ମାସିକ ଋତୁସ୍ରାବ ଠିକ ସମୟରେ ହୋଉନାହିଁ କି ! ଏହାର ଚିକିତ୍ସା କାରଣ !

Period

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାସିକ ଋତୁ ଶ୍ରାବ ଠିକ୍ ସମୟ ରେ ହେଉ ନାହିଁ କି କରନ୍ତୁ ଏହାର ଉପଚାର । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଲେଟ ପିରିୟଡ ବିଷୟ ରେ କହିବୁ । କିଛି ମହଳା ମାନଙ୍କର ପିରିୟଡ ରେ ଏପଟ ସେପଟ ହେଉଥାଏ । ତେବେ ଏହା କଣ ପାଇଁ ହୁଏ ଏବଂ ଏହାର କାରଣ କଣ ଅଟେ । ସେହି ବିଷୟ ରେ ଆମେ ଏଠାରେ ଜାଣିବା ।

ପିରିୟଡ ଆପଣ ମାନଙ୍କର ଲେଟ ରେ ଆସୁଥିଲେ ଏହା ଆପଣ ମାନଙ୍କ ନେଚୁରାଲ କାରଣ ରୁ ହୋଇ ଥାଇ ପାରେ । ସେହିଥି ପାଇଁ ଆପଣ ମାନଙ୍କୁ ମୋଟେ ବି ଚିନ୍ତା କରିବା ଆବଶ୍ୟକ ନୁହେଁ । ଏମିତି କି ଆପଣ ମାନେ ପ୍ରଥମ ଥର ଏକ ପ୍ରଗ୍ନେନ୍ସି କିଟ୍ ଆଣି ଘରେ ରଖନ୍ତୁ । ନିଜର ପ୍ରେଗ୍ନେସି ଟେଷ୍ଟ କରାନ୍ତୁ । କାରଣ ବହୁତ ସମୟ ରେ ପ୍ରେଗ୍ନେସି ଥିଲେ ପିରିୟଡ ଆସିବାରେ ଲେଟ ହୁଏ ।

Period

ସେହି ପରି ପ୍ରଥମ ରୁ ପିରିୟଡ ଆରମ୍ଭ ହେଉଥିବା ଝିଅ ମାନଙ୍କ ଶରୀର ରେ ଆଡଜଷ୍ଟ ହେବା ପାଇଁ ବର୍ଷେ କିମ୍ବା ଦୁଇ ବର୍ଷ ଲାଗେ । ସେହି ପରି ଆପଣ ମାନଙ୍କ ବୟସ 40 ରୁ ଅଧିକ ହୋଇଥିଲେ ଆପଣ ମାନଙ୍କ ପିରିୟଡ ବି ବନ୍ଦ ହେବାକୁ ଲାଗେ । ଏହିଥିରେ କିଛି ମାସ ହେଲେ କିମ୍ବା କିଛି ବର୍ଷ ପିରିୟଡ ଏପଟ ସେପଟ ହେଲେ ଶେଷରେ ପିରିୟଡ ଟି ସଂମ୍ପର୍ଣ୍ଣ ବନ୍ଦ ହୋଇଯାଏ ।

ଯଦି ଆପଣ ମାନଙ୍କର ଏବେ ଏବେ ଡେଲିଭରି ହୋଇଛି ଏବଂ ଆପଣ ମାନେ ପିଲାଙ୍କୁ ସ୍ଥ-ନପାନ କରାଉଛନ୍ତି ତେବେ ଆପଣ ମାନଙ୍କର ପିରିୟଡ ଲେଟ ହୋଇପାରେ । କାରଣ ଏହି ସମୟ ରେ ଆପଣଙ୍କ ଶୀରିର ର ପ୍ରୋଟଲିନ୍ସ ହୋରମନ ର ଅଭାବ ରହିଥାଏ । ଜାହା କାରଣ ପାଇଁ ପିରିୟଡ ଠିକ୍ ସମୟ ରେ ହୁଏ ନାହିଁ ।

ତେବେ ପ୍ରଥମେ ଆପଣ ଙ୍କ ଶରୀରରେ କୈଣସି ଅସୁବିଧା ରହିଥିଲେ ବି ଆପଣ ମାନଙ୍କର ପିରିୟଡ ଆସିବା ଲେଟ ହୋଇଥାଏ । ଏମିତି ଇନଫେକ୍ସନ , ଇୟୁଟରସ ରେ ଅସୁବିଧା କିମ୍ବା ରୋଗ ଆପଣ ମାନଙ୍କର ରୋଗରେ ବି ପିରିୟଡ ମିସ୍ ହେବାର ବହୁତ ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ