ମାଳିକା Researcher ପୁଲିନ କହିଲେ ଘରେ ଘରେ ପଡ଼ିଯିବ ତାଟି କବାଟ,ଆଉ ହେବ ଏଭଳି ଘଟଣା ଯେ…

malika

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 2030 ସୁଧା ଭାରତର 13 ସହର ଜଳମଗ୍ନ ହେବ । କଳା ଘୋଡା , ଧଳା ଘୋଡା ଚଢି ଭଗବାନ କଳ୍କୀ ମୂଳରୁ ସଂହାର କରିବେ। ଯଦି ମାଳିକା ସତ ତାହେଲେ କଣ ଏହା ଉପରେ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି କି?ତେବେ ମାଳିକାରେ ଯାହା ଲେଖା ହୋଇଛି ସେସବୁ କାଳ୍ପନିକ ନୁହେଁ। ତେବେ ଯେଉଁମାନେ କହୁଛନ୍ତି ଯେ ମାଳିକାରେ ମିଛ କଥା ଲେଖା ହୋଇଛି । ସେମାନଙ୍କୁ ବିଶ୍ୱାସ ନାହିଁ ଧର୍ମ ଉପରେ ପଞ୍ଚଶଖା କିଏ ପ୍ରଥମେ ଏହି କଥା ସେମାନଙ୍କୁ ଜାଣିବା ଦରକାର ।

ତେବେ ସତ୍ୟ ଯୁଗରୁ କିଏ କିଏ ରହି ପଞ୍ଚଶଖା ହୋଇଥିଲେ ସେମାନେ ଜାଣିବା ଦରକାର । ସେମାନେ ହେଲେ ପଞ୍ଚଶଖା ପ୍ରଭୁ ଙ୍କ ସାଙ୍ଗରେ ଆସନ୍ତି । ଏବଂ ପ୍ରଭୁ ଙ୍କ ସାଙ୍ଗରେ ଜାଆନ୍ତି । ତେବେ ବୁଝିବା ଜରୁରୀ ଅଟେ ସେମାନେ କେଉଁ ଭଳିଆ ଲୋକ ମନ ଭିତରେ କାମନା ଥିଲେ ଅବିଶ୍ୱାସ ଜାତ ହେବ। ଏସବୁ ଗୋଟି ଗୋଟି କରି ସତ କିଛି ତ ଘଟି ଗଲାଣି । ଆଉ ଯାହା ରହିଅଛି ସେ ସବୁ ଗୋଟି ଗୋଟି କରି ଘଟିବ ।

Malika Bachana

ସେମାନେ କଣ ପାଇଁ ଲେଖିଲେ ଆମକୁ ସୁମାର୍ଗରେ ଯିବା ପାଇଁ।ବାବା ତମେ ପଥକୁ ଫେରି ଆସ ତାହେଲେ ରହିବ । ଯଦି ଏମିତି ଖରାପ ପଥରେ ଚାଲିଥିବ ତମର ଶେଷ ହୋଇଗଲା ସମୟ । ଏବେକାର ଯୁବ ସମାଜ ଏହାକୁ ମାନିବେ ନାହିଁ କାରଣ କୁସଂସ୍କାର ତାଙ୍କ ମଧ୍ୟରେ ଭରି ହୋଇ ରହିଛି । ମଣିଷ ସବୁବେଳେ କୋଉ ଜିନିଷକୁ ଅଧିକ ଡରେ,ମୃ-ତ୍ୟୁକୁ । ଯେତେ ବେଳେ ମୃ-ତ୍ୟୁ ଆସି ସାମ୍ନାରେ ଠିଆ ହେବେ ସେବେ ଯାଇ ମାନିବେ ।

ତେବେ ନେଡି ଗୁଡ ସେତେ ବେଳକୁ କହୁଣୀକୁ ବୋହି ଯାଇଥିବ । ଦିନ ଥିଲା ମାଳିକାକୁ ମେନ ଷ୍ଟ୍ରିମ ମିଡ଼ିଆ ସେତେ କଭର କରୁ ନଥିଲେ । ଲୋକ ମାନେ ବି ସେତେ ଗୁରୁତ୍ଵ ଦେଉ ନଥିଲେ । ନଅ ଅଙ୍କ ଦୁର୍ଭିକ୍ଷ ଠାରୁ ଆରମ୍ଭ ହୋଇ ବିଶ୍ଵଯୁଦ୍ଧ ପର୍ଯ୍ୟନ୍ତ । ଆରମ୍ଭ ଯେତେବେଳେ ହେଇଛି ଅନ୍ତ ବି ହବ ନାମାଳିକା ହେଉଚି ଭବିଷ୍ୟବାଣୀ । ଭବିଷ୍ୟତରେ କଣ ଘଟିବ ତାହା ଲେଖା ଯାଇଛି ।

କିନ୍ତୁ ମାଳିକା ହେଉଛି ରହସ୍ୟପୂର୍ଣ୍ଣ । ରହସ୍ୟ ହେଉଛି ଏୟା ଯେ ଲୋକ ସେ ରହସ୍ୟକୁ ବୁଝି ପାରିବେ ନାହିଁ । ଏଭଳି ଭାବରେ ଲେଖା ହୋଇଛି ଯେ ଜଣେ ସାଧାରଣ ଲୋକ ତାକୁ ପଢି ବୁଝି ପାରିବ ନାହିଁ । ତାକୁ ଯିଏ ଯୋଡ଼ି ପାରିଲା ସିଏ ଠିକ ବାଟରେ ପହଞ୍ଚି ପାରିବ । ତାହାକୁ ବାରମ୍ବାର ପଢିବାର ରହିଛି । ଏମିତି ଛୋଟ କଥା ମାଳିକା ରେ ଅଧା ଲେଖା ହୋଇଛି । ଆଉ ଅଧା ଅନ୍ୟ ମାଳିକାରେ ଲେଖା ହୋଇଛି । ତେବେ ଏହି ଦୁନିଆଁ ସତ୍ୟ ଅଟେ ତେବେ ଆପଣ ମାନେ ଭଗବାନ ଙ୍କ ନାମ ଜପ କର ତେବେ ମୁକ୍ତି ପାଇବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published.

millionaire
ବିବିଧ

କୋଟିପତି ହେବା ଆଗରୁ ମିଳିଥାଏ ଏହି ୧ ସଂକେତ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସବୁ କାମ କରିବା ଦ୍ୱାରା ମାଁ ଲକ୍ଷ୍ମୀ ପ୍ରତ୍ସନ୍ନ ହୋଇଥାନ୍ତି । ମାଁ ଲକ୍ଷ୍ମୀଙ୍କୁ ପ୍ରତ୍ସନ୍ନ କରିବା ଦ୍ୱାରା ଅନେକ ନୀତି ନିୟମ ରହିଥାଏ । ଅନ୍ନପୂର୍ଣ୍ଣା ହେଉଛନ୍ତି ମାଁ ଲକ୍ଷ୍ମୀ । ହିନ୍ଦୁ ଧର୍ମରେ ମାଁ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାନ୍ୟତା ହିସାବରେ ଯେଉଁ ବ୍ୟକ୍ତିଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ବ୍ୟକ୍ତିର କେବେବି […]

ଅଧିକ ପଢ
ବିବିଧ

ଓଡ଼ିଶାକୁ ମାଡ଼ି ଆସୁଛି କି ବିପଦ ଓଡ଼ିଶାରେ ଦେଖା ଦେଲେ ଧଳା କାଉ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାକୁ ମାଡି ଆସୁଛି ବିପଦ । ଦେଖା ଦେଲାଣି ଧଳା କୂଆ । ସତ ହେବକି ମାଳିକା ବଚନ । ମାଡି ବସୁଛି ବଡ ବିପଦ । ସତ ହେବାକୁ ଯାଉଛି ଗୋଟି ଗୋଟି ମାଳିକାର ବାଣୀ । ଓଡିଶାକୁ ଆସିଛି ଧଳା କୂଆ । ମିଳିଛି ବିପଦର ସଙ୍କେତ । ଆପଣମାନେ କଳା କାଉ ସବୁବେଳେ ଦେଖିଥିବେ । ଓଡିଶାକୁ ଆସିଛି ଧଳା […]

ଅଧିକ ପଢ
ବିବିଧ

ଦୀର୍ଘ ୫୦୦ବର୍ଷ ପରେ ପ୍ରଭୁ ଭୋଳାନାଥ ହେଲେ ପ୍ରସନ ! ଆଜିଠାରୁ ଏହି ରାଶି ମାନଙ୍କୁ ମିଳିବ ପ୍ରଚୁର ଧନ..ଜାଣନ୍ତୁ କେଉଁ ରାଶି ଗୁଡିକ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଶି ନକ୍ଷତ୍ର ମନୁଷ୍ୟ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶି ନକ୍ଷତ୍ର ପାଇଁ ଆମ ଜୀବନର ଉଥାନ ପତନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ବହୁତ୍ ହିଁ ପ୍ରାଧାନ୍ୟ ଦିଆ ଯାଇଥାଏ । ସଂସାର ରେ ଜନ୍ମ ହୋଇଥିବା 12 ଗୋଟି ରାଶି ସହିତ ଜଡ଼ି ହୋଇ ରହିଥାଏ । ଏବଂ ଏହି […]

ଅଧିକ ପଢ