ମୋଦି ପଠାଉଛନ୍ତି ଟଙ୍କା । ପାଇବାକୁ ଚାହୁଁଥିଲେ କରିଦିଅନ୍ତୁ ଏହିସବୁ କାମ ।

Modi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ଆସି ଜାଇଛି ଆଉ କିଛି ବଡ ଖବର । ଯାହା ମଧ୍ୟ ଆପଣ ମାନେ ଦେଖନ୍ତୁ ମାର୍ଚ୍ଚ 31 ତାରିଖ ସୁଧା ଆୱାସ ହୀତାଧିକାରୀ ଙ୍କୁ ମିଳିବ ପ୍ରଥମ କିସ୍ତି । ତେବେ କେଉଁ ମାନଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଆପଡେଟ ଆସନ୍ତୁ ଜାଣିନେବା । ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ରାଜ୍ୟରେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ର ଦ୍ୱନ୍ଦ ଦୂର ହୋଇ ପାରୁ ନାହିଁ । ଏହା ଭିତରେ ମାର୍ଚ୍ଚ 31 ତାରିଖ ସୁଧା ଉକ୍ତ ଯୋଜନା ର ପ୍ରଥମ କିସ୍ତି ହୀତାଧିକାରୀ ମାନଙ୍କ ଯମା ଖାତା କୁ ପଠେଇବାକୁ ଲକ୍ଷ ରହିଛି । ଏହି କାର୍ଯ୍ୟ ଡିସେମ୍ବର 22 ସୁଧା ସାରିବାକୁ ଲକ୍ଷ ଧାର୍ଯ୍ୟ ରଖାଜାଇ ଥିଲା । ତେବେ ପ୍ରତ୍ୟେକ ହୀତାଧିକାରୀ ଙ୍କୁ ABPS ଅର୍ଥାତ ଆଧାର ବେଷ୍ଟ ପେମେଣ୍ଟ ସିଷ୍ଟମ୍ ଜରିଆରେ ପୈଠ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଧେଶ ଦେଇଛନ୍ତି ।

pm

ହେଲେ ହୀତାଧିକାରୀ ମାନଙ୍କ ଯମା ଖାତା କୁ ପ୍ରଥମ କିସ୍ତି ଯିବାରେ KYC ବାଧକ ସାଜିଛି । ଏହି ବର୍ଗର ହୀତାଧିକାରୀ ମାନେ ବ୍ୟାଙ୍କ୍ ରେ KYC ଫର୍ମ ଦାଖଲ କରି ଆକାଉଣ୍ଟ କୁ ଆପଡେଟ କରିଲେ ନିର୍ଦ୍ଧାରିକ ପ୍ରଥମ ଅବଦ୍ଧି ପ୍ରଥମ କିସ୍ତି ବାବଦ କୁ 20 ହଜାର ଟଙ୍କା ପୈଠ ହେବ ବୋଲି ଜଣା ପଡିଛି । ତେବେ ଆୱାସ ପାଇଁ ଯୋଗ୍ୟ ହୀତାଧିକାରୀ ଙ୍କୁ ଆଧାର ବେଷ୍ଟ ପେମେଣ୍ଟ ସିଷ୍ଟମ୍ କିସ୍ତି ଗୁଡିକୁ ପୈଠ ପକ୍ରିୟା ଯୋଗୁଁ ଯୋଜନା କାର୍ଯ୍ୟକାରୀ କରିବାରେ ବିଳମ୍ବ ଘଟାଉଛି ।

ଏବେ KYC ଦ୍ୱନ୍ଦ କୁ ଦୂର କରିବାକୁ ନେଇ ବ୍ଲକ୍ ପକ୍ଷରୁ କସରତ ଆରମ୍ଭ ହୋଇଛି । ତେବେ ଖୁବ ଶୀଘ୍ର ଆପଣ ମାନେ ବି ମଧ୍ୟ ନିଜର ବ୍ୟାଙ୍କ୍ ରେ KYC ଅପଡେଟ କରେଇ ନିଅନ୍ତୁ । କାହିଁକି କି ନାଁ ଆଧାର କାର୍ଡ ମାଧ୍ୟମ ରେ ସରକାର ଙ୍କ ତରଫ ରୁ PM ଆୱାସ ଯୋଜନା ଅଧିନ ରେ ଟଙ୍କା ପୈଠ ହେବ । ଆଉ ଯଦି ଆପଣ ମାନଙ୍କର KYC ନଥିବ ତେବେ ଆପଣ ମାନେ ଟଙ୍କା ପାଇବାରୁ ବଞ୍ଚିତ ହେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ