ମହିଳାଙ୍କ ଏହି 3 ଟି ଅଙ୍ଗ ସେମାନଙ୍କ ସବୁ ଗୁପ୍ତ ରହସ୍ୟ ଓ ଚରିତ୍ର କହିଥାଏ….

Spread the love

ବନ୍ଧୁଗଣ ଆପଣ ଏହି କଥା ନିଶ୍ଚୟ ଶୁଣିଥିବେ ମହିଳାମାନଙ୍କୁ ଚିହ୍ନିବା ପୁରୁଷମାନଙ୍କ ପାଇଁ ସବୁଠାରୁ କଠିନତମ ହୋଇଥାଏ | ହିନ୍ଦୁ ଶାସ୍ତ୍ର ଅନୁସାରେ ମହିଳାଙ୍କ ଚରିତ୍ର ତାଙ୍କ ସ୍ୱରୂପରେ ହିଁ ଲୁଚି ରହିଥାଏ | ତେଣୁ ଆଜି ଆମେ ଆପଣଙ୍କୁ ମହିଳାଙ୍କ ଏପରି 3 ଟି ଅଙ୍ଗ ବିଷୟରେ କହିବୁ ଯାହା ତାଙ୍କ ଚରିତ୍ର ବିଷୟରେ ବହୁତଗୁଡାଏ ଗୁପ୍ତ କଥା କହିଥାଏ

1. ଗାଲରେ ଡିମ୍ପଲ ପୋଡିବା

ଲୋକଙ୍କ ଦ୍ୱାରା ଏପରି କୁହାଯାଉଥିବାର ଆପଣ ନିଶ୍ଚୟ ଶୁଣିଥିବେ ଯେଉଁ ମହିଳାର ଗାଲରେ ଡିମ୍ପଲ ପଡିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି | ତାସହିତ ଏମାନେ ସତ୍ୟବାଦୀ ହୋଇଥାନ୍ତି | ଏହା ଛଡା ଯେଉଁ ମହିଳାର ଡିମ୍ପଲ ବହୁତ ଲମ୍ବା ହୋଇଥାଏ ସମାନେ ନିଜ ଜୀବନରେ ସାଂସାରିକ ସୁଖ ପ୍ରତି ବହୁତ ଶୀଘ୍ର ଆକର୍ଷିତ ହୋଇଯାନ୍ତି | ସେତେବେଳେ ଯେଉଁ ମହିଳାର ଡିମ୍ପଲ ଗୋଲ ହୋଇଥାଏ ସେମାନେ ସବୁବେଳେ ଲୋକଙ୍କ ମଧ୍ୟରେ ନିଜ ଚରିତ୍ର କାରଣରୁ ଜଣାଯାଇଥାନ୍ତି | ଏମାନଙ୍କ ବ୍ୟବହାରକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି |ଏହି ମହିଳାମାନେ ସ୍ୱଭାବରୁ ବହୁତ ଦୟାଳୁ ମଧ୍ୟ ହୋଇଥାନ୍ତି |

2. ଓଠ

ଓଠ କୌଣସି ମହିଳାର ମଧ୍ୟ ଚେହେରାର ଆକର୍ଷିତ ଅଙ୍ଗ ହୋଇଥାଏ | ଏପରି ମହିଳାଙ୍କ ଓଠକୁ ଦେଖି ତାଙ୍କ ଚରିତ୍ର ଆଉ ସ୍ୱଭାବ ବିଷୟରେ ବହୁତ କିଛି ଜାଣିହେବ | ଯଦି ମହିଳାର ଓଠ ଲାଲ ପତଳା ଚିକ୍କଣ ହେବା ସହ ଭଲ ସେପରେ ରହିଥାଏ ତେବେ ମହିଳା ସ୍ୱଭାବରୁ ଆକର୍ଷିତ ହୋଇଥାନ୍ତି | ତାସହିତ ମହିଳାମାନେ ନିଜ ସ୍ୱାମୀଙ୍କ ଭଲ ପାଇବା ସବୁବେଳେ ପାଇଥାନ୍ତି | ସେହିପରି ଜରୁ ମହିଳାର ତଳ ଓଠ ମୋଟା ଏବଂ କଳା ହୋଇଥାଏ ସେମାନଙ୍କ ଏହି କୁହାଯାଏ ଯେ ନିଜ ସ୍ବାମିଙ୍କୁ ଶୀଘ୍ର ହରାଇ ଦିଅନ୍ତି |

3. ଆଖିରେ ଥିବା ଭଉଁରୀ

ଯେଉଁ ମହିଳାର ଭଉଁରୀ ଧନୁ ଆକାରର ହୋଇଥାଏ ସେମାନେ ସୁନ୍ଦର ହେବା ସଂଗେ ସଂଗେ ଚରିତ୍ରବାନ ମଧ୍ୟ ହୋଇଥାନ୍ତି | ସେହିପରି ଯେଉଁ ମହିଳାର ଭଉଁରୀ ଆକାରର ଏହାର ବିପରୀତ ହୋଇଥାଏ ସେହି ପରି ମହିଳା ଲୋକଙ୍କ ପାଇଁ ଭଲ ମାନା ଯାଆନ୍ତି |