ମାଧୁରୀ ଦୀକ୍ଷିତଙ୍କ ଦୁଇ ପୁଅ ବହୁତ ସୁନ୍ଦର ଅଟନ୍ତି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯିବେ !

Spread the love

ମାଧୁରୀ ଦୀକ୍ଷିତ ବର୍ତ୍ତମାନ ମଧ୍ୟ କୌଣସି ସୁନ୍ଦରୀ ଝିଅ ଠାରୁ କମ ନୁହଁନ୍ତି । ମାଧୁରୀ ତାଙ୍କ ସମୟରେ ଅନେକ ହିଟ ଚଳଚିତ୍ର ଦର୍ଶକଙ୍କୁ ଭେଟି ଦେଇଥିଲେ । ନିଜର ସୁନ୍ଦର ଅଭିନୟ ଚେହେରାର ଠାଣି ଦ୍ଵାରା ଦର୍ଶକଙ୍କୁ ମୁଗ୍ଧ କରିଥିଲେ । ମାଧୁରୀ ଅନେକ ବଡ ବଡ ଅଭିନେତାଙ୍କ ସହିତ ଚଳଚିତ୍ରରେ ଅଭିନୟ କରିଥିଲେ । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ମାଧୁରୀ ୧୯୮୮ରେ ବଲିଉଡ ଚଳଚିତ୍ର “ଅବୋଧ” ତାଙ୍କର ପ୍ରଥମ ଚଳଚିତ୍ର ଥିଲା । ସୁନ୍ଦର ଅଭିନୟ କରୁଥିବା ଯୋଗୁଁ ଅଭିନେତ୍ରୀ ମାନଙ୍କ ମଧ୍ୟରେ ମାଧୁରୀଙ୍କ ସୂଚୀ ପ୍ରଥମ ସ୍ଥାନରେ ଆସିଥାଏ । ମାଧୁରୀଙ୍କ ସୁନ୍ଦରତା ବର୍ତ୍ତମାନ ମଧ୍ୟ ଅଧିକାଂଶ ଲୋକମାନେ ତାଙ୍କୁ ଭଲ ପାଉଛନ୍ତି । ଆଜି ଆମେ ଆପଣଙ୍କୁ ମାଧୁରୀ ଦୀକ୍ଷିତଙ୍କ ପୁଅଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ କେବେ ବି ବୋଧ ହୁଏ ଦେଖିନଥିବେ ।

ମାଧୁରୀ ଦୀକ୍ଷିତ ୧୭ ଅକ୍ଟବୋର ୧୯୯୯ରେ ଆମେରିକାର ଡାକ୍ତର ଶ୍ରୀରାମ ନେନେ ସହିତ ବିବାହ କରିଥିଲେ । ବିବାହ ହେବା ପରେ ମାଧୁରୀ ଅନେକ ଲୋକଙ୍କ ହୃଦୟକୁ ଆଘାତ ଦେଇ, ଆମେରିକାକୁ ଚାଲି ଯାଇଥିଲେ । ସେ ଆମେରିକାକୁ ଚାଲିଯିବା ଫଳରେ ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ହୃଦୟ ଦୁଃଖରେ ଭାରି ଯାଇଥିଲା ।

ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ମାଧୁରୀ ଓ ସ୍ୱାମୀ ନେନେଙ୍କୁ ଦୁଇଟି ପୁଅ ରହିଛନ୍ତି । ସେହି ଦୁହେଁଙ୍କ ନାମ ହେଉଛି ନାଏନ ନେନେ ଓ ଏରେନ ନେନେ ଅଟେ । ମାଧୁରୀ ଦୀକ୍ଷିତଙ୍କ ପୁଅ ଏରେନ ୧୪ବର୍ଷର ଅଟନ୍ତି । ସେହିଭଳି ରାଏନ ୧୬ ବର୍ଷର ହୋଇଗଲେ । ମାଧୁରୀଙ୍କ ଦୁଇ ପୁଅ ବହୁତ ସୁନ୍ଦର ଅଟନ୍ତି । ମାଧୁରୀଙ୍କ ଛୋଟ ପୁଅ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଅଟନ୍ତି । ମାଧୁରୀ ଦୀକ୍ଷିତଙ୍କ ପିଲାମାନେ ଅଧିକାଂଶ ସମୟରେ ନିଜ ମା’ ବାପାଙ୍କ ସହ ଦେଖା ଯାଇଥାନ୍ତି ।

ବର୍ତ୍ତମାନ ମାଧୁରୀ ଦୀକ୍ଷିତଙ୍କ ଦୁଇ ପୁଅ ଏବେ ଆମେରିକାର ଗୋଟିଏ ବିଦ୍ୟାଳୟରେ ପଢୁଛନ୍ତି । କଣ ମାଧୁରୀ ଦୀକ୍ଷିତଙ୍କ ପୁଅମାନେ ବଡ଼ ହୋଇ ବଲିଉଡରେ ଡେବ୍ୟୁ କରିବେ ? ଏହା ଆଉ କିଛି ଦିନ ପରେ ହିଁ ସାମ୍ନାକୁ ଆସିପାରେ । କାରଣ ବଲିଉଡରେ ଏଣ୍ଟ୍ରି ହେବା ଆଗରୁ ସେମାନେ ସବୁ ପ୍ରକାରର ପ୍ରଶିକ୍ଷଣ ନେଇଥାନ୍ତି, ଯେପରିକି ନାଚିବା, ଅଭିନୟ କରିବା ଇତ୍ୟାଦି ତାହା ପରେ ସେମାନେ ଚଳଚିତ୍ରରେ ଅଭିନୟ କରିବାକୁ ପ୍ରସ୍ତୁତ ହୋଇଯାନ୍ତି ।

ଆଶା କରୁଛି ଏହି ଅନୁଛେଦଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଏହିପରି ଖବର ପାଇବା ପାଇଁ Follow କରନ୍ତୁ ଅର୍ଥବା pageକୁ like କରନ୍ତୁ !