ମା’ ହେବା ପାଇଁ ଯୁବତୀ ସବୁ ସୀମା ପାର କରିଦେଲେ ! ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ …

Spread the love

ଫିରୋଜପୁର : ପିଲାକୁ ଅପହରଣ କରି ଦିଲ୍ଲୀରୁ ଫିରୋଜପୁର ନେଇ ଯାଇଥିଲେ ଓ ଅନ୍ୟ ଏକ ବ୍ୟକ୍ତିଙ୍କ ପାଖରେ ଛାଡି ଆସିଥିଲେ । ସେ ସେହି ବ୍ୟକ୍ତି ସହ ସଂସାର ଗଢିବାକୁ ଚାହୁଁଥିଲା । ଏବେ ପର୍ଯ୍ୟନ୍ତ ପୋଲିସ ପଚରା ଉଚରାରେ ପିଲାର କିଣା ବିକା ଉପରେ କିଛି ତଥ୍ୟ ସାମନା କୁ ଆସିନାହିଁ । ସଂସଦର ସଂସଦ ମାର୍ଗ ପୋଲିସ ଷ୍ଟେସନ ଏକ ୯ ମାସର ପିଲାକୁ ଗୋଟିଏ ଖୁସିଭରା ପରିବାରକୁ ଦେଇଦେଇଛି । ପଞ୍ଜାବର ପୋଲିସ ଫିରୋଜପୁର ନିବାସୀ ଏକ ମହିଳା ଓ ଏକ ବ୍ୟକ୍ତିଙ୍କୁ ଗିରଫ କରିଛି ।

ଫିରୋଜପୁର ନେଇଯାଇ ଥିଲେ ଯୁବତୀ :

ପରିବାର ଲୋକ କହିଲେ ଯେ, ପ୍ରଥମ ଥର ମହିଳା ଓ ତାଙ୍କ ସହ ବ୍ୟକ୍ତି ଜଣକ ବହୁତ ଦିନ ପର୍ଯ୍ୟନ୍ତ ପିଲାଟିକୁ ଖୋଜିଥିଲେ । ଏହା ପରେ ପାର୍ଲିଆମେଣ୍ଟ ଷ୍ଟ୍ରିଟ ଥାନାର ପୋଲିସକୁ ଅଭିଯୋଗ କରିଥିଲେ । ୧ ଜାନୁଆରୀରେ ଏହି ଘଟଣା ନେଇ ଥାନାରେ ମାମଲା ରୁଜ୍ଜ କରିଥିଲେ । ପୋଲିସ ଟିମ ପାର୍ଲିଆମେଣ୍ଟ ଷ୍ଟ୍ରିଟ ପୋଲିସ ଷ୍ଟେସନର ନେତୃତ୍ୱରେ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଥିଲା । ଯାଞ୍ଚରେ ପୋଲିସକୁ ଜଣା ପଡିଥିଲା ଯେ ଯୁବତୀ ପିଲାଟିକୁ ପଞ୍ଜାବର ଫିରୋଜପୁର ନେଇ ଯାଇଥିଲା । ପୋଲିସ ୪ ଜାନୁଆରୀ ଦିନ ଆରକେ (RK) ଆଶ୍ରମ ମେଟ୍ରୋ ଷ୍ଟେସନରୁ ଯୁବତୀଙ୍କୁ ଗିରଫ କରିଥିଲା । ଯୁବତୀ ପିଲାଟିର ଅପହରଣ କଥା ସ୍ଵୀକାର କରିଥିଲେ ।

ମିଶିବାକୁ ଆସୁଥିଲା ଯୁବତୀ :

ପ୍ରାପ୍ତ ସୂଚନା ଅନୁଯାୟୀ, ପିଡ଼ିତାଙ୍କ ଏକମାତ୍ର ପୁଅ ୯ ମାସର ଅଟେ । ପୋଲିସର କହିବା ଅନୁଯାୟୀ ପୀଡିତ ମହିଳା ବଙ୍ଗଳା ସାହିବ ଗୁରୁଦେବ ନିଜର ସ୍ୱାମୀ, ୭ ବର୍ଷର ଝିଅ ଓ ୯ ମାସର ପୁଅ ଅମନ ସହିତ ରହୁଛନ୍ତି । ଡ଼ିସେମ୍ବର ମାସର ଶେଷରେ ଯୁବତୀ ଅମନ କୁ ଖୁଆଇବା ଆରମ୍ଭ କରିଥିଲା ଓ ମୌକ ଦେଖି ପୁଅକୁ ଧରି ଫେରାର ହୋଇ ଯାଇଥିଲା । ତାହାର ସ୍ୱାମୀ ମୂଲିଆ କାମ କରୁଥିଲା । ମହିଳା ଗୋଟିଏ ଯୁବତୀଙ୍କୁ ମିଶିବାକୁ ଆସିଥିଲେ ।