ଏହି ସବୁ ରାଶିର ପୁରୁଷ ମାନେ ହୋଇଥାନ୍ତି ପର ସ୍ତ୍ରୀ ପ୍ରତି ଆକର୍ଷିତ। ଜାଣନ୍ତୁ କେଉଁ ରାଶିର ପୁରୁଷ ମାନେ ଅନ୍ୟ ସ୍ତ୍ରୀ ସହ ରଖି ଥାନ୍ତି ସ-ମ୍ପ-ର୍କ।

2 rashi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୈଣସି ସଂମ୍ପର୍କ ଗଢିବା ଯେତେ କଷ୍ଟ ସେତେ ପରିମାଣ ରେ କଷ୍ଟ ହୋଇଥାଏ ସେହି ସଂମ୍ପର୍କ କୁ ବଜାଇ ରଖିବାରେ ଏମିତି ଅନେକ ଉଦାହରଣ ରହିଛି ଯେଉଁଥିରେ କି ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରଥମେ ଗଭୀର ପ୍ରେମ ଦେଖିବାକୁ ମିଳିଥିଲେ ମଧ୍ୟ ପରବର୍ତି ସମୟ ରେ ଦୁହିଁଙ୍କ ମଧ୍ୟ ରେ ଦୂରତା ସୃଷ୍ଟି ହୋଇଥାଏ । ଜାହା ଫଳ ରେ ଏହାର ଲାଭ ତୃତୀୟ ଲୋକ ମାନେ ଉଠେଇ ଥାନ୍ତି ।

ଏପରି ଅନେକ ଲୋକ ମାନେ ରହିଛନ୍ତି ଯେଉଁ ମାନେ ନିଜର ସ୍ତ୍ରୀ ଥାଇ ଅନ୍ୟ ସ୍ତ୍ରୀ ପାଖରେ ପସିବାକୁ ପସନ୍ଦ କରନ୍ତି । ଏହାର ବହୁତ କାରଣ ଥାଏ । ସେଥି ମଧ୍ୟରୁ ଏକ କାରଣ ହେଲା ଭଲ ପାଇବା ର ଅଭାବ। ପ୍ରଥମେ ପ୍ରଥମେ ସ୍ତ୍ରୀ ମାନେ ଯେପରି ନିଜର ସ୍ୱାମୀ କୁ ଭଲ ପାଇ ଥାଆନ୍ତି ପରବର୍ତି ସମୟ ରେ ସେତିକି ଭଲ ପାଇବା ଦେଇ ପାରି ନଥାନ୍ତି । ଯୋଉଥି ପାଇଁ ତାଙ୍କର ସ୍ୱାମୀ ମାନଙ୍କ ର ଅନ୍ୟ ସ୍ତ୍ରୀ ପ୍ରତି ଆକର୍ଷିତ ହୋଇଥାନ୍ତି। ଏବଂ ସେମାନଙ୍କ ସହ ସମ୍ବନ୍ଧ ବନାଇ ଥାଆନ୍ତି।

ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ରାଶି ମାନଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁ ମାନଙ୍କୁ ଏମିତି ପରିସ୍ଥିତି କୁ ସାମ୍ନା କରିବାକୁ ପଡେ । ଏମାନେ ନିଜର ବୈବାହିକ ଜୀବନରେ ସନ୍ତୁଷ୍ଟ ନଥାନ୍ତି। ଯାହା ଫଳରେ ଏମାନେ ପର ସ୍ତ୍ରୀ ପ୍ରେମ ରେ ଆଶ୍ରୟ ନେଇ ଥାଆନ୍ତି। ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ।

mesha rashi

ମେଷ ରାଶି।

ମେଷ ରାଶିର ଲୋକ ମାନଙ୍କୁ ଅଧିକ ଯତ୍ନଶୀଳ ମହିଳା ମାନେ ହିଁ ପସନ୍ଦ ଆସନ୍ତି। ଯେଉଁ ମହିଳା ମାନେ ପାଗଳ ଙ୍କ ପରି ଭଲ ପାଇବା ଦେଇ ଥାଆନ୍ତି। ସେହି ପରି ମହିଳା ମାନେ ଏପରି ରାଶିର ଲୋକୋ ମାନଙ୍କୁ ପସନ୍ଦ ଆସନ୍ତି । ଏହା ସହ ଅଧିକ କଥା କହୁଥିବା ମହିଳା ମାନେ ମଧ୍ୟ ଏମାନଙ୍କୁ ପସନ୍ଦ ଆସନ୍ତି।

ଏହି ରାଶିର ଲୋକୋ ମାନେ ବହୁତ ଶାନ୍ତ ହୋଇଥାନ୍ତି ହେଲେ ଭିତରୁ ବହୁତ ଚାଲାକ ହୋଇ ଥାଆନ୍ତି। ସେଥି ପାଇଁ ଏମାନେ ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ରଖି ଥାଆନ୍ତି। ଏହା ସହ ଅନ୍ୟ ସ୍ତ୍ରୀ ମାନଙ୍କୁ ନିଜ ସ୍ତ୍ରୀ ଅପେକ୍ଷା ଅଧିକ ଗୁରୁତ୍ୱ ଦିଅନ୍ତି ।

kumbha

କୁମ୍ଭ ରାଶି।

ଏହି କୁମ୍ଭ ରାଶି ରାଶିର ଲୋକ ମାନେ ଅନ୍ୟ ସ୍ତ୍ରୀ ମାନଙ୍କ ସହ ସମନ୍ଧ ରଖି ଥାଆନ୍ତି । ଏମାନେ କେବେବି ନିଜର ବିବାହ ଜୀବନରେ ଖୁସି ହୁଅନ୍ତି ନାହିଁ । ଏମାନଙ୍କ ନଜର ସର୍ବଦା ପର ସ୍ତ୍ରୀ ଉପରେ ରହି ଥାଏ। ଏମାନେ ସବୁ କଥାରେ ନିଜର ପତ୍ନୀ କୁ ଦୋଷ ଦେଇଥାନ୍ତି। ଏମାନଙ୍କ ର ପ୍ରେମ ସମ୍ପର୍କ ଅଧିକ ଦିନ ଚାଲେ ନାହିଁ । ଏମାନେ କୌଣସି ବି ପରିସ୍ଥିତି ରେ ନିଜର ପ୍ରକୃତି କୁ ଛାଡି ପାରି ନଥାନ୍ତି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ