ମାୟାବିନି ଜାଲରେ ପଡ଼ିଜାଇଥିଲେ, ଏବେ ସତ ଅଗାଳିଲେ ଅକ୍ଷୟ ପରିଜା ।

Akhaya

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ମୁଁ ଡେଫିନେଟଲି ଧନ୍ୟବାଦ ଦେବି ଓଡିଶା ସରକାର ଙ୍କ ପୋଲିସ କୁ ଜୋଡିସିଆରି କୁ , ସେଣ୍ଟ୍ରାଲ ଗମେଣ୍ଟ ଇନଭେଷ୍ଟିକେସନ କମିଟି ଙ୍କୁ । ତେବେ ଯେହେତୁ ମୁଁ ଜଣେ ଇନଭେଷ୍ଟିକେସନ ଭିକ୍ଟମ୍ ତେବେ ସେହି ଆଧାର ରେ ମୋର କର୍ତ୍ତବ୍ୟ ହେଲାକି ସବୁ ତଥ୍ୟ ଇଡି କୁ ଦେବାକୁ ।

ତେବେ ଜାହା ତାଙ୍କର ଦରକାର ଥିଲା ସମୟ ଲାଗିଲା ପଛେ ମୁଁ ଆଜି ତାଙ୍କୁ କନକ୍ଲୁଡ କରିିଲି ଏବଂ ମୋ ନିଜର ମାନେ ଅକ୍ଷୟ ପରିଜା ଙ୍କ ଇନଭେଷ୍ଟିକେସନ କନକ୍ଲ୍ୟୁଡେଡ । ତେବେ ମୁଁ ପୁଣି ଥରେ ଆପଣ ମାନଙ୍କୁ କହିିବି ଆପଣ ମାନେ ମତେ ନିଶ୍ଚିତ ଭାବେ ସୋପର୍ଟ କରନ୍ତୁ ।

Akhaya parija

ପୂର୍ବ ଦେଢ ମାସ ହେବ ଆପଣ ମାନେ ବହୁତ କଷ୍ଟ ଦେଇଛନ୍ତି । ଆଉ ମୋ ନାମରେ ଯେଉଁ ପରି ଭାବେ ଆନ ସସଟେନ୍ସ ଷ୍ଟୋରୀ ଯେଉଁ ପରି ଭାବେ ମୋ ନାମରେ କହୁଛନ୍ତି । ତେବେ ମୁଁ ଆପଣ ମାନଙ୍କର ଭାଇ , ମୁଁ ଆପଣ ମାନଙ୍କର ବାପା , ମୁଁ ଆପଣ ମାନଙ୍କର ମାମୁଁ ସେମିତି ଆପଣ ମାନେ ଭୁଲ ନ୍ୟୁଜ ସବୁ ଦିଅନ୍ତୁ ନାହିଁ । ଏବଂ ଆକାଶ ବାବୁ ଆଜି କଣ ହେଲା ସବୁ କିଛି ସୂଚନା ଦେବେ ।

ତେବେ ସିମ୍ଫାଟିକାଲି ଆପଣ ମାନେ ଏହି ସବୁ କୁ ବିଶ୍ୱାସ କରନ୍ତୁ ମୋର ସଂମ୍ପର୍ଣ୍ଣ ବିଶ୍ୱାସ ରହିଛି ଯେ ଇଡି ର ଇନକ୍ୱାରୀ ପରେ ବହୁତ ଜଲ୍ଦି ମତେ ବହୁତ ନ୍ୟାୟ ମିଳିବ । ତେବେ ସଂମ୍ପର୍ଣ୍ଣ ସତ୍ୟ ଉନ୍ମଚୋନ ହେବ ଏବଂ ମତେ ସଂମ୍ପର୍ଣ୍ଣ ନ୍ୟାୟ ମିଳିବ ବୋଲି ଅକ୍ଷୟ ପରିଜା ନିଜେ ନିଜ ରାୟ ରେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ