ଏହି ଭଳି ଝିଅଙ୍କୁ ବିବାହ କଲେ ଘରେ ହୋଇଥାଏ ଉନ୍ନତି

Marrying

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ପରି ଝିଅଙ୍କୁ ବିବାହ କଲେ ଘରର ହୋଇଥାଏ ଉନ୍ନତି ଚାଲନ୍ତୁ ଜାଣିବା ସେହି 10 ଗୋଟି ଅନୁଚନ୍ତା କଣ କଣ । ଆମ ଦୈନଦିନ ଜିବନ ରେ ଅଜାଣନ୍ତରେ ହେଉ ଜାଣନ୍ତରେ ହେଉ କିଛି ନା କିଛି ଘଟିଥାଏ । ସାଧାରଣତଃ କେତେକ କଥାର ମହତ୍ୱ ଆମେ ମାନେ ଜାଣନ୍ତି ହେଲେ ହେଲେ କିଛି ଏପରି କାରଣ କିମ୍ବା ଲକ୍ଷଣ ଆମେ ମାନେ ଜାଣନ୍ତି ନାହିଁ । ସେହି ଗୁଡିକ ଆମ ଦୈନଦିନ ଜିବନ ରେ ବହୁତ ପ୍ରଭାବ ପକେଇଥାଏ । ତେବେ ଆଜି ମୁଁ ଆପଣ ମାନଙ୍କୁ ଏହି ପୋଷ୍ଟ ରେ କହିବୁ ।

ଯେଉଁ ମାନଙ୍କର ଖାଇବା ସାରିବା ପରେ ଅଇଁଠା ବାସନ ଛାଡିବା ଅଭ୍ୟାସ ଥାଏ ସେମାନଙ୍କ ମିଳିଥିବା ସଫଳତା ଶୀଘ୍ର ନଷ୍ଟ ହୋଇଥାଏ । କିମ୍ବା ସଫଳତା ପାଇଁ ବହୁତ କଷ୍ଟ କରିବାକୁ ପଡେ । ଯେଉଁ ମାନଙ୍କର ଏଠି ସେଠି ଛେପ ପକେଇବାର ଅଭ୍ୟାସ ରହିଥାଏ । ସେମାନଙ୍କୁ କେବେବି ମାନ ସମ୍ମାନ ପ୍ରାପ୍ତି ହୋଇନଥାଏ । ଏବଂ ମିଳିଥିବା ମାନ ସମ୍ମାନ ନଷ୍ଚ ହୋଇଥାଏ । ତେଣୁ ଆପଣ ମାନେ ଉପଯୁକ୍ତ ସ୍ଥାନରେ ଛେପ ପକେଇବା ଉଚିତ ।

women 2

ଯେଉଁ ମାନଙ୍କର ସୂର୍ଯ୍ୟ ଉଦୟ ସମୟ ସୂର୍ଯ୍ୟ ଅସ୍ତ ସମୟ ଦିନ 12 ଟା ସମୟ ରେ ଝଗଡା କରିବା ଅଭ୍ୟାସ ରହିଥାଏ ସେମାନେ ଦୂର୍ଭାଗ୍ୟ ଏବଂ ଦାରିଦ୍ରତା ଆଣିଥାନ୍ତି । ଯେଉଁ ମାନେ ଦାନ୍ତ ରେ ନଖ ଛିଡେଇ ଖାଇ ସାରି ଥାଳିରେ ହାତ ଧୋଇଥାନ୍ତି ଏହା ସେମାନଙ୍କ ପାଇଁ ଦାରିଦ୍ରତା ର କାରଣ ହୋଇଥାଏ । ଯେଉଁ ମାନଙ୍କର ଅମାବାସ୍ୟା ଦିନରେ ମାଂସ , ମଦ ସେବନ କରିବାର ଅଭ୍ୟାସ ରହିଥାଏ ସେମାନଙ୍କର ଖୁବଶୀଘ୍ର ଦୂର୍ଘଟଣା ଘଟିବାର ସମ୍ଭାବନା ରହିଥାଏ । ଦରିଦ୍ରତା ବୃଦ୍ଧି ପାଏ ।

ଯେଉଁ ପରିବାର ରେ ପିଲା ମାନଙ୍କୁ ସ୍ୱଚ୍ଛ ପାଇଁ ପିଇବାକୁ ଦିଆଯାଏ । ସେହି ପରିବାର ପ୍ରତି ରାହୁର ଅଶୁଭ ପ୍ରଭାବ ପଡେ ନାହିଁ । ପରିବାର ରେ କେବଳ ମଙ୍ଗଳ ହିଁ ମଙ୍ଗଳ ଘଟିଥାଏ । ଯେଉଁ ମାନଙ୍କର ମଙ୍ଗଳବାର , ଶନିବାର , ଗୁରୁବାର ଏକାଦୋଶୀ ଅମାବାସ୍ୟା ରେ କେଶ ଧୋଇବାର ଅଭ୍ୟାସ ରହିଥାଏ ସେମାନଙ୍କୁ ଘୋର ପାପ ଏବଂ ଦାରିଦ୍ରତା ପ୍ରାପ୍ତ ହୋଇଥାଏ ।

women

ଯେଉଁ ଲୋକ ମାନଙ୍କର ଚୁଟି କୁ ନବାନ୍ଧି ଖୋଲି କରି ରଖିବାର ଅଭ୍ୟାସ ରହିଥାଏ ଏହା ସେମାନଙ୍କ ପାଇଁ ଅଶୁଭ ତତ୍ୱ ଆଣେ । ଚୁଟି ବାନ୍ଧି କରି ରଖିଲେ ଚେହେରା ରେ ସର୍ବଦା ଚମକ ଆସେ । ଘରେ ଠାକୁର ପୂଜା କରିବା ସମୟ ରେ ପୁରୁଷ କିମ୍ବା ସ୍ତ୍ରୀ ମାନଙ୍କୁ କେବେ ମୁଣ୍ଡ ହଲେଇ ଠାକୁର ପୂଜା କରିବା ଉଚିତ ନୁହେଁ । ଏହା ଏକ ଅଶୁଭ କଥା ଅଟେ । ଖାଇବା ସମୟ ରେ ଖାଦ୍ୟରେ ଚୁଟି ବାହାରିଲେ ଅମଙ୍ଗଳ ହୋଇଥାଏ । ଏହା ରୋଗର ମଧ୍ୟ କାରଣ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *