ଏମବିଏ ପାସ୍ ଶହୀଦ ମେଜର୍-ଙ୍କର ପତ୍ନୀ ଵିଷୟରେ ଏହି କଥା ଜାଣି ନ ଥିବେ ଆପଣ….

Spread the love

ପୁଲବାମା ଆକ୍ରମଣରେ ଅନେକ ପରିବାରର ଜୀବନ ସବୁଦିନ ପାଇଁ ଉଜାଡ଼ି ଦେଇଛି । ଏହି ଆକ୍ରମଣରେ ଜଣେ ମେଜର୍ ଶହୀଦ ହୋଇଯାଇଥିଲେ, ଯିଏକି ଆତଙ୍କବାଦୀ ମାନଙ୍କୁ ଶେଷ କରିବା ପାଇଁ କାମ କରୁଥିଲେ । ସେ ଥିଲେ ଡେରାଡୁନର ମେଜର୍ ବିଭୁତି ଶଙ୍କର,  ଯିଏକି ଦେଶ ସେବା କରୁଥିବା ବେଳେ ଶହୀଦ ହୋଇଗଲେ । ଯେତେବେଳେ ତାଙ୍କର ଶବ ଘରେ ପହଞ୍ଚିଲା, ସେହି ସନ୍ଧି ମୁହୂର୍ତ୍ତରେ ତୋ ତାଙ୍କର ପତ୍ନୀ ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ଏବଂ ସବୁଦିନ ପାଇଁ ପ୍ରେମ କରିବେ ବୋଲି ପ୍ରତିଜ୍ଞା କରିଥିଲେ । ଆସନ୍ତୁ ଆଜି ଆମେ ଆପଣଙ୍କୁ ଏହି ଶହୀଦଙ୍କର ପତ୍ନୀଙ୍କ ବିଷୟରେ ଏମିତି କିଛି ତଥ୍ୟ ଜଣାଇବୁ ଯାହା ଆପଣ ବୋଧେ ଜାଣିନଥିବେ ।

ପଞ୍ଜାଵରୁ ଏମବିଏ କରିଛନ୍ତି :-

ଶହୀଦ ମେଜର୍-ଙ୍କର ପତ୍ନୀଙ୍କ ନାମ ନୀତିକା ଅଟେ । ସେ କାଶ୍ମୀରୀ ପଣ୍ଡିତ ଅଟନ୍ତି । ବିଭୁତିଙ୍କୁ ବର୍ଷେ ପୂର୍ବରୁ ପ୍ରେମ ବିବାହ କରିଥିଲେ । ନିଜର ସ୍ୱାମୀଙ୍କର ଶବ ଦେଖିଲା ପରେ ବି ସେ ଭାଙ୍ଗି ପଡିଲେ ନାହିଁ ବରଂ ତାଙ୍କୁ ସଲାମୀ ଦେଇ ବିଦାୟ କରିଥିଲେ । ନୀତିକା ପଞ୍ଜାଵ ୟୁନିଭରସିଟିରୁ ଏମବିଏ କରିଛନ୍ତି ।

ଶହୀଦଙ୍କ ପତ୍ନୀଙ୍କ ବିଷୟରେ ଏହା ଆପଣ ଜାଣି ନ ଥିବେ :-

ନୀତିକା ମଧ୍ୟ ଏକ ବଡ଼ କମ୍ପାନୀରେ ଅଛନ୍ତି । ଟିସିଏସ୍ କମ୍ପାନୀରେ ଚାକିରୀ କରନ୍ତି । ଏହି ଘଟଣା ଉପରେ ୟୁବିଏସ୍ ବିଭାଗର ପ୍ରଫେସର୍ ଏବଂ ଡିସିଡିସି ସଞ୍ଜୟ କୌଶିକ କହିଛନ୍ତି ଯେ, ସେ ପ୍ରଥମରୁ ବହୁତ ବୁଦ୍ଧିମାନ ଛାତ୍ରୀ ଅଟନ୍ତି । 2017ରେ ଏମବିଏ କରିବା ପରେ ସେ ଟିସିଏସ୍ ରେ ଏକ ବଡ଼ ପଦବୀରେ ଅଛନ୍ତି ।

ନୀତିକା ମନ ମଧ୍ୟରେ ସେନାର ଆବେଗ ରହିଛି :-

ପ୍ରଫେସର୍ ନୀତିକାଙ୍କୁ ବୁଦ୍ଧିମାନ ତୋ କହିଲେ, ତା ସହିତ କହିଲେ ତାଙ୍କ ନିଜ ଭିତରେ ସୈନିକମାନଙ୍କ ପରି ଆବେଗ ରହିଛି । ତାଙ୍କର କହିବା କଥା ଯେ, ସମଗ୍ର ମହିଳା ଜାତି ଓ ସମାଜ ପାଇଁ ନିକିତା ମାର୍ଗଦର୍ଶକ ହୋଇରହିଛନ୍ତି । ଏମିତି ବାହାଦୂର ଝିଅ ବହୁତ କମ୍ ଥାନ୍ତି ।