ମଧୁମେହ ରୋଗରୁ ୪୮ ଘଣ୍ଟା ଭିତରେ ନିସ୍ତାର ପାଇବେ !! ଆସନ୍ତୁ ଜାଣିବା

Spread the love

ପିଆଜ ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ଏହା କୌଣସି ଅମୃତଠାରୁ କମ ନୁହେଁ । ପିଆଜ ରେ ବହୁତ ମାତ୍ରାରେ ଭିଟାମିନ ବି, ବି୬, ସି, ବି-କମ୍ପ୍ଲେକ୍ସ ପାଇଥାଉ । ପିଆଜ ରେ ଲୌହ, ଫୋଲେଟ ଓ ପୋଟେସିୟମ୍ ଭଳି ଖଣିଜ ମଧ୍ୟ ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ । କଞ୍ଚା ପିଆଜ କୁ ବ୍ୟବହାର କରିବାପାଇଁ ଅନେକ ଉପାୟ ଥାଏ । କେତେକ ଲୋକ ଏହାକୁ ସଲାଡ଼ ରେ ଖାଇବାକୁ ପସନ୍ଦ କରନ୍ତି, କେତେକ ଲୋକ କେବଳ କଞ୍ଚା ପିଆଜ କୁ ଖାଇବାକୁ ଓ ଆଉ କେତେକ ପିଆଜ କୁ ପୋଡ଼ି ଖାଇବାକୁ ପସନ୍ଦ କରିଥାନ୍ତି ।

କଞ୍ଚା ପିଆଜ ଖାଇଲେ କେଉଁ କେଉଁ ଉପକାର ମିଳିଥାଏ ସେ ବିଷୟରେ ସମ୍ପୁର୍ଣରୂପେ ଜାଣିବା ।

୧) କଞ୍ଚା ପିଆଜର ବ୍ୟବହାରରେ କେଶ ବହୁତ ଘନ ଓ ଲମ୍ବା ହୋଇଥାଏ ।

୨) କଞ୍ଚା ପିଆଜର ବ୍ୟବହାରରେ ରକ୍ତର ଶର୍କରା ନିୟନ୍ତ୍ରଣ କରିବାକୁ କାମରେ ଆସିଥାଏ । ମଧୁମେହ ର ରୋଗୀଙ୍କ ପାଇଁ ଏହା ବହୁତ ଉପକାରୀ ଅଟେ । ଦୁଇ ଦିନ ପିଆଜ ର ଜୁସ୍ ପିଇଲେ ମଧୁମେହ ସମୂଳେ ନଷ୍ଟ ହୋଇଯିବ ।

୩) ପିଆଜ ରେ କିଛି ଏଭଳି ତତ୍ୱ ଉପସ୍ଥିତ ଥାଏ ଯାହାକି କ୍ୟାନ୍ସର ଠାରୁ ଆମକୁ ଦୁରେଇ ରଖିବାରେ ସହାୟତା ହୋଇଥାଏ ।

୪) କଞ୍ଚା ପିଆଜ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

୫) ପିଆଜ ରେ ଉପସ୍ଥିତ ଭିଟାମିନ ସି ଓ କ୍ୟାଲସିୟମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

୬) ରକ୍ତସ୍ରାବ ରୁ ମୁକ୍ତି କରିଥାଏ – ନାକରୁ ଯଦି ରକ୍ତ ବାହାରିଥାଏ ତେବେ ତୁରନ୍ତ ଗୋଟିଏ କଞ୍ଚା ପିଆଜ କୁ କାଟି ଶୁଙ୍ଘିବା ଉଚିତ । ଆପଣଙ୍କୁ ଯଦି ଅର୍ଶର ସମସ୍ୟା ଥାଏ, ତେବେ ଧଳା ପିଆଜ ଖାଇବା ଆରମ୍ଭ କରିଦିଅନ୍ତୁ ।

୭) ମଧୁମେହକୁ ନିୟନ୍ତ୍ରଣ କରିଥାଏ – ପ୍ରତ୍ୟେକ ଦିନ ପିଆଜ ଖାଇଲେ ଇନସୁଲିନ୍ ସୃଷ୍ଟି ହୋଇଥାଏ । ଯଦି ଆପଣ ମଧୁମେହ ରୋଗୀ ତେବେ ଆପଣ ପିଆଜ କୁ ସଲାଡ଼ ରୂପେ ଖାଇପାରିବେ ।

୮) ହୃଦୟ ସମ୍ବନ୍ଧୀୟ ବେମାର ଠିକ୍ କରିଥାଏ – କଞ୍ଚା ପିଆଜ ରକ୍ତର ଚାପକୁ ନିୟନ୍ତ୍ରଣ କରିଥାଏ । ଏଥିରେ ମିଥାଇଲ୍ ସଲଫାଇଡ଼ ଓ ଏମିନୋ ଏସିଡ଼ ଥାଏ । ଏଥିପାଇଁ ଏହା କଲେଷ୍ଟ୍ରଲ କୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ଓ ହୃଦୟକୁ ବେମାର ମାନଙ୍କଠାରୁ ଦୁରେଇ ରଖିଥାଏ ।

୯) ଏନିମିଆ କୁ ଠିକ୍ କରେ – ପ୍ରତ୍ୟେକ ଦିନ ପିଆଜ ଖାଇଲେ କମ ରକ୍ତର ସମସ୍ୟା ଦୂର ହୋଇଥାଏ ।