‘ପୁରୁଷ ବେ-ଶ୍ୟାଆ ନିହାତି ଦରକାର, କାହିଁକି ନା ଧନୀ ଘରର କିଛି ମହିଳା ମାନେ ଯେଉଁମାନେ…’ ସମାଜସେବୀ Diptirekha Patnaik

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଦେଖିବାକୁ ପାଉଥିବେ ଦିନ କୁ ଦିନ ସମାଜ ରେ ବେଶ୍ୟା ବୃତ୍ତି କେତେ ପରିମାଣ ରେ ବୃଦ୍ଧି ପାଇବାରେ ଲାଗିଛି । ନାରୀ କିଛି ଟଙ୍କା ଏବଂ ପୁରୁଷ ମାନେ ନିଜ ଦେହର ଭୋକ ମେଣ୍ଟେଇବା ପାଇଁ ବହୁତ ତଳକୁ ଖସିଜାଉଛନ୍ତି । ଆଉ ଏହ ସବୁର ଖରାପ ପରିଣାମ ସମାଜ ଉପରେ ପ଼ଡୁଛି । ବହୁତ ସମୟରେ ଆପଣମାନେ ଆଗରୁ ସୁଣିଥିବେ ଲେଡିଜ୍ ମାନେ କଲଗାର୍ଲ ହୋଇଯାଉ ଥିଲେ ପୁଅ ମାନଙ୍କର ପ୍ଲେଜର ପୂରଣ କରିବା ପାଇଁ ।

ଆଉ ବର୍ତମାନ ସମୟ ରେ ଝିଅ ମାନଙ୍କୁ ସେହିଟା ଦରକାର ଯେଉଁଥି ପାଇଁ ଗିଗୋଲ ଆଜିର ଡେଟ୍ ରେ ଏତେ ମାତ୍ରାରେ ବଢିଛି । ଆଉ ଏହା ଦ୍ୱାରା ଗିଗୋଲ ରେ କାମ କରି ପୁଅ ମାନେ ଖାସ୍ କରି ବହୁତ ପଇସା ଆୟ କରିବା ସହ ବହୁତ ମଜା ମଧ୍ୟ ନେଉଛନ୍ତି । ବର୍ତମାନ ନୁହେଁ ଏହା କେବେଠୁ ପୁଅ ମାନେ କରୁଛନ୍ତି । ଆଉ ବର୍ତମାନ ସମୟରେ ଯେହେତୁ ଅନ ଏମ୍ପ୍ଲୟମେଣ୍ଟ ବହୁତ ମାତ୍ରାରେ ବଢିବାରେ ଲାଗିିଛି । ଆଉ ପିଲା ମାନଙ୍କର ଏଜୁକେସନ ସିଷ୍ଟମ୍ ଏତେ ଡାଉନ ହୋଇଜାଇଛି ।

Diptirekha

ସେମାନେ ଦଶମ ପାସେ ହୋଇଯାଉଥିବା ବେଳେ ସେମାନଙ୍କୁ କୈଣସି ପାଠ ଜଣା ନାହିଁ । ଯେଉଁଥି ପାଇଁ ଆୟ କରିବା ପାଇଁ ଏହା ଗୋଟେ ସର୍ଟକର୍ଟ ବାଟ ଦେଖାଯାଉଛି । ଆଉ ଏହିଥିରେ ସେମାନଙ୍କୁ ସହଯୋଗ କେଉଁମାନେ କରୁଛନ୍ତି ନାଁ ଯେତେ ସବୁ ଧନୀ ଘରର ଲୋକମାନେ । ଧନୀ ଘରର ମହିଳା ମାନେ ସେମାନଙ୍କୁ ଦରକାର ସେମାନଙ୍କ ସ୍ୱାମୀ ମାନେ ତ ବାହାରେ ଅଲ ଟାଇମ୍ ବିଜି ରହିଲେ ଆଉ ସେହି ପରି ମହିଳା ମାନେ ଖାସ୍ କରି ଗିଗୋଲ ର ବେସି ମାତ୍ରା ରେ ବ୍ୟବହାର କରନ୍ତି ଆଉ ବଡ ବଡ ଇଣ୍ଡଷ୍ଟିଆଲିଷ୍ଟର ଲେଡିଜ୍ ମାନେ ହୁଅନ୍ତୁ କି ପ୍ରଶାସନ ଲେଡିଜ୍ ମାନେ ହୁଅନ୍ତୁ ।

ନର୍ମାଲି ଯେଉଁ ମାନେ ସିଙ୍ଗେଲ ରହୁଛନ୍ତି ସେମାନଙ୍କୁ ବି ଏହି ଟାଇପ୍ ର ପୁଅ ଦରକାର ଆଉ ଯେମିତି କି ଆପଣ ମାନେ ଜାଣିଥିବେ ଆଗରୁ ସୁଣିଥିବେ ଲେଡିଜ୍ ମାନେ କଲଗାର୍ଲ ହୋଇଯାଉ ଥିଲେ ପୁଅ ମାନଙ୍କର ପ୍ଲେଜର ପୂରଣ କରିବା ପାଇଁ । ଆଉ ବର୍ତମାନ ସମୟ ରେ ଝିଅ ମାନଙ୍କୁ ସେହିଟା ଦରକାର ଯେଉଁଥି ପାଇଁ ଗିଗୋଲ ଆଜିର ଡେଟ୍ ରେ ଏତେ ମାତ୍ରାରେ ବଢିଛି । ଜାହାକି ଏବେ ଟ୍ରେଣ୍ଡ ଚାଲିଛି ତେବେ ମାଳିସାହି କୁ କିଛି ସ୍ଥାନରେ ଲାଇସେନ୍ସ ମିଳିଛି ।

ଗଭର୍ମେଣ୍ଟ ତାହା ଫିଲ କରିବା ପରେ ସେମାନଙ୍କୁ ଏମିତି ଭାବେ ଲାଇସେନ୍ସ ଦିଆ ହୋଇଛି । ବର୍ତମାନ ଯେଉଁ ଗିଗୋଲ ର ବଢିଚାଲିଛି ଦିନ କୁ ଦିନ । ଏହା ଉପରେ ଆଗାମୀ ସମୟ ରେ କିଛିବି ପସିବୁଲ ଅଟେ ଗଭର୍ମେଣ୍ଟ ଏହା ଉପରେ କିଛିବି ଡିସିସନ ନେଇ ଯାଉଛି । ହେଲେ ଆମ ସୋସାଇଟି ପାଇଁ ସେ ଭାବୁ ନାହାଁନ୍ତି ଯେ ଏହା କେତେ ପରିମାଣ ରେ ପ୍ରଭାବ ପକେଇବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ