ସ୍ତ୍ରୀକୁ ଚରମ ସୁଖ ପ୍ରଦାନ କରିବା ପାଇଁ ସ୍ୱାମୀମାନେ ନିହାତି କରନ୍ତୁ ଏହି ଜିନିଷର ସେବନ ।

Spread the love

ଆଜି ଆମେ ଆପଙ୍କ ପାଇଁ ଏକ ଏମିତି ଉପଚାର ନେଇ ଆସିଛୁ, ଯାହା ଦ୍ୱାର ଆପଣଙ୍କ ପୁରୁଷତ୍ୱ ଶକ୍ତିକୁ ଦୁଇ ଗୁଣ ଵୃଦ୍ଧି କରିପାରିବେ । ଆଜିକାଲି ତାଳମେଳ ରହୁ ନ ଥିବାରୁ ଏବଂ ଜଙ୍କ ଫୁଡର ବହୁଳ ବ୍ୟବହାର କାରଣରୁ ପୁରୁଷଙ୍କ ଠାରେ ଅନେକ ସମସ୍ୟା ଦେଖାଯାଏ । ଯେମିତିକି ଶୀଘ୍ର ପତନ, ସମ୍ବନ୍ଧ ସମୟରେ ଉତେଜନା ନ ଆସିବା ଆଦି ପୁରୁଷଙ୍କ ପାଇଁ ସାଧାରଣ କଥା ହୋଇଗଲାଣି । ବୟସ୍କ ବ୍ୟକ୍ତିଙ୍କ ଠାରେ ଏମିତି ସମସ୍ୟା ଦେଖାଯିବା ସ୍ୱଭାବିକ ହୋଇଗଲାଣି । କିନ୍ତୁ ଆଜିକାଲି ଯୁବକମାନଙ୍କ କ୍ଷେତ୍ରରେ ପୋଷଣର ଅଭାବ ଏବଂ ଅଧିକ ଚିନ୍ତା କାରଣରୁ ଏମିତି ସମସ୍ୟା ଦେଖାଦେବା ଅତ୍ୟନ୍ତ ଦୁର୍ଭାଗ୍ୟର କାରଣ । ତେଣୁ ଆଜି ଆମେ ଆପଙ୍କ ପାଇଁ ଯେଉଁ ଉପଚାର ନେଇ ଆସିଛୁ; ତାହାର ବ୍ୟବହାର ଦ୍ୱାରା ଆପଣ ୨୫ ବର୍ଷ ଯୁବକ ହୁଅନ୍ତୁ କିମ୍ବା ୫୫ ବର୍ଷ ମଧ୍ୟ ବୟସ୍କ ହୁଅନ୍ତୁ; ଆପଣଙ୍କ ଠାରେ ଏକ ଅଲଗା ପ୍ରକାରର ଶକ୍ତି ପରିଲକ୍ଷିତ ହେବ ଏବଂ ଆପଣ ଆପଣଙ୍କ ସାଥିକୁ ଚରମ ସୁଖ ପ୍ରଦାନ କରିପାରିବେ ।

୧. ଅଁଳା ପାଉଡର :

ଏହି ଅଁଳା ପାଉଡର ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ ଅଁଳା କିମ୍ବା ଅଁଳା ପାଉଡର ଆପଣଙ୍କୁ ଆପଣଙ୍କ ବଜାରରେ ମଧ୍ୟ ସହଜରେ ମିଳିଯିବ । ଅଁଳାରେ ଭିଟାମିନ C, ପୋଲିଭିଲର୍ସ, ଆଇରନ, ଭିଟାମିନ B, କେରଟିନ ଏବଂ ଜୀଙ୍କ ଭଳି ପୋଷାକ ତତ୍ୱ ମିଳିଥାଏ । ଯାହା ପୁରୁଷଙ୍କ ସବୁ ପ୍ରକାର ସମସ୍ୟାକୁ ସମାଧାନ କରିପାରେ ।

୨. ହଳଦି ଗୁଣ୍ଡ :

ହଳଦୀରେ ମଧ୍ୟ ବୋହୁ ପ୍ରକାରର ଔଷଧୀୟ ଗୁଣ ରହିଥାଏ । ଯାହା ଆପଣଙ୍କ ପାଇଁ ରାମବାଣ ସାବ୍ୟସ୍ତ ହୋଇପାରେ ।

■ ଏହାର ବ୍ୟବହାର କେମିତି କରିବେ ?

ଆପଣ ୧ ଚାମଚ ଅଁଳା ପାଉଡରକୁ ଏକ ଗ୍ଲାସ୍ ପାଣିରେ ରାତି ସାରା ଭିଯାଇ ରଖନ୍ତୁ ଏବଂ ସକାଳୁ ସେହି ପାଣିକୁ ଛାଣି ଅଲଗା କରି ଦିଅନ୍ତୁ । ତାପରେ ସେହି ପାଣିରେ ଅଳ୍ପ ପରିମାଣରେ ହଳଦୀ ଗୁଣ୍ଡ ମିଶାନ୍ତୁ । ଭଲ ଭାବରେ ଏହି ଦୁଇଟିର ମିଶ୍ରଣ କରି ଦିଅନ୍ତୁ । ଧ୍ୟାନ ରଖିବେ କି ହଳଦି ଗୁଣ୍ଡ ଅଳ୍ପ ପରିମାଣରେ ନେବେ ନହେଲେ ଏହା ଆପଣଙ୍କ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ ।

■ ଏହାକୁ କେଉଁ ସମୟରେ ସେବନ କରିବେ ?

ଏହି ଉପଚାରକୁ ସକାଳେ ଖାଲି ପେଟରେ ସେବନ କରିବାକୁ ହେବ । ବିଶ୍ୱାସ କରନ୍ତୁ ମାତ୍ର ୭ ଦିନରେ ଆପଣଙ୍କ ପୁରୁଷତ୍ୱ ଶକ୍ତି ଆପଣ ଫେରି ପାଇବେ ଏବଂ ନିଜ ସ୍ତ୍ରୀ ବା ପ୍ରେମିକୁ ଚରମ ସୁଖ ପ୍ରଦାନ କରିପାରିବେ ।

ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।