ମାଛ ଓ ମାଂସ ସହ ଦହି ଖାଇବା ଉଚିତ ନୁହେଁ : କାହିଁକି ? ଆସନ୍ତୁ ଜାଣିବ

Spread the love

ବ୍ୟସ୍ତବହୁଳ ଜୀବନରେ ସମସ୍ତ ମନୁଷ୍ୟ ନିଜ ନିଜ କର୍ମରେ ବ୍ୟସ୍ତ । ମନୁଷ୍ୟ ନିଜ ଦୈନନ୍ଦିନ କାର୍ଯ୍ୟରେ ଏତେ ବ୍ୟସ୍ତ ଯେ ସେମାନେ ନିଜ ଖାଦ୍ୟପେୟକୁ ମଧ୍ୟ ଭୁଲି ଯାଆନ୍ତି, ଯାହାଫଳରେ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଆଜି ଆମେ ଏମିତି କିଛି ଖାଦ୍ୟ ସମ୍ପର୍କରେ କହିବାକୁ ଯାଉଛୁ ଯାହା ଭକ୍ଷଣ କରିବା ଦ୍ୱାରା ଆମକୁ ବିଭିନ୍ନ ରୋଗର ଶିକାର ହେବାକୁ ପଡୁଛି । ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପାଇଁ ସମସ୍ତେ ଇଛା କରନ୍ତି, ବିଶେଷତଃ ଅଧିକାଂଶ ଲୋକେ ଆମିଷ ଭକ୍ଷଙ୍କୁ ପସନ୍ଦ କରନ୍ତି ! ତେବେ ଆସନ୍ତୁ ଜାଣିବା ସେହି ପରି କିଛି :

ଦହି ସମସ୍ତଙ୍କ ପ୍ରିୟ ଏବଂ ସ୍ୱଦ୍ଧିଷ୍ଟ ମଧ୍ୟ । ଅଧିକାଂଶ ଲୋକ ଦହିକୁ ମଧ୍ୟହ୍ଣ ଭୋଜନରେ ଖାଇଥାନ୍ତି । ସ୍ୱାସ୍ଥ୍ୟ ପକ୍ଷେ ହିତକର ମଧ୍ୟ । କିନ୍ତୁ ଆପଣ ସମସ୍ତେ ଟିକେନିକ୍ଷେ ଜାଣିଥିବେ ଆମିଷ ଭକ୍ଷଣରେ ସମୟରେ ଦହି ଖାଇବା ଅନୁଚିତ ।

ଦହି ଏକ ଶିତଳିକାରଣ ଖାଦ୍ୟ ଏବଂ ମାଂସ ଶୀତଳିକାରଣ ନୁହେଁ । ମାଂସ ସହ ଦହି ଖାଇବା ଦ୍ୱାରା ଆମକୁ ଶ୍ବେତ ରକ୍ତ କଣିକା ବୃଦ୍ଧି ଜନିତ ରୋଗ (Leukoderma) ହୋଇପାରେ । Leukoderma ଏହି ରୋଗ ହେବ ଦ୍ୱାରା ପୁରା ଶରୀରରେ ଧଳା ଚିହ୍ନ ବା ଧଳା ଛଉ ହେବ ଏବଂ ଆମ ଶରୀର ଅବର୍ଣ୍ଣିୟା ବା ଅସୁନ୍ଦର ଦେଖାଯିବା ।

କେବଳ ମାଂସ ନୁହେଁ ମାଛ ସହ ମଧ୍ୟ ଦହି ଖାଇବା ଅନୁଚିତ । ଆମିଷ ଖାଇବା ପୂର୍ବରୁ ହେଉ ବା ଖାଇବା ପରେ ଦହି ଖାଇବା ଅନୁଚତ । ଏହା ଦ୍ୱାରା ଆମ ଶରୀରର ଆନେକ କ୍ଷତି ହୋଇଥାଏ । ଏହା ସଂଗେ ସଂଗେ ଉପକାରୀ ଅଣୁଜୀବ ଗୁଡିକ ମୃତବରଣ କରନ୍ତି ଏବଂ ଆମକୁ ଅନେକ ରୋଗ ହୋଇଥାଏ । ଆମ ଶରୀର ଯତ୍ନ ଆମକୁ ହିଁ ନେବାକୁ ହେବ ଅର୍ଥାତ ଶରୀରକୁ ସୁସୁସ୍ଥ ରଖିବା ପାଇଁ ଆମ୍ଭେମାନେ ପୂର୍ବରୁ ସର୍ତକ ହୋଇରହିବ ଆମ ପାଇଁ ଭଲ !

ଅନୁଛେଦଟି କିପରି ଲାଗିଲା comment କରି ଜଣାନ୍ତୁ ଏବଂ ସେୟାର କରି ଅନ୍ୟକୁ ଜଣାନ୍ତୁ । !!ନମସ୍କାର !!