୁ ଟଙ୍କା ଜମା କରିବା ବନ୍ଦ ହେଇଯିବ ଓ ଆପଣଙ୍କୁ ପ୍ରତ୍ୟେକ ମାସ ପେନସନ ରୂପେ କିଛି ଟଙ୍କା ଫିକ୍ସ ଟଙ୍କା ମିଳିବାରେ ଲାଗିବ । ଆପଣ ଯଦି ମାସକୁ ୮୪ ଟଙ୍କା ପ୍ରତ୍ୟେକ ମାସ ଜମା କରିବେ, ୬୦ ବର୍ଷ ପରେ ଆପଣଙ୍କୁ ବର୍ଷକୁ ୨୪୦୦୦ ଟଙ୍କା ( ୨୦୦୦ × ୧୨ = ୨୪୦୦୦ ) ପ୍ରତ୍ୟେକ ମାସ ଆପଣଙ୍କୁ ୨୦୦୦ ଟଙ୍କା ପେନସନ ରୂପେ ମିଳିବ ।