ମନ ନେଲା ,ଦେହ ନେଲା,ପାର୍କ ନେଲା ଓ OYO ନେଲା ଏବେ କହୁଛି ମତେ ସେ ଚିହ୍ନିନି କି ଜାଣିନି

oyo 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନୂଆ ନୂଆ ମିଠା ଲାଗୁଥିଲି ହେଲେ ଏବେ କହୁଛି ମୁଁ କୁଆଡେ ଖଟା ଲାଗୁଛି । ନୂଆ ନୂଆ ମୁଁ ତାକୁ ବାସୁଥିଲି ଏବେ କହୁଛି ଗନ୍ଧାଉଛି । ଆଗରୁ ସେ ମୋତେ ଦିନେ ନ ଦେଖିଲେ ପାଗଳ ପରି ହେଉଥିଲେ ଆଉ ଏବେ ସେ ମୋତେ ଦେଖିଲେ କୁଆଡେ ସେ ସତରେ ପାଗଳ ହେଇଯିବ ବୋଲି କହୁଛି । ମୁଁ କଣ ଏତେ ଖରାପ ମୁଁ କଣ ସୁନ୍ଦରୀ ନୁହେଁ ।

ମୋତେ ଭଲ ପାଇଲା ମୋତେ ବାହା ହେବ ବୋଲି କହିଲା । ବର୍ଷେ କି ଦୁଇ ବର୍ଷେ ନୁହେଁ ଚାରି ବର୍ଷ ଧରି ଭଲ ପାଇଲା ମୋ ସହ ଶା-ରୀ-ରିକ ସଂ-ମ୍ପ-ର୍କ ରଖିଲା ମୋତେ ବାରମ୍ବାର ଓୟୋ ହୋଟେଲ ନେଇଗଲା । ଏବେ ସେ ମୋତେ ବାହା ହେବା ପାଇଁ ମନା କରୁଛି । ଯେଉଁ ପୁଅ ଦିନେ ମୋତେ ମନ୍ଦିରରେ ସିନ୍ଦୁର ପିନ୍ଧାଇ ଥିଲା ସେହି ପୁଅ ଏବେ ବାହା ହେବାକୁ ମନା କରି ଦେଉଛି ।

ତା ମିଛ ପ୍ରେମରେ ମୁଁ ସବୁ କିଛି ତା ପାଦ ତଳେ ସମର୍ପିତ କରିଥିଲି । ମୋର ସବୁ କିଛି ଲୁଟି ନେଲା ପରେ ଏବେ କହୁଛି ସେ ମୋତେ ଚିହ୍ନିନି ଜାଣିନି କି ବାହା ବି ହେବନି । ହେଲେ ମୁଁ ତାଙ୍କୁ ହିଁ ବାହା ହେବି । ବନ୍ଧୁଗଣ ଏମିତି କିଛି କଥା କହି ନିଜ ପ୍ରେମିକ ଘର ବାହାରେ ଧାରଣାରେ ବସିଛନ୍ତି ଆଉ ଏକ ପ୍ରେମିକା । ଏଠାରେ ଟିକେ ଦୃଶ୍ୟ ଅଲଗା ଦେଖିବାକୁ ମିଳିଛି । କେବଳ ପ୍ରେମିକା ବସି ନାହାନ୍ତି ପ୍ରେମିକର ଦୁଆରେ ପ୍ରେମିକା ସହ ତାର ସଂମ୍ପର୍ଣ୍ଣ ପରିବାର ବି ପ୍ରେମିକ ଦୁଆରେ ବସିଛନ୍ତି ।

କେବଳ ପ୍ରେମିକା କିମ୍ବା ପରିବାର ଲୋକ ନୁହନ୍ତି ଗ୍ରାମବାସୀ ମଧ୍ୟ ଛିଡା ହେଇଛନ୍ତି ପ୍ରେମିକା ସହ ପ୍ରେମିକ ଘର ଆଗରେ । ଦର୍ଶକ ବନ୍ଧୁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା କୋରାଡେହା ଗ୍ରାମରେ । କୋରାଡେହା ଗ୍ରାମର ଜଣେ ଯୁବକଙ୍କୁ ଉକ୍ତ ଯୁବତୀ ଭଲ ପାଉଥିଲେ । ଉଭୟ ପରସ୍ପରକୁ ଚାରି ବର୍ଷ ହେବ ଭଲ ପାଉଥିବା ବେଳେ ସାଙ୍ଗ ହୋଇ ପ୍ରେମୀ ଯୁଗଳ ଅନେକ ସ୍ଥାନକୁ ଯାଇଛନ୍ତି ।

oyo 1

ଯୁବକ ଜଣକ ଯୁବତୀଙ୍କ ସହିତ ଅନେକ ଥର ଶା-ରୀ-ରିକ ସଂ-ମ୍ପ-ର୍କ ରଖିବା ପରେ ଏବେ ବିବାହ କରିବାକୁ ମନା କରିଛନ୍ତି । ସେଥିପାଇଁ ଯୁବତୀ ନିଜ ଗାଁ ଆଉ ପରିବାର ଲୋକଙ୍କ ସହିତ ଯୁବକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ