ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଶ୍ରୀ ନରେନ୍ଦ୍ର ମୋଦି କହିଲେ ଏବେ କଥା ହେବାର ସମୟ ଚାଲିଗଲା !!

Spread the love

ଶ୍ରୀ ନରେନ୍ଦ୍ର ମୋଦି କହିଲେ, ମୁଁ ଓ ରାଷ୍ଟ୍ରପତି ମନ୍ତ୍ରୀ ଏହି କଥାରେ ସହମତ ଅଛୁ କି, ଆତଙ୍କବାଦୀଙ୍କ ହାମଲା ବିଶ୍ୱ ଶାନ୍ତି ଓ ସ୍ଥିରତା ପାଇଁ ବହୁତ ବଡ଼ ଗମ୍ଭୀର ସଙ୍କଟ ଅଛି । ପୁଲୱାମା ରେ ସେହି ଆକ୍ରମଣ ଏହା ଦେଖାଏ କି, ଏବେ କଥା ହେବାର ସମୟ ଚାଲିଯାଇଛି । ଏବେ ସବୁ ଦୁନିଆକୁ ଆତଙ୍କବାଦୀ ଓ ତାର ସମର୍ଥକ ବିରୁଦ୍ଧ ରେ ଏକଜୁଟ ହୋଇ ଶକ୍ତ ପଦକ୍ଷେପ ନେବାପାଇଁ ଆବଶ୍ୟକତା ଅଛି । ଆତଙ୍କବାଦୀ ଓ ତାର ମାନବତା ସମର୍ଥକ ବିରୁଦ୍ଧରେ କାର୍ଯ୍ୟ ରୁ ପଛେଇବା ମଧ୍ୟ ଆତଙ୍କବାଦୀଙ୍କୁ ସପକ୍ଷରେ ଥିବାର ଅର୍ଥ ହେବ ।

G୨୦ ଦେଶ ସ୍ୱରୂପେ ଏହା ମଧ୍ୟ ମହତ୍ୱ ଅଟେ କି, ଆମେ ଆତଙ୍କବାଦୀଙ୍କ ସହ ଯୁଦ୍ଧ କରିଲେ ହେମ୍ବେର ଲିଡେର ଷ୍ଟେଟମେଣ୍ଟ ର ୧୧ ସୁତ୍ରୀ ଏଜେଣ୍ଡା କୁ କାର୍ଯ୍ୟାନ୍ବିତ କରୁ । ଏହି ସମ୍ବନ୍ଧରେ ଏହା ମହତ୍ୱପୂର୍ଣ ଅଟେ କି ଆମେ ଦୁଇ ଦେଶ ଆତଙ୍କବାଦୀ ବିରୁଦ୍ଧରେ ଗୋଟିଏ ସ୍ପେସିଆଲ ଘୋଷଣା ଆଜି ଆମେ କଥା ହେବାପରେ ଜାରି କରୁଛୁ ।

ଅନ୍ତରୀକ୍ଷ ଓ ପରମାଣୁ ଉର୍ଜା ର ଶାନ୍ତି ପୁର୍ଣ ଉପଯୋଗ ପାଇଁ ଏହି କ୍ଷେତ୍ରରେ ଆମ ସମ୍ଭାବନା ଲଗାତାର ବଢ଼ୁଅଛି । ଡ଼ିଫେନ୍ସ କୋ-ଅପରେସନ୍ ସମ୍ବନ୍ଧରେ ଆଜି ଯେଉଁ ସୁପାରିଶ ଜ୍ଞାପନ ହସ୍ତାଂକ୍ଷର ହୋଇଛି ଓ ରକ୍ଷା କ୍ଷେତ୍ରରେ ଆଉ ସମ୍ଭାବନା କୁ ଗୋଟିଏ ନୂଆ ସ୍ୱରୂପ ଦେବ । ଭାରତ ଓ ଆର୍ଜେଣ୍ଟିନା କେତେ ମାତ୍ରାରେ ଦୁହେଁ ଦୁହେଁଙ୍କ ପୁରକ ଅଟନ୍ତି । ଆମର ଏହା ପ୍ରୟାସ ଅଛି କି ଦୁହେଁଙ୍କ ହିତ ପାଇଁ ଏହାର ପୂର୍ଣରୂପେ ଲାଭ ଉଠାଯାଉ । ଆର୍ଜେଣ୍ଟିନା କୃଷି cum ଶକ୍ତିର ଘର ଅଟେ । ଭାରତ ନିଜ ଖାଦ୍ୟଶସ୍ୟ ର ସୁରକ୍ଷାପାଇଁ ଏହାକୁ ଗୋଟିଏ ମହତ୍ୱପୂର୍ଣ ଭାଗିଦାରୀ ରୂପରେ ଦେଖିଲେ ।