ମାଳିକା ଭବିଷ୍ୟବାଣୀ, ଭୁବନେଶ୍ୱରରେ ୬୦ ଫୁଟ ଉପରେ ଚାଲିବ ପାଣି, ଦେଖନ୍ତୁ ଏ ନେଇ କଣ କୁହେ ମାଳିକା ? (Malika Bachana)

Malika Bachana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆମେ ଆଜି ଆପଣ ମାନଙ୍କୁ 600 ବର୍ଷ ପୁରୁଣା ମହାପୁରୁଷ ମାନଙ୍କ ଦ୍ୱାରା ଅବଗତ ହୋଇ ଭବିଷ୍ୟତ ପାଇଁ ଲିଖିତ ହୋଇଥିବା ମାଳିକା ବଚନ । ତେବେ ଏହି ବଚନ ରେ ଶ୍ରୀ ଅଚ୍ୟୁତ କହିଛନ୍ତି ସଂସାର ମଧ୍ୟରେ ର୍ବତ ଶିଖରେ ଫୁଟିବ ଗହିଁ ଅଚ୍ୟୁତ ଵଚନ ଟଳିବ ନାହିଁ । ତେବେ ଆଜି ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟ ଉପରେ କହିବୁ ଜାହାକୁ ଅଚ୍ୟୁତ 600 ବର୍ଷ ତଳେ ଲେଖିଜାଇଛନ୍ତି । ତେବେ ବନ୍ଧୁଗଣ ସେହି ପଦ ଟି ହେଲା ସମ୍ବଲପୁରରେ ସମଲାଇ ଠାରେ ବଜ୍ରପାତ ହେବ ଜହିଁ ଖଣ୍ଡ ଗିରି ଠାରେ ବରଫ ପଡିବ ଶୀତଳ ଜଳ ବୁହାଇ ।

ତେବେ ଏଠାରେ ବନ୍ଧୁଗଣ ଅଚ୍ୟାତନନ୍ଦ ଏହି କଥା କହିଜାଇଛନ୍ତି ଯେ ସମ୍ବଲପୁର ଠାରେ ସମଲେଇ କ୍ଷେତ୍ର ରେ ଏକ ବିଶାଳ କାୟ ବଜ୍ରପାତ ହେବ । ସେମିତି ରେ ଆପଣ ମାନେ ଏହି ବିଷୟ ରେ ଆଗରୁ ଜାଣିଥିବେ ଯେମିତି ଜଣେ ଚାଷୀ ଟିଏ ଆଗରୁ ନିଜର ଚାଷ ଜମି ରେ ପଖିଆ ଧରି ଚାଷ ଜମି ରେ ପହଁଚୁ ଥିଲା । ହେଲେ ସେମିତି ରେ ଆଜିର ଦିନ ରେ ଆପଣ ମାନେ ଅନେକ ବଜ୍ରପାତ ଜନିତ ଘଟଣା ମାନଙ୍କୁ ନିଶ୍ଚିତ ଭାବେ ଟିଭି ରେ ଦେଖୁଥିବେ । ବହୁତ ଲୋକ ମାନେ ଏହିଥିରେ ମୃ-ତ୍ୟୁ ବରଣ କରୁଥିବାର ମଧ୍ୟ ଖବର ଆପଣ ସୁଣିଥିବେ ।

malika

ସେମିତି ରେ ଏପରି ଏକ ସମୟ ଆସିବ ଯେଉଁ ସମୟରେ ପାପର ଭାଗ ଅଧିକ ପରିମାଣ ରେ ବଢିଯିବ । ଏବଂ ପରେ ଏହି ପାପର ଭାଗ ଏତେ ମାତ୍ରାରେ ବଢିଯିବ ଯେ ମାଆ ସମଲେଇ କ୍ଷେତ୍ର ରେ ଏକ ବିଶାଳ କାୟ ବଜ୍ରପାତ ହେବ । ଅନେକ ଲୋକଙ୍କ ମୃ-ତ୍ୟୁ ଘଟିବ। ଏବଂ ଖଣ୍ଡଗିରି ଠାରେ ବିରାଟ ଶିଳା ଭଳି ଖଣ୍ଡ ପଡିବ ବୋଲି ମହାପୁରୁଷ କହିଛନ୍ତି ।

ଧର୍ମ ବନ୍ତ ଲୋକ ଏହାକୁ ଜାଣିଛନ୍ତି । କାରଣ ସେମାନେ ମହାପ୍ରଭୁ ଙ୍କ ବିଶ୍ୱାସ କରୁଛନ୍ତି । ଅର୍ଥାତ କଳିଯୁଗ ରେ ସାଧୁଜନ ଙ୍କ ଗତି କେବେ ହେଲେ ଯେମିତି ଧର୍ମ ନ ଛାଡନ୍ତି । ଧର୍ମ କୁ ଜଗିଥିବା ଲୋକେ ଏଥିରେ ଭୟଭୀତ ହୁଏ ନାହିଁ । ଅର୍ଥାତ ଯେଉଁମାନେ ଧର୍ମ କୁ ଜଗିଥାନ୍ତି ତାହାର ମଧ୍ୟ କୌଣସି କ୍ଷତି ହୁଏ ନାହିଁ । ଏହା ମଧ୍ୟ ମହାପ୍ରଭୁ ଲେଖିଛନ୍ତି ଧର୍ମ କୁ ବିଷ୍ଣୁ ଙ୍କୁ ଭଜୁ ଥିବା ଲୋକ ଜଗନ୍ନାଥ ଙ୍କୁ ଚିନ୍ତା କରୁଥିବା ଲୋକ ସେ ଭୟ କରେ ବା ତା ଉପରେ କୈଣସି ବିପଦ ପଡେ । କାରଣ ପ୍ରଭୁ ଭକ୍ତର ଙ୍କର ଅପପାନ ଟିକେ ବି ସହି ପାରନ୍ତି ନାହିଁ ।

Malika Bachana

ମହାପୁରୁଷ ଏହା ମଧ୍ୟ କହିଛନ୍ତି ଯେ ଏହି କଳିଯୁଗରେ ମାଳିକାକୁ ଯିଏ ବୁଝିଛି ତାକୁ ବୁଝେଇବାର ଆବଶ୍ୟକତା ରହିଛି । ଅର୍ଥାତ ଯେଉଁ ଖାଦ୍ୟ ହଜମ ହେବ ନାହିଁ ତାହାକୁ ଖାଅନାହିଁ । ଯିଏ ମାଳିକା କୁ ବୁଝି ନାହିଁ ତାକୁ ଆଦୌ ବୁଝାଅ ନାହିଁ । ଅର୍ଥାତ ସମୟ ଆସିଲେ ସେମାନେ ଆପେ ବୁଝିଯିବେ । ମହାପୁରୁଷ ମାନେ ଆହୁରି କହୁଛନ୍ତି ଯେଉଁମାନେ ଚେତୁଆ ଭକ୍ତ ସେମାନେ ଏକଥା ଆଗରୁ ଜାଣିଛନ୍ତି ଆଉ ସେମାନେ ଜାଣିଛନ୍ତି ମହାପ୍ରଭୁ ଏମାନଙ୍କୁ ରକ୍ଷା କରିବେ । ତାପରେ ଯିଏ ଧର୍ମକୁ ଜଗିଥାଏ ତାର ମଧ୍ୟ କୌଣସି କ୍ଷତି ହୋଇନଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

millionaire
ବିବିଧ

କୋଟିପତି ହେବା ଆଗରୁ ମିଳିଥାଏ ଏହି ୧ ସଂକେତ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସବୁ କାମ କରିବା ଦ୍ୱାରା ମାଁ ଲକ୍ଷ୍ମୀ ପ୍ରତ୍ସନ୍ନ ହୋଇଥାନ୍ତି । ମାଁ ଲକ୍ଷ୍ମୀଙ୍କୁ ପ୍ରତ୍ସନ୍ନ କରିବା ଦ୍ୱାରା ଅନେକ ନୀତି ନିୟମ ରହିଥାଏ । ଅନ୍ନପୂର୍ଣ୍ଣା ହେଉଛନ୍ତି ମାଁ ଲକ୍ଷ୍ମୀ । ହିନ୍ଦୁ ଧର୍ମରେ ମାଁ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାନ୍ୟତା ହିସାବରେ ଯେଉଁ ବ୍ୟକ୍ତିଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ବ୍ୟକ୍ତିର କେବେବି […]

ଅଧିକ ପଢ
ବିବିଧ

ଓଡ଼ିଶାକୁ ମାଡ଼ି ଆସୁଛି କି ବିପଦ ଓଡ଼ିଶାରେ ଦେଖା ଦେଲେ ଧଳା କାଉ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାକୁ ମାଡି ଆସୁଛି ବିପଦ । ଦେଖା ଦେଲାଣି ଧଳା କୂଆ । ସତ ହେବକି ମାଳିକା ବଚନ । ମାଡି ବସୁଛି ବଡ ବିପଦ । ସତ ହେବାକୁ ଯାଉଛି ଗୋଟି ଗୋଟି ମାଳିକାର ବାଣୀ । ଓଡିଶାକୁ ଆସିଛି ଧଳା କୂଆ । ମିଳିଛି ବିପଦର ସଙ୍କେତ । ଆପଣମାନେ କଳା କାଉ ସବୁବେଳେ ଦେଖିଥିବେ । ଓଡିଶାକୁ ଆସିଛି ଧଳା […]

ଅଧିକ ପଢ
ବିବିଧ

ଦୀର୍ଘ ୫୦୦ବର୍ଷ ପରେ ପ୍ରଭୁ ଭୋଳାନାଥ ହେଲେ ପ୍ରସନ ! ଆଜିଠାରୁ ଏହି ରାଶି ମାନଙ୍କୁ ମିଳିବ ପ୍ରଚୁର ଧନ..ଜାଣନ୍ତୁ କେଉଁ ରାଶି ଗୁଡିକ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଶି ନକ୍ଷତ୍ର ମନୁଷ୍ୟ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶି ନକ୍ଷତ୍ର ପାଇଁ ଆମ ଜୀବନର ଉଥାନ ପତନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ବହୁତ୍ ହିଁ ପ୍ରାଧାନ୍ୟ ଦିଆ ଯାଇଥାଏ । ସଂସାର ରେ ଜନ୍ମ ହୋଇଥିବା 12 ଗୋଟି ରାଶି ସହିତ ଜଡ଼ି ହୋଇ ରହିଥାଏ । ଏବଂ ଏହି […]

ଅଧିକ ପଢ