ମେହେବୁବା ସରକାରଙ୍କୁ ଦେଲେ ଚେତାବନୀ- ଯଦି ଧାରା 35-Aରେ କୌଣସି ହେରାଫେର୍ ହୁଏ, ତେବେ କାଶ୍ମୀରବାସୀ ତ୍ରିରଙ୍ଗା ବଦଳରେ ଅନ୍ୟ ପତାକା ଧରିବାକୁ ପଛଘୁଞ୍ଚା ଦେବେ ନାହିଁ ….

Spread the love

ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପିଡିପି ପ୍ରମୁଖ ମେହେବୁବା ମୁଫ୍ତି ସୋମବାର ଦିନ କେନ୍ଦ୍ର ସରକାର ନରେନ୍ଦ୍ର ମୋଦି ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ସୀମନ୍ତ ରାଜ୍ୟ ଜାମ୍ମୁ କାଶ୍ମୀରଏ ମୂଳ ବାସିନ୍ଦାମାନଙ୍କୁ ସମ୍ବିଧାନର ଧାରା 370ର ଅନୁଛେଦ 35-Aରେ ଯଦି କୌଣସି ପ୍ରକାରରେ ପରିବର୍ତ୍ତନ କିମ୍ବା ହେରଫେର ହୁଏ, ଏହାର ପରିମାଣ ଭୋଗିବାକୁ ପଢିବ ।

କାଶ୍ମୀର ପାଇଁ ମହବୁବା ମୁଫ୍ତି ଏ କଣ କହିଦେଲେ ? କାଶ୍ମୀର ରେ ତାହା ହେବ ଯାହାକି ଆଜି ପର୍ଯ୍ୟନ୍ତ କେବେ ହେଇନ ଥିଲା !! ଆସନ୍ତୁ ଜାଣିବା ମେହେବୁବା ମୁଫ୍ତି କଣ କହିଲେ ? ଭିଡିଓ ମଧ୍ୟ ଦେଖନ୍ତୁ ।

ଆମ ପରିଚୟ ଚାଲୁ ରହିବା ଦରକାର । ବାହାରୁ ଲୋକମାନେ ଆସି ଏଠାରେ ଜାଗା କିଣି ଆମ democracy କୁ ପରିବର୍ତ୍ତନ କରନ୍ତୁ ନାହିଁ । ଆମର ଯେଉଁ କାଶ୍ମୀର ଅଛି ଓ ଯେଉଁ ମୁସଲମାନ ରାଜ୍ୟର ଗୋଟିଏ ସଂଖ୍ୟା ଅଛି ଏବଂ ପରିଚୟ ଅଛି ତାହା ଚାଲୁ ରହିବା ଆବଶ୍ୟକ ।

● ଆମେ ଏହି କାରଣ ଯୋଗୁଁ ବିଜେପି ସହ ହାତ ମିଶେଇ ଥିଲୁ । ପୁରା ଦୁଇ ବର୍ଷ ପର୍ଯ୍ୟନ୍ତ ଏହି ସବୁ ଜିନିଷକୁ ବନ୍ଦ କରିଦେଲୁ ଓ ଆଜି ଆମେ ଦେଖୁଛୁ କି ସୁପ୍ରିମକୋର୍ଟରେ case ଅଛି, ଆମେ ସୁପ୍ରିମକୋର୍ଟକୁ ବହୁତ ଧନ୍ୟବାଦ ଜଣାଉଛୁ । ଯେତେବେଳେ କି ଭାରତ ସରକାର (Government of India) ଓ ରାଜ୍ୟ ସରକାର (State Government) ଆମ ଛାତ୍ର ମାନଙ୍କୁ ଓ କାଶ୍ମୀର ଲୋକମାନଙ୍କୁ ବାହାରର ଜାଗା ମାନଙ୍କରେ ଅତ୍ୟାଚାର କରୁଥିଲେ ଏବେ ସୁପ୍ରିମକୋର୍ଟ rescue କରିବାକୁ ଆସିଲେ । ତେଣୁ ମୁଁ ତାଙ୍କପାଇଁ ବହୁତ କୃତଜ୍ଞ ହୋଇ ରହିବି ।

● ଦୁର୍ଭାଗ୍ୟବଶତଃ ଯେତେବେଳେ ମଧ୍ୟ ଜମ୍ମୁ-କାଶ୍ମୀରରେ ନିର୍ବାଚନ ହୋଇଥାଏ, ଏଠାକର ଲୋକମାନେ ସେଥିରେ ସାମିଲ ହୋଇଥାନ୍ତି ।

● ଧାରା ୩୭୦ (୩୫-A) ଏକ ଅଂଶ ଅଟେ । ଯିଏ ମଧ୍ୟ ଏହାକୁ ହଲଚଲ୍ କରିବାକୁ ଚାହିଁବେ ତ ତାହାର କୁପ୍ରଭାବ ସେମାନଙ୍କୁ ସହ୍ୟ କରିବାକୁ ପଡ଼ିବ ।

● ଯେଉଁମାନେ ଜମ୍ମୁ-କାଶ୍ମୀରରେ ଏହି ଦେଶର ପତାକା ଉଡାଇଥାନ୍ତି, ସେମାନେ ସେହି ପତାକାକୁ କାନ୍ଦ ଉପରେ କଣ ତାହାକୁ ଧରିବାକୁ ମଧ୍ୟ କଷ୍ଟକର ହୋଇଯିବ । ତେଣୁ ମୁଁ ବହୁତ ବିନମ୍ରତା ହୋଇ କହୁଛି, ଯେଉଁମାନଙ୍କ ପାଖରେ ଦେଶର ଶକ୍ତି ଅଛି ମୁଁ ସେମାନଙ୍କୁ କହିବାକୁ ଚାହୁଁଚି ନିଆଁ ସହିତ ଖେଳନ୍ତୁ ନାହିଁ ।