ମହିଳାମାନଙ୍କ ଶରୀରର ଏହି ଅଙ୍ଗରେ ବାଳ ରହିବ ବହୁତ ଅଶୁଭ ହୋଇଥାଏ ।

Spread the love

ଆପଣମାନେ ନିଶ୍ଚୟ ଜାଣିଥିବେ ହସ୍ତରେଖା ବିଜ୍ଞାନରେ ଏହା ଉଲ୍ଲେଖ ଅଛି ଯେ, ଯେଉଁ ମହିଳାର ଲମ୍ବା ଘନ ବାଳ ରହିଥାଏ; ସେ ବହୁତ ସୌଭାଗ୍ୟଶାଳୀ ହୋଇଥାଏ ଏବଂ ସେ ନିଜ ଭାଗ୍ୟ ଦ୍ୱାରା ହିଁ ଘର ପରିବାରକୁ ଉନ୍ନତି ପ୍ରଦାନ କରିଥାଏ । ସେହି କାରଣ ଯୋଗୁଁ ଘରେ ଓ ପରିବାରରେ ଶାନ୍ତଶିଷ୍ଟ ବାତାବରଣ ରହିଥାଏ । ଛୋଟ ଛୋଟ ଏବଂ କଳା ବାଳ ଯେଉଁ ମହିଳାର ରହିଥାଏ ସେ ମଧ୍ୟ ବହୁତ ସୌଭାଗ୍ୟଶାଳୀ ମାନ୍ୟତା ରହିଛି । ସେହିପରି ମହିଳାମାନେ ହୃଦୟରୁ ମଧ୍ୟ ବହୁତ ସଚ୍ଚୋଟ ହୋଇଥାନ୍ତି । ଏମାନଙ୍କର ସ୍ଵଭାବ ଓ ବ୍ୟବହାର କାରଣରୁ ସେହିପରି ମହିଳାମାନେ ନିଜ ଲୋକଙ୍କ ହୃଦୟରେ ପ୍ରଶଂସାର ପାତ୍ର ହୋଇଥାନ୍ତି ଓ ପରିବାରରେ ରାଜ୍ ମଧ୍ୟ କରିଥାନ୍ତି । ତା’ ସହିତ ପାଖ ପଡ଼ୋଶୀରେ ଯେତେ ବି ଲୋକ ରହିଥାନ୍ତି; ତାଙ୍କ ସହିତ ମଧ୍ୟ ସେମାନେ ମିଳାମିଶା ହୋଇ ରହିନ୍ତୁ ଓ ସମସ୍ତଙ୍କ ଆଦରର ପାତ୍ର ହୋଇଥାନ୍ତି । ଯାହା ଫଳରେ ସେମାନେ ଏକ ଭଲ ଗୃହିଣୀ ରୂପେ ପ୍ରମାଣିତ ହୋଇଥାନ୍ତି ।

କିନ୍ତୁ ଶରୀରରେ ଗୋଟିଏ ଏମିତି ଅଙ୍ଗ ଅଛି ଯେଉଁଠାରେ ବାଳ ରହିବା ମହିଳା ମାନଙ୍କ ପାଇଁ ବହୁତ ଅଶୁଭ ବୋଲି ମାନ୍ୟତା ରହିଛି । ତେବେ ଚାଲନ୍ତୁ ବନ୍ଧୁଗଣ ସେହି ଅଙ୍ଗ ବିଷୟରେ ଜାଣିବା ।

ବନ୍ଧୁଗଣ ଆପଣମାନେ ମଧ୍ୟ ଏହିପରି ମହିଳା ନିଶ୍ଚିତ ଦେଖିଥିବେ; ଯେଉଁମାନଙ୍କ ହାତରେ ପୁରୁଷମାନଙ୍କ ପରି ବଡ଼ ବଡ଼ ବାଳ ରହିଥାଏ ଏବଂ ସ୍ତ୍ରୀମାନେ ଏହି ବାଳକୁ ଲୁଚାଇବା ପାଇଁ ବହୁତ ଉପାୟ ପ୍ରୟୋଗ କରି ତାହାକୁ ସଫା କରି ଦେଇଥାନ୍ତି । ପ୍ରାଚୀନ ମତ ଅନୁସାରେ, ଏହି ଜାଗାରେ ବାଳ ରହିବା ବହୁତ ଅଶୁଭ ବୋଲି କୁହାଯାଏ । ଯେଉଁ ସ୍ତ୍ରୀର ଏହିପରି ବାଳ ରହିଥାଏ; ସେମାନେ ଉଗ୍ର ସ୍ୱଭାବର ହୋଇଥାନ୍ତି ଏବଂ ବହୁତ ଛୋଟ ଛୋଟ କଥାରେ ଅନ୍ୟ ସହିତ ଯୁକ୍ତି କରିବାରେ ଲାଗନ୍ତି ଏବଂ ତାଙ୍କ ସହିତ ଝଗଡା ମଧ୍ୟ କରିଥାନ୍ତି । ଏହିପରି ମହିଳା ସବୁବେଳ ଅନ୍ୟର ଅହିତ ହିଁ କରିଥାଏ ଏବଂ ସେ ସ୍ୱଭାବରୁ କାରଣରୁ ସେମାନେ କାହା ପାଇଁ ଭଲ ମଧ୍ୟ ଭାବିବିଚାର କରନ୍ତି ନାହିଁ । ସବୁବେଳେ ମନରେ ଇର୍ଷା ଭାଵ ରଖିଥାନ୍ତି ।

ବନ୍ଧୁଗଣ ଯେଉଁ ପୁରୁଷର ହାତରେ ଅଧିକ ବାଳ ଥାଏ; ତେବେ ଏହାକୁ ବହୁତ ଶୁଭ ବୋଲି କୁହାଯାଏ । ଏମାନେ ଅଧିକ ବୁଦ୍ଧିମାନ୍ ଜ୍ଞାନୀ ମଧ୍ୟ ହୋଇଥାନ୍ତି । କିନ୍ତୁ ଯେଉଁ ପୁରୁଷର ହାତରେ କମ ବାଳ ରହିଥାଏ; ସେମାନେ ବହୁତ ଦୂରଦୃଷ୍ଟି ହୋଇଥାନ୍ତି କିନ୍ତୁ ବହୁତ ସ୍ୱାର୍ଥପର ହୋଇଥାନ୍ତି ।