ମନୁଷ୍ୟ ଶରୀରର ଏହି ଅଙ୍ଗରେ ବାସ କରିଥାନ୍ତି ସ୍ୱୟଂ ଭଗବାନ ଶିବ

Spread the love

ବନ୍ଧୁଗଣ ଯଦି ଆପଣ ସମସ୍ତ ଧର୍ମ ଓ ଶାସ୍ତ୍ରରେ ବିଶ୍ଵାସ ରଖୁଥାନ୍ତି ତେବେ ମନୁଷ୍ୟ ଭଗବାନଙ୍କ ଦ୍ୱାରା ବନାଇଥିବା ଏକ ଅଦ୍ଭୁତ ସଂରଚନା । ଏଥିସହିତ ମନୁଷ୍ୟର ସମସ୍ତ ଅଙ୍ଗରେ ଭଗବାନ ବାସ କରିଥାନ୍ତି । ଯାହା ଦ୍ୱାରା ମନୁଷ୍ୟର ଶରୀରରେ ଏକ ଶକ୍ତି ବାସ କରିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯେ ଶାସ୍ତ୍ର ଅନୁସାରେ କୁହାଯାଇଥିବା କଥାରେ ମନୁଷ୍ୟ ଶରୀରର କେଉଁ ଅଙ୍ଗରେ ଭଗବାନ ଶିବଙ୍କ ବାସ ହୋଇଥାଏ ଓ ଏହା କାହିଁକି ହୋଇଥାଏ :-

ଭଗବାନ ଶିବଙ୍କୁ ଭକ୍ତମାନେ ଲିଙ୍ଗରାଜ, ସର୍ପଧାରୀ, ଭଳାବାବା, ଏହିଭଳି ନାମରେ ପ୍ରାଥନା କରିଥାନ୍ତି । ଶାସ୍ତ୍ର ଅନୁସାରେ ଶକ୍ତିଶାଳୀ ଭାବରେ ଭଗବାନ ଶିବଙ୍କୁ ଜଣାଯାଇଥାଏ । ଭାବରେ ଭଗବାନ ଶିବ ହିଁ ସଂସାରରେ ଶକ୍ତି ପ୍ରାପ୍ତ ହୋଇଥାଏ । ଜୀବନର ନିର୍ମାଣ ହୋଇ ଚାଲି ଆସୁଛି । ଶାସ୍ତ୍ର ଅନୁସାରେ ମନୁଷ୍ୟର ଅଲଗା ଅଲଗା ଅଙ୍ଗରେ ଅଲଗା ଅଲଗା ଭଗବାନ ବାସ କରିଥାନ୍ତି । ଏହି ପ୍ରକାରରରେ ମନୁଷ୍ୟର ହସ୍ତରେ ଭଗବାନ ଶିବଙ୍କ ବାସ ହୋଇଥାଏ ମାନିଥାନ୍ତି । ଯାହା ଦ୍ୱାରା ମନୁଷ୍ୟର ଶରୀରରେ ଶକ୍ତି ପ୍ରାପ୍ତ ହୋଇଥାଏ । ମନୁଷ୍ୟ ଶରୀରର ଛାତିରେ ଭଗବାନ ଶିଵଙ୍କ ବାସ ସ୍ଥାନ ହୋଇଥାଏ । ଶାସ୍ତ୍ର ଅନୁସାରେ ମନୁଷ୍ୟର ମସ୍ତକରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି । କିନ୍ତୁ ସବୁଠାରୁ ଅଧିକ ମନୁଷ୍ୟର ହସ୍ତ ହୋଇଥାଏ । ଯେଉଁଥିରେ 3000 ଠାରୁ ଅଧିକ ଦେବା ଦେବୀ ବାସ କରିଥାନ୍ତି । ତେଣୁ କରି ମନୁଷ୍ୟ ଶୋଇବା ଓ ଉଠିବା ସମୟରେ ନିଜ ହାତର ପାପୁଲି ଅବଶ୍ୟ ଦେଖିବା ଦରକାର । ଏହା ସହିତ ଅର୍ଥର ଲାଭ ଓ ଜୀବନରେ ଶାନ୍ତି ମିଳିଥାଏ । ଏହା କରିବା ଦ୍ୱାରା କୁଣ୍ଡଳୀର ସବୁ ଦୋଷ ଦୂର ହୋଇଯାଇଥାଏ । ସେମାନଙ୍କ ଜୀବନରେ କୌଣସି ବି ସମସ୍ୟା ଆସିନଥାଏ ଓ ସେମାନଙ୍କ ପ୍ରେମ, ବୃତ୍ତି ଓ କର୍ମଜୀବନରେ ସବୁବେଳେ ସଫଳତା ପ୍ରାପ୍ତ ହୋଇଥାଏ ।