ଜୁନ ମାସର ଶେଷରେ ଖୁସି ଖବର ଶୁଣିବା ପାଇଁ ପ୍ରସ୍ତୁତ ରୁହନ୍ତୁ । ଏହି ୬ଟି ରାଶି ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବା ।

Spread the love

ସେହି ଲୋକମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ଯେଉଁମାନଙ୍କ ଉପରେ ମା, ଲଷ୍ମୀଙ୍କ ଆଶୀର୍ବାଦ ଥାଏ । ଆପଣ ସମସ୍ତେ ଜାଣନ୍ତି ମା ଲଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ଯେତେବେଳେ ମଧ୍ୟ ଜୀବନରେ ଟଙ୍କାର ଆବଶ୍ୟକ ହୋଇଥାଏ, ଆମେ ସର୍ବ ପ୍ରଥମେ ମାଆ ଲାଷ୍ମୀଙ୍କୁ ସ୍ମରଣ କରିଥାଉ । ଶୁକ୍ର ଓ ଲଷ୍ମୀ ମାଆଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଅଛି । ତେଣୁ ଶୁକ୍ରବାର ଦିନରେ ଲଷ୍ମୀଙ୍କ ପୂଜା କରିବା ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ । କୁହାଯାଇଛି ଦକ୍ଷିଣ ମୁଖୀ ଶଙ୍ଖ, ପାରଦ ଲକ୍ଷ୍ମୀ ପ୍ରତିମା, କଉଡ଼ି, ମା ଲକ୍ଷ୍ମୀଙ୍କ ଚରଣ ପାଦୁକା, କୁବେର ପ୍ରତିମା ଓ ଶ୍ରୀଯନ୍ତ୍ର ପରି କିଛି ଜିନିଷ ଅଛି, ଯାହା ମାତା ଲକ୍ଷ୍ମୀଙ୍କ ଧ୍ୟାନ ଆକର୍ଷଣ କରାଇଥାଏ । ଏହି ଜିନିଷ ଗୁଡିକରୁ କୌଣସିଟି ମଧ୍ୟ ଆପଣ ନିଜ ଘରେ ରଖନ୍ତି; ତେବେ ଆପଣଙ୍କୁ ଧନର ଅଭାବ ହେବ ନାହିଁ । ଏହି ମାସ ଶେଷରେ ଏହି ୬ଟି ରାଶି ଉପରେ ନିଜର କୃପା ବର୍ଷଣ କରିବେ । ଜାଣନ୍ତୁ ସେହି ରାଶି ଗୁଡିକ ମଧ୍ୟରେ ଆପଣଙ୍କ ରାଶି ନାହିଁ ତ ?

ମେଷ :

ମାଆ ଲକ୍ଷ୍ମୀଙ୍କ କୃପାରେ ଏହି ମାସର ଶେଷରେ ଚାକିରୀ ଓ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସମାଚାର ମିଳିବ । ଅଟକି ରହି ଯାଇଥିବା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଯିବ । ମନ ପ୍ରସନ୍ନ ଓ ସକାରାତ୍ମକ ରହିବ । ବ୍ୟବସାୟରେ ନିବେଶ ବଢିବାର ସମ୍ଭାବନା ରହିଛି । କୌଣସି ସ୍ଥାନରୁ ହଠାତ୍ ଟଙ୍କା ମିଳିପାରେ ।

ମିଥୁନ :

ଚାକିରୀ କରୁଥିବା ଲୋକ କିମ୍ବା ବ୍ୟବସାୟୀଙ୍କ ପାଇଁ ଶୁଭ ଅଟେ । ଅଟକି ରହିଯାଇଥିବା ଟଙ୍କା ମାସର ଶେଷରେ ଆପଣଙ୍କୁ ମିଳି ଯାଇପାରିବ । ଦୂରରେ ଥିବା ବ୍ୟକ୍ତିଙ୍କ ଦ୍ୱାରା ସାହାଯ୍ୟ ମିଳିପାରିବ । ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣ ଭାବିଥିବା କାର୍ଯ୍ୟ ସମ୍ପନ୍ନ ହୋଇଯିବ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ ।

କର୍କଟ :

ଚାକିରୀ ଓ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । ଚାକିରୀରେ ପ୍ରମୋସନ୍ ଓ ସମାଜରେ ମାନ ସମ୍ମାନ ମିଳିବାର ଆଶଙ୍କା ରହିଛି । ନୂଆ ପ୍ରୋଜେକ୍ଟ ଯଦି କିଛି ଆରମ୍ଭ କରିଛନ୍ତି; ତାହା ସଫଳ ରୂପରେ ସମ୍ପର୍ଣ୍ଣ ହୋଇଯିବ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆପଣ ସଫଳ ହୋଇପାରିବେ । ଶତ୍ରୁ ଉପରେ ଜୟ ଲାଭ କରିବେ । ନିଜ ସନ୍ତାନମାନଙ୍କ ଠାରୁ ମାସର ଶେଷରେ କିଛି ଶୁଭ ଖବର ପାଇବେ ।

କନ୍ୟା :

ପରିଶ୍ରମ ପୂର୍ବ ଅପେକ୍ଷା ବଢିଯିବ ଯାହା ଫଳରେ ଆପଣ ସଫଳତା ନିଶ୍ଚିନ୍ତ ମିଳିବ । ମାନ ସମ୍ମାନ ବୃଦ୍ଧି ହେବ । ଘରକୁ ହଠାତ୍ ଆସିଥିବା ଅତିଥି ଆପଣଙ୍କୁ କିଛି ଖୁସି ଖବର ଦେଇପାରନ୍ତି । ବଡମାନଙ୍କ ଆଶୀର୍ବାଦରୁ ସୁଫଳ ମିଳିବ । ସମ୍ପତି ସମ୍ଭାନ୍ଧିତ ସମସ୍ୟା ଦୂର ହୋଇଯିବ ।ସାଙ୍ଗମାନଙ୍କ ସହଯୋଗ ମିଳି ପାରିବ । ପ୍ରେମ ସମ୍ପର୍କ ଭଲ ରହିବ । ଅଯଥା ବିବାଦରୁ ଦୁରେଇ ରୁହନ୍ତୁ ।

ଧନୁ :

ଏହି ରାଶିର ଲୋକମାନେ ନିଜ ସମ୍ପର୍କୀୟ ବା କୌଣସି ଚିହ୍ନା ଲୋକଙ୍କ ମାଧ୍ୟମରେ ଧନ ଲାଭର ଆନନ୍ଦ ଉଠାଇ ପାରିବେ । ଏମାନଙ୍କ ଠାରୁ ଆପଣଙ୍କୁ କୌଣସି ବଡ଼ ପୁରସ୍କାର ମିଳି ପାରିବ ନଚେତ ଏମାନଙ୍କ କାରଣରୁ ଆପଣଙ୍କୁ କିଛି ଏଭଳି କାମ କରିବ ସୁଯୋଗ ମିଳିବ, ଯାହାଦ୍ୱାରା ଆପଣ ନିଜ ଭାଗ୍ୟକୁ ପରିବର୍ତ୍ତନ କରିପାରିବ ।

ମକର :

ଚାକିରୀ ଓ ବ୍ୟବସାୟାରେ ପଦୋନ୍ନତି ମିଳିବ । ଜମିବାଡ଼ି ସମ୍ଭାନ୍ଧିତ କିଛି ଖବର ନଜରକୁ ଆସିପାରେ । ସ୍ୱାସ୍ଥ୍ୟ ଠିକ ରହିବ । ଆପଣ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚେଷ୍ଠା କରି ପାରନ୍ତି । ପୁରୁଣା ବିବାଦର ଅନ୍ତ କରିବା ପାଇଁ ଚେଷ୍ଠା କରିବେ ଓ ସଫଳ ମଧ୍ୟ ହେବେ । ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ୍ କୌଣସି କାମ ବିଗିଡି ଯାଇପାରେ । ବିବାହିତ ବ୍ୟକ୍ତିଙ୍କ ପାଇଁ ଖୁସିର ସମୟ । ଅବିବାହିତ ମାନଙ୍କ ବିବାହ ଯୋଗ ରହିଛି ।