ମହିମା ଚୌଧରୀଙ୍କର ଝିଅ ସୁନ୍ଦରତାରେ ନିଜ ମାଆଙ୍କ ଠାରୁ ମଧ୍ୟ ୧୦ ପାଦ ଆଗରେ, ଫୋଟୋ ଦେଖି କରି ଲକ୍ଷ ଲକ୍ଷ ଲୋକ ହେଲେ ପାଗଳ –

Spread the love

ବଲିଉଡରେ ଜଗତରେ ଶାହରୁଖ ଖାନଙ୍କ ସହିତ ଫିଲ୍ମ “ପରଦେଶ”ରେ ନୂଆରେ ପ୍ରବେଶ କରିଥିବା ଅଭିନେତ୍ରୀ ମହିମା ଚୌଧରୀ ବଲୀଉଡର ଏକ ଜଣାଶୁଣା କଳାକାର ଅଟନ୍ତି । ହୁଏତ ସେ ବଲିଉଡ ଜଗତରେ ନିଜର କ୍ୟାରିୟର ଜମେଇ ପାରିଲେ ନାହିଁ କିନ୍ତୁ ତଥାପି ସାରା ଦୁନିଆରେ ତାଙ୍କୁ ପରିଚୟ ମିଳିଛି । ବର୍ତ୍ତମାନ ନିକଟରେ କିଛି ଦିନ ହେବ ମହିମାଙ୍କର କିଛି ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ତାଙ୍କର ଓଜନ ବହୁତ ବଢ଼ିଲା ଭଳି ଜଣା ପଡୁଛି । ଫଟୋଗୁଡିକୁ ଭାଇରଲ ହେବ ପରେ ଲୋକମାନେ ବହୁତ ଥଟ୍ଟା ପରିହାସ ମଧ୍ୟ କରିଛନ୍ତି । ଯଦିଓ ତାଙ୍କର ଓଜନ ବଢିଯାଇଛି ତଥାପି ତାଙ୍କର ସୌନ୍ଦର୍ଯ୍ୟରେ କିଛି କମ ହୋଇ ନାହିଁ । ୪୫ ବର୍ଷୀୟ ମହିମାଙ୍କର ଗୋଟିଏ ସୁନ୍ଦର ଝିଅ ଅଛି ଯାହାର ନାମ ଅର୍ୟାନା ଚୌଧରୀ ଅଟେ । ବର୍ତ୍ତମାନ ଅର୍ୟାନା ବହୁତ ଛୋଟ ଅଛନ୍ତି କିନ୍ତୁ ପୁରାପୁରି ନିଜ ମା’ଙ୍କ ଭଳି ଦେଖା ଯାଉଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ୨୦୦୬ରେ ବୋବି ମୂଖାର୍ଜୀଙ୍କ ସହିତ ମହିମା ଚୌଧରୀ ବିବାହ କରିଥିଲେ । କିନ୍ତୁ ତାଙ୍କର ବୈବାହିକ ଜୀବନ ବେଶୀ ଦିନ ତିଷ୍ଟି ପାରିଲା ନାହିଁ । ୨୦୧୩ ମସିହାରେ ସେମାନେ ଦୁଇଜଣ ଅଲଗା ହେବା ପାଇଁ ନିଷ୍ପତ୍ତି ନେଲେ ଏବଂ ବର୍ତ୍ତମାନ ମହିମା ମୁମ୍ବାଇରେ ନିଜ ଝିଅ ସହିତ ରହୁଛନ୍ତି । ମହିମା ବହୁତ ଫିଲ୍ମରେ ଏବଂ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି । ମହିମା ଟେନିସ ପ୍ଲେୟର ଲିଏଣ୍ଡର ପେସକୁ ମଧ୍ୟ ଡେଟ୍ କରି ସାରିଛନ୍ତି । ଖବର ଅନୁସାରେ ଦୁଇଜଣଙ୍କ ସମ୍ପର୍କ ୬ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ ଲିଏଣ୍ଡର, ମହିମାଙ୍କୁ ଧୋକ୍କା ଦେଇ ରିୟା ପିଲ୍ଲାଇଙ୍କୁ ଜୀବନସାଥୀ ରୂପେ ବାଛି ନେଇଥିଲେ ।

ମହିମା ଦୀର୍ଘ ସମୟରୁ ଫିଲ୍ମ ଦୁନିଆରୁ ଦୂରେଇ ରହିଛନ୍ତି ଏବଂ ଯେତେବେଳେ ତାଙ୍କୁ ଏହି ବିଷୟରେ ପଚରାଗଲା, ତେବେ ସେ କହିଲେ କି ସେ ଜଣେ ମାଆ । ଏହା ସଙ୍ଗେ ସଙ୍ଗେ ଘରେ ଏକାକୀ ହୋଇଥିବା ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ସମୟ ଦେଇପାରୁ ନାହାନ୍ତି । ଏତଦବ୍ୟତୀତ ନିଜ ଛୁଆର ଲାଳନ ପାଳନ କରିବା ମଧ୍ୟ ମାଆର କର୍ତ୍ତବ୍ୟ । ଏହି ସବୁ କାରଣ ପାଇଁ ଫିଲ୍ମ ଦୁନିଆରୁ ଦୂରେଇ ରହୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କୁ ପଇସା ରୋଜଗାର କରିବାର ଥିଲା ଏବଂ ଝିଅ ଘରେ ଏକାକୀ ରୁହେ, ତେଣୁ ଝିଅକୁ ଛାଡି ସୁଟିଂକୁ ଯିବା ମଧ୍ୟ କଷ୍ଟ ମନେ ହେଉଥିଲା । ସେଥିପାଇଁ ସେ ତାଙ୍କର ସମସ୍ତ ଧ୍ୟାନ ତାଙ୍କ ଝିଅ ଆଡ଼କୁ ରଖିଛନ୍ତି ଏବଂ ଫିଲ୍ମରୁ ଦୁରେଇ ରହିଛନ୍ତି । ମହିମା ଆଜି ଏକୁଟିଆ ମାଆ ଏବଂ ଏକା ହିଁ ନିଜର ନା ୯ ବର୍ଷର ଝିଅର ଦେଖାଶୁଣା କରୁଛନ୍ତି । ଆଜି ଆମେ ଆପଣଙ୍କ ପାଇଁ ମହିମା ଏବଂ ତାଙ୍କ ଝିଅ ଅର୍ୟାନାଙ୍କର କିଛି ସୁନ୍ଦର ଫଟୋ ଆଣିଛୁ । ଯାହକୁ ଦେଖିଲା ପରେ ଆପଣ ମଧ୍ୟ ତାଙ୍କର ପାଗଳ ହୋଇଯିବେ ।

ମହିମାଙ୍କ ଚୌଧରୀଙ୍କ ଜନ୍ମ ୧୯୭୩ ସେପ୍ଟେମ୍ବର ୧୩ ଦାର୍ଜିଲିଂଗର ପଶ୍ଚିମ ବଙ୍ଗାଲରେ ହୋଇଥିଲା । ମହିମାଙ୍କୁ ବଲୀଉଡ ଜଗତକୁ ଆଣିଥିଲେ ବହାଦୂରୀ ନିର୍ଦ୍ଦେଶକ ସୁଭାଷ ଘାଇ । ସେ ଫିଲ୍ମ “ପରଦେଶ”ରେ ମହିମାଙ୍କୁ ଶାହରୁଖ ଖାନ ଏବଂ ଅପୂର୍ବ ଅଗ୍ନିହୋତ୍ରୀଙ୍କ ବିପକ୍ଷରେ କାଷ୍ଟ କରିଥିଲେ । ଏହି ଫିଲ୍ମଟି ସୁପର ହିଟ୍ ପ୍ରମାଣିତ ହେଲା ଏବଂ ମହିମାଙ୍କୁ ସର୍ବଶ୍ରେଷ୍ଠ ଫିଲ୍ମଫେୟାର ନବାଗତ କଳାକାର ପୁରସ୍କାର ମିଳିଥିଲା । ଏହି ଫିଲ୍ମ ପରେ ସେ ‘ଦାଗ-ଦ ଫାୟର’, ‘ଲଜ୍ଜା’, ‘ୟେ ତେରା ଘର ୟେ ମେରା ଘର’, ‘ଓଁ ଜୟ ଜଗଦୀଶ’, ‘ଦିଲ ହେ ତୁହ୍ମାରା’ ଭଳି ଫିଲ୍ମରେ ନଜର ଆସିଛନ୍ତି । କିନ୍ତୁ ତାଙ୍କର ଏହି ଫିଲ୍ମ ଗୁଡିକ ବଲିଉଡ ଜଗତରେ ସେମିତି କିଛି ଖାସ କମାଲ କରି ପାରିଲା ନାହିଁ । ଗତବର୍ଷ ମହିମା ନିଜର ସ୍ୱିସ ବ୍ୟାଙ୍କ ଆକାଉଣ୍ଟକୁ ନେଇ ବହୁତ ଚର୍ଚ୍ଚାରେ ରହିଥିଲେ । ଆପଣ ଦେଖନ୍ତୁ ମହିମା ଏବଂ ଝିଅ ଅର୍ୟାନାଙ୍କର କିଛି ସୁନ୍ଦର ଫଟୋ ।

ବନ୍ଧୁଗଣ,ଆଶା କରୁଛୁ ଯେ ଆମର ଏହି ଅନୁଛେଦଟି ଆପଣ ମାନଙ୍କୁ ବହୁତ ପସନ୍ଦ ଆସିବ । ପସନ୍ଦ ଆସିବା ପରେ ଏହାକୁ ଲାଇକ ଏବଂ ସେୟାର କରିବାକୁ ଭୁଲନ୍ତୁ ନାହିଁ ।