ମିଶନ ଶକ୍ତି ମୋ ସ୍କୁଟି ଯୋଜନା । ସବୁ ମହିଳା ପାଇବେ ସ୍କୁଟି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ SHG ମାଆ ମାନଙ୍କୁ ମିଳିବ ଇ- ସ୍କୁଟି ମିଳିବ ଏକ ଲକ୍ଷ ଟଙ୍କାର ରିହାତି । ତେବେ ଆଜିର ସମୟ ରେ ସମସ୍ତେ SHG ଗୃପ୍ ରେ ରହିଛନ୍ତି । ତେବେ ଜାଣନ୍ତୁ ଆପଣ ମାନେ ମଧ୍ୟ ଗୃପ୍ ରେ ରହିଛନ୍ତି । ଆସୁଛି ଏକ ବଡ ଅପଡେଟ । ତେବେ ଏହି ବିଷୟ ରେ ଆସନ୍ତୁ ସଂମ୍ପର୍ଣ୍ଣ ଆପଡେଟ ଜାଣିନେବା । 2023-24 ପାଇଁ ମିଶନ ଶକ୍ତି ବିଭାଗ କୁ 25 ଶହ 54 କୋଟି ରୁ ଅଧିକ ବେୟ ବରାତ ।

ଗତ ବର୍ଷ ତୁଳନା ରେ 27 ପ୍ରିତିଶତ ଅଧିକ ଅର୍ଥର ବ୍ୟୟ ବରାତ ଦିଆଜାଇଛି । ଏହି ନେଇ ପ୍ରେସ୍ ମିଟ୍ ରେ ସୂଚନା ଦେଇଛନ୍ତି । ମିଶନ ଶକ୍ତି ମନ୍ତ୍ରୀ ସଚିନ । ବଜେଟ ରେ ଦୁଇଟି ନୂଆ ଯୋଜନା ଅନ୍ତର୍ଭୁକ୍ତ କରାଜାଇଛି । SHG ମାଆ ମାନଙ୍କୁ ଦିଆଯିବ ଇଲେକ୍ଟ୍ରିକ୍ ସ୍କୁଟି । ଇସି ସଦସ୍ୟ ମାନଙ୍କୁ ମାନଙ୍କୁ ମିଳିବ ଇଲେକ୍ଟ୍ରିକ୍ ସ୍କୁଟି ସେହିଥି ପାଇଁ ବେଜେଟ ରେ 50 କୋଟି ଟଙ୍କା ବେୟ ବରାତ ହୋଇଛି ।

Mission

ତେବେ ଇଲେକ୍ଟ୍ରିକ୍ ସ୍କୁଟି 1 ଲକ୍ଷ ଟଙ୍କାର ରିହାତି ପାଇବେ ମହିଳା । 2023-24 ପାଇଁ ମିଶନ ଶକ୍ତି ବିଭାଗ କୁ 25 ଶହ 54 କୋଟି ରୁ ଅଧିକ ଅର୍ଥ ମିଳୁଛି । ତେବେ SHG କୁ SME ରେ ପରିଣତ କରିବାର ଲକ୍ଷ୍ୟ ରଖା ଜାଇଛି । ମାଆ ମାନେ ଉଦ୍ୟଗି ହୁଅନ୍ତି ବୋଲି ଚାହାଁନ୍ତି ମୂଖ୍ୟ ମନ୍ତ୍ରୀ । ତେବେ ମାଆ ମାନେ ଅଧିକ ଶଶକ୍ତି ହେବା ପାଇଁ ମୂଖ୍ୟ ମନ୍ତ୍ରୀ ଲକ୍ଷ ଇଣ୍ଡଷ୍ଟ୍ରିଆଲ ପାର୍କ୍ ପାଇଁ ଅଧିକ 150 କୋଟି ବେୟ ବରାଦ ହୋଇଛି ।

ସବୁ SHG ଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଏହା ସହିତ 500 ମିଶନ ଶକ୍ତି କାଫେ । ଓ ବଜାର ଖୋଲିବାକୁ ଲକ୍ଷ ରଖାଜାଇଛି । ଫଳରେ ମିଶନ ଶକ୍ତି ମାନେ ସହଜ ରେ ନିଜର ଉତ୍ପାଦ ସହଜ ରେ ବୀକ୍ରି କରି ପାରିବେ । ଯାହାକି ବଡ ସୂଚନା ଅନୁସାରେ ଏବେ SHG ମାଆ ମାନଙ୍କୁ ଦିଆଯିବ ଇଲେକ୍ଟ୍ରିକ୍ ସ୍କୁଟି ପାଇଁ 1 ଲକ୍ଷ ଟଙ୍କାର ରିହାତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *