ମହିଳାମାନେ ପ୍ରତି ଦିନ ଏହି ସବୁ ଜିନିଷ ର ସେବନ କରନ୍ତୁ, କ୍ୟାନସର ପରି ଭୟଙ୍କର ରୋଗ ଠାରୁ ଦୂରେଇ ରହିପାରିବେ

Spread the love

ଆଜିକାଲି ବହୁତ ଲୋକଙ୍କର ମୃତ୍ୟୁ କ୍ୟାନସର କାରଣରୁ ହୋଇଥାଏ । କ୍ୟାନସର ଏକ ବହୁତ ବିପଦଜନକ ରୋଗ ଅଟେ । ଏହି ରୋଗ ଯେ କୌଣସି ବି ବୟସର ଲୋକଙ୍କୁ ହୋଇପାରିଥାଏ । ଆଜିକାଲି ଅଧିକାଂଶ ମହିଳାମାନଙ୍କୁ ବ୍ରେଷ୍ଟ କ୍ୟାନସର, ସର୍ବାଇକଲ କ୍ୟାନସର, କୋଲୋରେକ୍ଟର କ୍ୟାନସର ଓ ଅବୋରିୟନ କ୍ୟାନସର ଯେମିତିକା ସମସ୍ୟା ସବୁ ଦେଖିବାକୁ ମିଳୁଛି ।

କ୍ୟାନସରରୁ ବଞ୍ଚିବାର ଉପାୟ:-

ହଲଦୀରେ ଭରପୁର ମାତ୍ରାରେ ଏଣ୍ଟିବେକ୍ଟେରିଆଲ ତତ୍ୱ ରହିଥାଏ । ଏହା ଛଡା ହଳଦୀରେ କରକ୍ୟୁମିନ ନାମକ ତତ୍ୱ ରହିଥାଏ ଯାହାକି କ୍ୟାନସରର କୋଶିକାକୁ ଶରୀରରେ ଉତ୍ପତ୍ତି ହେବାକୁ ଦେଇ ନ ଥାଏ ।

ଗିଲୟ ପତ୍ରରେ ଭରପୁର ମାତ୍ରାରେ କ୍ୟାଲସିୟମ , ପ୍ରୋଟିନ , ଫୋସ୍ଫୋରସ ରହି ଥାଏ । ଗିଲୟ ଚେରରେ ଥିବା ଏଣ୍ଟିଅକ୍ସିଡେଣ୍ଟ କ୍ୟାନସରକୁ ରୋକିବା ଆଉ ଚିକିତ୍ସା କରିବା ପାଇଁ ବ୍ୟବହାର କରା ଯାଇ ଥାଏ ।

ହ୍ୱାଇଟଗ୍ରାସରେ ଭରପୁର ମାତ୍ରାରେ କ୍ଲୋରଫିଲ, ଏଞ୍ଜାଇମ, ଏମିନ ଏସିଡ, ଭିଟାମିନ ଆଉ ମିନରଲସ ରହି ଥାଏ । ହ୍ୱାଇଟଗ୍ରାସର ଜୁସ ସେବନ କଲେ କ୍ୟାନସର ପରି ଭୟଙ୍କର ରୋଗ ହେବାର ସମ୍ଭାବନା କମ୍ ହୋଇ ଯାଇ ଥାଏ ।

ତେଣୁ ଏହି ସବୁ ଜିନିଷ ମହିଳାମାନେ ତାଙ୍କର ଦୈନିକ ଖାଦ୍ୟରେ ବ୍ୟବହାର କଲେ କ୍ୟାନସର ଯେମିତିକା ଭୟଙ୍କର ରୋଗ ଠାରୁ ଦୁରେଇ ରହି ପାରିବେ ।

ବନ୍ଧୁଗଣ ଆଶା କରୁଛି ଏହି ଆର୍ଟିକିଲ ଟି ଆପଣଙ୍କୁ ବହୁତ ଭଲ ଲାଗି ଥିବ ଆଉ ଏହାର ପ୍ରୟୋଗ କରି ଆପଣ ଏହି ମାରାତ୍ମକ ରୋଗରୁ ଦୁରେଇ ରହିବେ । ତେବେ ଆଉ ଡେରି ନ କରି ଏହି ଆର୍ଟିକିଲକୁ Like କରନ୍ତୁ ଆଉ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ ଏହି ପୋଷ୍ଟକୁ Sahre କରନ୍ତୁ । ଯାହା ଫଳରେ ଅନ୍ୟମାନେ ବି ଏହାର ଉପକୃତ ହୋଇ ପାରିବେ ।