ଷ୍ଟେଟ ବ୍ୟାଙ୍କ ରେ ଆସିଲା ବଢିଆ ସ୍କିମ | ହେଇଯିବେ ଆପଣ ମାଲାମାଲ…

State Bank

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ SBI ରେ କୋଟି କୋଟି ଖାତା ଧାରକ ଙ୍କ ଲାଗି ଖୁସୀ ଖବର । ଆପଣ ମାନଙ୍କୁ SBI ଦେଉଛି 15 ଲକ୍ଷ ଟଙ୍କା । ତେବେ ଆସନ୍ତୁ ଜାଣିନେବା ଏହି SBI ର ସ୍କିମ୍ ବିଷୟ ରେ । ଜାହାକି ଆପଣ ମାନେ ଏହି ସ୍କିମ୍ ଜରିଆରେ ଆପଣ ମାନେ ବି ହୋଇ ପାରିବେ ମାଲା ମାଲ । ଆଉ ଆପଣ ମାନଙ୍କ ଭବିଷ୍ୟତ ରେ ଆସିବ କାମରେ । ଆପଣ ମାନେ ବି ହୋଇ ପାରିବେ 15 ଲକ୍ଷ ଟଙ୍କାର ମାଲିକ ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଖାତା ଧାରକ ଙ୍କୁ କେବଳ 250 ଟଙ୍କା ଜମା କରି ଆପଣ ମାନଙ୍କ ଝିଅଙ୍କୁ କରି ପାରିବେ ଲକ୍ଷ ପତି । SBI ଏହି ନେଇ ଟୁଇଟ୍ କରି ସୂଚନା ଦେଇଛି । ତେବେ ବନ୍ଧୁଗଣ ଏହି ସରକାରୀ ସ୍କିମ୍ ରେ ଆପଣ ମାନଙ୍କୁ ସୁନିଶ୍ଚିତ ଆୟ ମଧ୍ୟ ହେବ । ଏହା ସହିତ ଆପଣ ମାନଙ୍କୁ ଏହିଥିରେ ଟେକ୍ସ ରେ ମଧ୍ୟ ଫାଇଦା ମିଳିବ । ତେବେ ଏହି ସ୍କିମ୍ ଖାସ କରି ଝିଅ ମାନଙ୍କ ପାଇଁ । ଝିଅ ମାନଙ୍କ ଭବିଷ୍ୟତ କୁ ସୁରକ୍ଷିତ ରଖିବା ପାଇଁ ଏହି ସ୍କିମ୍ ର ସୁବିଧା ସରକାର ଙ୍କ ତରଫ ରୁ କରାଜାଇଛି ।

Sukanya

ତେବେ ଜାହାକି SBI ର ଏହି ସ୍କିମ୍ ର ନାମ ହେଉଛି । ସୁକନ୍ୟା ସମୃଦ୍ଧି ସ୍କିମ୍ । ତେବେ ଏହି ସ୍କିମ୍ ରେ 7.6 ପ୍ରତିଶତ ହାରରେ ସୁଧ ହାର ଫାଇଦା ମିଳୁଛି । ଏହା ସହିତ ଆପଣ ମାନେ ନିଜର ଦୁଇଟି ଝିଅ ଙ୍କ ପାଇଁ ଏହି ସ୍କିମ୍ ନେଇ ପାରିବେ । ଯଦି ପ୍ରଥମ ଝିଅ ହେବା ପରେ ଆପଣ ମାନଙ୍କର ଦ୍ୱିତୀୟ ଥର ଜାଆଁଳା ଝିଅ ହେଉଛନ୍ତି । ତେବେ ଏହି ପରି ସ୍ଥିତି ରେ ବି ଆପଣ ମାନେ ତିନି ଜଣ ଝିଅଙ୍କ ପାଇଁ ଆପଣ ମାନେ ଏହି ସ୍କିମ୍ ନେଇ ପାରିବେ ।

ଆପଣ ମାନଙ୍କୁ ସର୍ବନିମ୍ନ 250 ଟଙ୍କାର ଡିପୋଜିତ କରି ଆପଣ ମାନେ ଏ ହି ସ୍କିମ୍ କୁ ଆରମ୍ଭ କରି ପାରିବେ । ଏହା ସହିତ ଆପଣ ମାନଙ୍କୁ ଏକ ଫାଇନାନସିଆଲ ବର୍ଷ ରେ 1.5 ଲକ୍ଷ ଟଙ୍କା ଜମା କରିବାକୁ ପଡିବ । ଆଉ ଆପଣ ମାନେ ଏହି ଖାତା କୁ ସର୍ବାଧିକ 15 ବର୍ଷ ପାଇଁ ବନ୍ଦ କରି ପାରିବେ । ଯଦି ଆପଣ ମାନେ ଏହି ସ୍କିମ୍ ରେ ଟଙ୍କା ଜମା କରୁଛନ୍ତି । ତେବେ ଆପଣ ମାନଙ୍କୁ 15 ଟଙ୍କା ବେଲେଟ ମଧ୍ୟ ଦେବାକୁ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ