ପର ସ୍ତ୍ରୀ ସହ ସ-ମ୍ବ-ନ୍ଧ ରଖନ୍ତି ଏହି 2 ରାଶିର ପୁରୁଷ ମାନେ ।

2 zodiac

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେବେ ଯଦି କୌଣସି ସ-ମ୍ବନ୍ଧ ର ଆରମ୍ଭ ହୋଇଥାଏ । ତେବେ ଆରମ୍ଭ ରୁ ହିଁ ସମସ୍ତେ ବହୁତ ସାକାରାତ୍ମ ଭାବି ଥାନ୍ତି । ହେଲେ ଏହା ବାସ୍ କିଛି ଦିନ ବା କିଛି ବର୍ଷ ପରେ ନିଜର ସାଥି ଠାରୁ ସେତିକି ପ୍ରେମ ନ ମିଳେ । ତେବେ ସେହି ପରି କ୍ଷେତ୍ର ରେ ଦୁହେଁ ଅନ୍ୟ ଆଡେ ପ୍ରେମ ଖୋଜନ୍ତି ବା ଯଦି ଆମେ ପୁଅ ମାନଙ୍କ କଥା କହିବା ତେବେ ସେମାନଙ୍କ ପତ୍ନୀ ଙ୍କ ଠାରୁ କିଛି ବର୍ଷ ପରେ ଯଦି ସେହି ପରି ଭାବେ ପ୍ରେମ ନ ମିଳେ ତେବେ ସେମାନଙ୍କ ପରିସ୍ଥିତି ଏମିତି ହୋଇ ଥାଏ କି ସେମାନେ ଅନ୍ୟ ସ୍ତ୍ରୀ ସହ ପ୍ରେମ ରେ ପଡିଥାନ୍ତି ।

ତେବେ ଆମେ ଆଜି ଆମେ ଆପଣ ମାନଙ୍କୁ ସେମିତି ଦୁଇଟି ରାଶି ର ପୁଅ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ଏମିତି ପରିସ୍ଥିତି ର ଭୋଗ କରି ଥାନ୍ତି , ଏବଂ ନିଜର ବିବାହ ହେବା ପରେ ବି ନିଜର ବୈବାହିତ ଜିବନ ରେ ସଂମ୍ପର୍ଣ୍ଣ ଭାବେ ଶାନ୍ତି ଅର୍ଜନ କରି ପାରନ୍ତି ନାହିଁ । ଜାହା ଫଳ ରେ ସେମାନେ ଅନ୍ୟ ସ୍ତ୍ରୀ ଙ୍କ ପାଖରେ ଆଶ୍ରୟ ନିଅନ୍ତି , ତେବେ ଆସନ୍ତି ଜାଣି ନେବା ସେହି ଦୁଇଟି ରାଶି ର ପୁଅ ମାନଙ୍କ ବିଷୟରେ ।

woman

ନମ୍ବର 1- ମେଷ ରାଶି । ଏହି ରାଶି ର ଲୋକ ମାନଙ୍କୁ ସବୁ ବେଳେ ଅଧିକ କେୟାରିଂ ମହିଳା ମାନେ ପସନ୍ଦ ଆସନ୍ତି । ଏମାନେ ସବୁ ବେଳେ ପାଗଳ ଭଳି ପ୍ରେମ କରୁଥିବା ମହିଳା ମାନେ ପସନ୍ଦ ଆସନ୍ତି । ଏମାନଙ୍କୁ ଅଧିକ ରୁ ଅଧିକ କହୁ ଥିବା ମହିଳା ମାନେ ପସନ୍ଦ ଆସନ୍ତି ନାହିଁ । ଏହି ରାଶି ର ପୁରୁଷ ମାନେ ଦେଖିବା ପାଇଁ ଶାନ୍ତ ହେଲେ ଭିତରୁ ବହୁତ ଚାଲାଖ୍ ଅଟନ୍ତି । ସେହିଥି ପାଇଁ ଏହି ରାଶିର ଲୋକମାନେ ଅନ୍ୟ ସ୍ତ୍ରୀ ପାଖରେ ବି ସଂ-ମ୍ପର୍କ ସ୍ଥାପନ କରନ୍ତି ।

ନମ୍ବର 2- ମକର ରାଶି । ଏହି ରାଶି ର ବ୍ୟକ୍ତି ମାନେ ମଧ୍ୟ ଅନ୍ୟ ସ୍ତ୍ରୀ ସହିତ ଶା-ରୀ-ରିକ ସଂ-ମ୍ପର୍କ ରଖନ୍ତି । ଏମାନେ କେବେ ବି ନିଜର ପତ୍ନୀ ଉପରେ ସ-ନ୍ତୁଷ୍ଟ ରୁହନ୍ତି ନାହିଁ । ଏବଂ ସେହି ପରି ବେଳେ ଏମାନେ ଅନ୍ୟ ସ୍ତ୍ରୀ ଉପରେ ନଜର ପକାନ୍ତି । ଏମାନେ ସବୁ କ୍ଷେତ୍ର ରେ ନିଜର ପତ୍ନୀ କୁ ଦୋଷ ଦେଇଥାନ୍ତି । ଏବଂ ଏମାନଙ୍କ ପ୍ରେମର ଗାଡି ବହୁତ ଦିନ ପର୍ଯ୍ୟନ୍ତ କେବେ ବି ଆଗି ପାରେ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *