8 ରେ ଚନ୍ଦ୍ର ଗ୍ରହଣ – 4 ଟି ରାଶିକୁ ମହା ବିପଦ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ଚନ୍ଦ୍ର ଗ୍ରହଣ ସମ୍ମନ୍ଧିୟ ସଂମ୍ପର୍ଣ୍ଣ ବିଷୟ ଉପରେ ଜାଣିବା । 2022 ବର୍ଷ ନଭେମ୍ବର ମାସ 8 ତାରିଖ ମଙ୍ଗଳବାର ତେବେ ମହା ଆକାଶରେ ଅନ୍ତିମ ଚନ୍ଦ୍ର ଗ୍ରହଣ ଲାଗିବା ପାଇଁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ଅନ୍ତିମ ଚନ୍ଦ୍ର ଗ୍ରହଣ ଅଟେ । ଏହି ଚନ୍ଦ୍ର ଗ୍ରହଣ ଏକ ଲମ୍ବା ଚନ୍ଦ୍ର ଗ୍ରହଣ ମଧ୍ୟ ହେବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ଭାରତ ସମେତ ଅନ୍ୟ ଦେଶରେ ମଧ୍ୟ ଦୃଶ୍ୟମାନ ହେବାକୁ ଯାଉଛି । ଏହା ସହିତ ଏହି ଚନ୍ଦ୍ର ଗ୍ରହଣ ଆମେରିକା , ଅଷ୍ଟେଲିଆ , ବ୍ରାଜିଲ , ପାକିସ୍ତାନ ଏବଂ ଆଫଗାନିସ୍ତାନ ଇଚ୍ୟାଦିରେ ଦୃଶ୍ୟମାନ ହେବ ।

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟ ରେ ଗ୍ରହ ଏବଂ ନକ୍ଷେତ୍ର ମାନଙ୍କ ଅବସ୍ଥାନରେ ଅନେକ ପରିବର୍ତନ ହୋଇଥାଏ । ତେବେ ଆସନ୍ତୁ ଏହି ପୋଷ୍ଟରେ ଆମେ ଜାଣିବା ଏହି ଗ୍ରହଣ ସଂମ୍ପର୍ଣ୍ଣ ବିବରଣି ବିଷୟ ରେ । ଯେତେ ବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ଙ୍କ ମଧ୍ୟରେ ପୃଥିବୀ ଆସିଯାଏ କିମ୍ବା ଯେତେ ବେଳେ ପୃଥିବୀର ଛାୟୀ ଚନ୍ଦ୍ରମା ଉପରେ ପଡିଥାଏ ତାହାକୁ ଚନ୍ଦ୍ର ଗ୍ରହଣ ବୋଲି କୁହାଯାଏ ।

Lunar eclipse

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ର ଗ୍ରହଣ ସମୟ ରେ ଗ୍ରହ ଏବଂ ନକ୍ଷେତ୍ର ମାନଙ୍କ ଅବସ୍ଥାନରେ ବଡ ପରିବର୍ତନ ଦେଖିବାକୁ ମିଳେ । ତେବେ ଚନ୍ଦ୍ର ଗ୍ରହଣ 8 ନଭେମ୍ବର ମଙ୍ଗଳବାର ଅର୍ଥାତ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ବର୍ଷର ଅନ୍ତମ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଛି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର 15 ଦିନ ପରେ ଚନ୍ଦ୍ର ଗ୍ରହଣ ଲାଗିବ । ତେବେ ପଣ୍ଡିତ ମାନଙ୍କ ମତ ଅନୁସାରେ ଚଳିତ ବର୍ଷ ନଭେମ୍ବର 7 ରେ ଦେବଦୀପା ବଳି ପାଳନ କରାଯିବ ।

ତେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମୁନୁଶ୍ୟ ମାନଙ୍କ ଭଳି ପିତୃ ପୁରୁଷ ଙ୍କ ଉଦ୍ଧେଶ୍ୟ ରେ ତିନିଦିନ ଦୀପ ଦାନ କରିଥାନ୍ତି । ତେବେ ମାର୍ଗଶୀର କୃଷ୍ଣ ଚତୁର୍ଦଶନୀ ଦିନ ଅଦିତି କଶ୍ୟପ ଙ୍କ ଉଦ୍ଧେଶ୍ୟରେ ଅମାବାସ୍ୟା ଦିନ ଦଶରଥ ଅହଲ୍ୟା ଙ୍କ ଉଦ୍ଧେଶ୍ୟ ରେ ପ୍ରତିପଦା ଦିନ ବାଶୁକୀ , ଦେବକୀ , ନନ୍ଦ , ଯୋଶାଦା , ଇନ୍ଦ୍ରଦୈମ୍ନ ଏବଂ ଗୁଣ୍ଡିଚା ଦେବି ଙ୍କ ଉଦ୍ଧେଶ୍ୟ ରେ ପ୍ରଦୀପ ଉର୍ସର୍ଗ କରାଯାଏ । ଏହି ଦିନ ରେ ଶ୍ରଦ୍ଧ ଏବଂ ତର୍ପଣ ଆଦି କରୁଥିବା ହେତୁ ଏହାକୁ ଦେବ ଦୀପାବଳି ବୋଲି କୁହାଯାଏ ।

ଶ୍ରୀ ଜଗନ୍ନାଥ ଙ୍କ ପିତା ମାତା ଯଥା ପିତା ମାତା ପୂର୍ବକ ସେ ଶ୍ରାଦ୍ଧ ଉତ୍ସବ ପାଳନ କରନ୍ତି ତେବେ ଆସନ୍ତୁ ଜାଣିନେବା ଚନ୍ଦ୍ର ଗ୍ରହଣ ର ସମୟ ବିଷୟ ରେ 2022 ବର୍ଷର ଦ୍ୱତୀୟ ଏବଂ ଶେଷ ଚନ୍ଦ୍ର ଗ୍ରହଣ ଭାରତ ରେ ଦୃଶ୍ୟମାନ ହେବ ଏହାର ସମୟ ନବେମ୍ବର 8 ରାତି 1.32 ରୁ ସଂନ୍ଧ୍ୟା 7 ଟା 27 ମିନିଟ ପର୍ଯ୍ୟନ୍ତ ରହିବ ।

ସେମିତି ରେ ଜ୍ୟୋତିଶ ମାନଙ୍କ ମତରେ ଏହି ସମୟ ରେ କୈଣସି ବି ବ୍ୟକ୍ତି ଶୟନ କରନ୍ତି ତେବେ ସେହି ବ୍ୟକ୍ତି ଙ୍କୁ ଭୟଙ୍କର ରୋଗ ହୋଇଥାଏ । କାରଣ ଚନ୍ଦ୍ରଦେବ ଉର୍ଜାର ପ୍ରତିକ ଅଟନ୍ତି ତେବେ ସେହି ସମୟ ରେ ଗ୍ରହଣ ଲାଗିଲେ ଆମ ଶରୀର ରେ ସାକାରାତ୍ମକ ଉର୍ଜା ବଦଳରେ ନାକାରାତ୍ମକ ଉର୍ଜା ପ୍ରଭାବିତ ହୁଏ । ସେହିଥି ପାଇଁ ଅନେକ ରୋଗ ମଧ୍ୟ ହୋଇଥାଏ । କହିବାର ମାନେ ଏହି ପରି ଲୋକ ମାନେ ଆଧ୍ୟାତ୍ମିକ ଉନ୍ନତି କରିପାରନ୍ତି ନାହିଁ ।

ସେହି ପରି ବନ୍ଧୁଗଣ ଗ୍ରହଣ ଲାଗିବା ବେଳେ ଆପଣ ମାନେ ଖାଦ୍ୟରେ ତୁଳସୀ ପତ୍ର ପକେଇ ଦିଅନ୍ତୁ । ସେହିପରି ଗର୍ଭବତୀ ମହିଳା ମାନଙ୍କୁ ଏହି ସମୟ ରେ ବିଶେଷ ସାବଧାନ ରହିବାକୁ ପଡିବ । ଏହି ପରି ବେଳେ ଗର୍ଭବତୀ ମହିଳା ମାନେ ଗୋଟିଏ ଜାଗାରେ ବସିକି ରହିବା ଉଚିତ ଅଟେ । ଏହା ସହିତ ଯେଉଁ ବ୍ୟକ୍ତି ମାନେ ଚାହୁଁଛନ୍ତି ସେମାନଙ୍କ ଉପରେ ଏହି ଗ୍ରହଣ ର ମୋଟେ ବି ପ୍ରଭାବ ନପଡୁ ତେବେ ସେମାନେ ସେହି ମୟ ରେ ହନୁମାନ ଚାଳିଶା ର ପାଠ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *