କେବେ ଅଟେ ମହାଶିବ ରାତ୍ରି ଆଉ କେଉଁ ସମୟ ଅଟେ ଶୁଭ ମୁହୂର୍ତ୍ତ ? କରନ୍ତୁ ପୂଜାପାଠ ମିଳିବ ସଫଳତା

Spread the love

ହିନ୍ଦୁ ଧର୍ମର ଏକ ପ୍ରମୁଖ ଉତ୍ସବ ମହାଶିବରାତ୍ର । ଫଲଗୁଣ ମାସ କୃଷ୍ଣ ପକ୍ଷ ଚର୍ତୁଦଶୀ ତିଥିରେ ଶିବରାତ୍ର ପାଳନ କରାଯାଏ । ମାନ୍ୟତା ରହିଛି ଯେ, ଏହି ପ୍ରଥା ସୃଷ୍ଟି ଆରମ୍ଭରୁ ପାଳନ କରାଯାଉଛି । ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ଜାବାଳି ଶ୍ରୁତି ଅନୁସାରେ ଦଶ ଶୈବ ବ୍ରତ ମଧ୍ୟରେ ଏହି ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ । ବନ୍ଧୁଗଣ ୨୦୧୯ ରେ ମହାଶିବରାତ୍ରି କେବେ ଆଉ ଏପରି ଆମେ କଣ କରିବା ଯାହା ଦ୍ୱାରା ଆମ ଘରେ ଭୋଳାନାଥଙ୍କ କୃପା ଦୃଷ୍ଟି ରହିବ । ତେବେ ଆସନ୍ତୁ ଜାଣିବା ଶୁଭ ମୁହୂର୍ତ୍ତ

ବନ୍ଧୁଗଣ ମହାଶିବରାତ୍ରି ଯେବେ ଯେବେ ଆସିଥାଏ ତେବେ ଭକ୍ତଙ୍କ ମୁହଁରେ ଏକ ଅଲଗା ଖୁସି ଝୋଲୋକି ଥାଏ । ଦେବଙ୍କ ଦେବ ମହାଦେବ ଙ୍କୁ ପ୍ରସନ୍ନ କରିବାର ଅସ୍ଥାରୁ ସମ୍ପୂର୍ଣ୍ଣ ମହାଶିବରାତ୍ରିର ବ୍ରତ ସବୁଠୁ ମହତ୍ତ୍ୱପୂର୍ଣ୍ଣ ମାନା ଯାଏ । ଯେଉଁ ବ୍ୟକ୍ତି ଭଗବାନ ଶିଵଙ୍କ ଉପରେ ଆସ୍ଥା ରଖିଥାଏ ତ ସେ ମହାଶିବରାତ୍ରି ବ୍ରତ ଅଵଶ୍ୟ ପୂରଣ କରିଥାଏ । ହିନ୍ଦୁ ଧର୍ମରେ ମହାଶିବରାତ୍ରି ତଥା ଉଜାଗର ର ଅଧିକ ମହତ୍ୱପୂର୍ଣ୍ଣ ହୋଇଥାଏ । ମହାଶିବରାତ୍ରି ୨୦୧୯ ତିଥିରେ ଏହିଥର ଦୁଇଟି ରାଶି ଙ୍କ ପାଇଁ ମଧ୍ୟ ଅଧିକ ଲାଭଦାୟକ ପ୍ରମାଣିତ ଅଛି ।ମହାଶିବରାତ୍ରି ରେ ପୂଜା କେଉଁ ମୁହୂର୍ତ୍ତରେ କରିବା ଯାହା ଦ୍ୱାରା ଭୋଳାନାଥଙ୍କ କୃପା ରହିବ । ତେବେ ଚାଲନ୍ତୁ ଜାଣିବା :-

୨୦୧୯ ରେ ମହାଶିବରାତ୍ରି ୪ ମାର୍ଚ୍ଚରେ ପାଳନ କରାଯିବ । ଆଉ ଶୁଭ ମୁହୂର୍ତ୍ତ ସକାଳ ୭ ଘଣ୍ଟ ୪ ମିନିଟ ରୁ ମଧ୍ୟାନ ୩ ଘଣ୍ଟ ୨୦ ମିନିଟ ପର୍ଯ୍ୟନ୍ତ ରହିବ । ଏହା ପରେ କୌଣସି ବି ଶୁଭ ମୁହୂର୍ତ୍ତ ନାହିଁ । ଯଦି ଭୋଳାନାଥଙ୍କ କୃପା ପ୍ରାପ୍ତି କରିବାର ଅଛି ତେବେ ଏହି ମୁହୂର୍ତ୍ତରେ ପୂଜାପାଠ କରନ୍ତୁ । ସଫଳତା ଅଵଶ୍ୟ ପ୍ରାପ୍ତି ହେବ ।

ବନ୍ଧୁଗଣ ଏବେ ଜାଣିବା ମହାଶିବରାତ୍ରିରେ କେଉଁ ଦୁଇଟି ରାଶିର ଭାଗ୍ୟ ଚମକୀବ । ସେହି ଦୁଇଟି ରାଶି ହେଲା :- ବୃଷ ଓ ବିଛା ରାଶି