ଏହି ପତ୍ର ହେଉଛି- କ୍ୟାନସରର ସବୁଠୁ ବଡ ଶତ୍ରୁ ! ପାଣିରେ ଫୁଟାଇ ପିଅନ୍ତୁ, ୬୦ ଦିନରେ ମୂଳରୁ ଯିବ ଦୂରେଇ !

Spread the love

ଆଜିକାଲିର ଖାଦ୍ୟପେୟ ଓ ଆଡ଼ମ୍ବରପୂର୍ଣ୍ଣ ଜୀବନଯାପନ କ୍ୟାନସର ଭଳି ଭୟଙ୍କର ରୋଗକୁ ନିମନ୍ତ୍ରଣ କରେ କହିଲେ ଅତ୍ୟୁକ୍ତି ହେବ ନାହିଁ । ପିଜ୍ଜା ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି କୁହାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯେ ଯାହାକୁ ଆପଣମାନେ ପଢି ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ପିଜ୍ଜା ଏବଂ ପାସ୍ତା ଭଳି ଖାଦ୍ୟରେ “ଓରିଗେନୋ”ର ପ୍ରୟୋଗ କରିଥିବେ । ୟୁରୋପରେ ବ୍ୟବହାର ହେଉଥିବା ଏହି ଦ୍ରବ୍ୟ ବା ଚେରମୂଳଳୀ, ବର୍ତ୍ତମାନ ସାରା ପୃଥିବୀରେ ପ୍ରୟୋଗ ହେଉଛି । ବୈଜ୍ଞାନିକ ମାନେ ପରୀକ୍ଷଣ କରି ଜାଣିବାକୁ ପାଇଛନ୍ତି ଯେ, ଏହି “ଓରିଗେନୋ”ରେ ବହୁ ପରିମାଣରେ ଔଷଧୀୟ ଗୁଣ ରହିଛି, ଯାହା କି କ୍ୟାନ୍ସର ଭଳି ରୋଗକୁ ସମୂଳେ ଧ୍ୱଂସ କରିଦିଅ ।

ଡାୟଟୀଶିୟନ ରଶ୍ମି ଶ୍ରୀୱାସ୍ତୱ କହନ୍ତି ଯେ, “ଓରିଗେନୋ”ରେ ଭିଟାମିନ A, C, E, K, ଆଇରନ, ଫୋଲେଟ, କପର, କ୍ୟାଲସିୟମ, ନିଆସିନ, ପୋଟେସିୟମ, ଜିଙ୍କ ଏବଂ ମ୍ୟାଗ୍ନେସିୟମ ଭିଟାମିନ ଖଣିଜ ଦ୍ଵାରା ପରିପୂର୍ଣ୍ଣ ଅଛି ।

ଚେରମୂଳି, ତାହାର ଗୁଣ ପାଇଁ ଜଣା ଯାଏ କାରଣ ଚେରମୂଳିରେ ଆଣ୍ଟି ଆକ୍ସିଡେଣ୍ଟ ପ୍ରଚୁର ମାତ୍ରାରେ ଥାଏ । ଓରିଗେନୋରେ କ୍ୟାନ୍ସର କୋଷିକାକୁ ନଷ୍ଟ କରିବାର କ୍ଷମତା ଅଛି । ଏହାକୁ ଖାଇବା ଦ୍ଵାରା ୬୨ ଦିନ ମଧ୍ୟରେ କ୍ୟାନ୍ସର ଠିକ ହୋଇ ଯାଇଥାଏ । ମାସିକ ଧର୍ମରେ ଯଦି ଆପଣଙ୍କୁ ବେଶି କଷ୍ଟ ହୋଇଥାଏ, ତେବେ ଓରିଗେନୋର ଚାହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରିବ । ଏହି ଚାହାକୁ ପିରିୟଡର ଆରମ୍ଭ ଦୁଇ ଦିନରେ ପିଇବେ । ଆପଣଙ୍କୁ ବହୁତ ଆରମ ମିଳିବ ।

ପୋଟାସିୟମ ରକ୍ତଚାପ ଏବଂ ହୃଦୟର ଗତିକୁ ନିୟନ୍ତ୍ରିତ କରିବାରେ ଏହାର ମହତ୍ବପୂର୍ଣ୍ଣ ଭୂମିକା ଅଛି । ଏହା ବ୍ୟତିତ ଓରିଗେନୋ ସେବନ ଫଳରେ ମାନସିକ ଚିନ୍ତାରୁ ମଧ୍ୟ ତ୍ରାହି ମିଳିଥାଏ । ଓରିଗେନୋରେ ଓମେଗା-୩ ଫେଟି ଏସିଡ ବି ଥାଏ, ଯାହାକି ଧମନୀରେ ବ୍ଲକେଜକୁ କମ୍ କରିବାରେ ସାହାର୍ଯ୍ୟ କରେ ।

ସାମାନ୍ୟ ଥଣ୍ଡା – ଜ୍ଵରରେ ବି ଏହା ଲାଭଦାୟକ ବୋଲି ପ୍ରମାଣିତ ହୋଇଛି । ଏଥିପାଇଁ ଓରିଗେନୋ ତେଲର କିଛି ବୁନ୍ଦା ପାଣିରେ ମିଶାଇ ପିଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ ।

ଓରିଗେନୋ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ମହତ୍ବପୂର୍ଣ୍ଣ ଓ ଲାଭଦାୟକ ଦ୍ରବ୍ୟ ଅଟେ ଏବଂ ଏହା ଆପଣଙ୍କର ଚେହେରା ପାଇଁ ମଧ୍ୟ ଲାଭଦାୟକ ଅଟେ । ଏଥିରେ ଆଣ୍ଟି ଆକ୍ସିଡେଣ୍ଟ ପ୍ରଚୁର ମାତ୍ରାରେ ଭରପୁର ହୋଇ ରହିଛି । ଯେଉଁଥିରେ ଜୀବାଣୁରୋଧି ଗୁଣ ଅଛି । ଖାଦ୍ୟ ଅପଚ, ପେଟ ଜନିତ ଗ୍ୟାସ, କାଶ, ଫୁସଫୁସ ଜନିତ ରୋଗ, ମୁଣ୍ଡବ୍ୟଥା ଏବଂ ଗଳା ବ୍ୟଥାରୁ ଆରାମ ପାଇବା ପାଇଁ ଓରିଗେନୋ ଚାହା ପିଇବା ଭଲ ଅଟେ ।

ଆଶା କରୁଛୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣ ମାନଙ୍କୁ ନିଶ୍ଚିତ ଭଲ ଲାଗିବ । ଭଲ ଲାଗିଲେ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ । ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ।