ଭାଗ୍ୟଶାଳୀ ନାରୀ ଦିଏ ଏହି 3ଟି ଖରାପ ଇଶାରା ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନୀତି ଶାସ୍ତ୍ର ଅନୁସାରେ ,ଏପରି ମହିଳା ମାନଙ୍କ ବିଷୟ ରେ ଜଣାଇବୁ ଯାହାକି ଆପଣ ମାନେ ଯଦି ଏପରି ମହିଳା ମାନଙ୍କୁ ଆପଣ ଙ୍କ ର ଜୀବନ ସାଥୀ ରୂପରେ ପାଆନ୍ତି ତେବେ ଆପଣ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ସୂଚନା ପାଇବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଜଣେ ବହୁତ ବଡ ଜ୍ଞାନୀ ମହା ପୁରୁଷ ସେ ତାଙ୍କ ଦ୍ୱାରା ରଚିତ କରାଯାଇଥିବା ନୀତି ଶାସ୍ତ୍ର ରେ ସେ ଏପରି କିଛି ନିତି ବାଣୀ ବିଷୟ ରେ ସବୁ ବର୍ଣ୍ଣନା କରିଯାଇଛନ୍ତି , ଯାହାକି ମଣିଷ ସମାଜ ସେହି କଥା କୁ ପାଳନ କରିବା ଦ୍ୱାରା ସେ ତାର ଜୀବନ ରେ କେବେ କୈଣସି ସମସ୍ୟା ର ସମ୍ମୁଖୀନ କରି ନଥାଏ ।

Chanakya

ତେବେ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ରେ ପ୍ରଥମ ଅଧ୍ୟାୟ ରେ କୁହାଯାଇଥିବା କିଛି ଏପରି ମହିଳା ମାନଙ୍କ ବିଷୟ ରେ ଜଣାଇବୁ ଯାହାକୁ ଆପଣ ମାନେ ଯଦି ଏପରି ମହିଳା ମାନଙ୍କୁ ନିଜର ଜୀବନ ରେ ପ୍ରାପ୍ତ କରନ୍ତି , ତେବେ ଆପଣ ବହୁତ ନିଜକୁ ବହୁତ ଭାଗ୍ୟଶାଳୀ ମନେ କରିବେ ।

ତେବେ ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁସାରେ ସ୍ତ୍ରୀ ମାନେ ବହୁତ ନାଜୁକ ହୋଇଥାନ୍ତି । ସେମାନେ ପ୍ରତ୍ୟେକ କଥା କଥା ରେ କାନ୍ଦି ପକାଇଥାନ୍ତି , ତେବେ ତାହା ଖୁସି ହେଉ କି ଦୁଃଖ ହେଉ ତେବେ ଏଭଳି ମହିଳା ମାନେ କାହା ଠାରୁ କମ ହୋଇ ନଥାନ୍ତି । ତେବେ ଯେଉଁ ମହିଳା ମାନେ ଅଧିକ ପାଟି କରିଥାନ୍ତି ଏବଂ କାନ୍ଦୁ ଥିବା ମହିଳା ମାନଙ୍କ ର ଚରିତ୍ର ଟିକିଏ ନିଆରା ହୋଇଥାଏ , ତେବେ ଯେଉଁ ପୁରୁଷ ମାନଙ୍କ ର ଏପରି ମହିଳା ଙ୍କ ସହ ବିବାହ ହୋଇଥାଏ ସେମାନଙ୍କ ଭାଗ୍ୟ ଖୋଲିଯାଇଥାଏ ।

bhabi

ତେବେ ଆସନ୍ତୁ ଜାଣିବା ଏପରି ମହିଳା ମାନଙ୍କ ଠାରେ ଏପରି କେଉଁ ଗୁଣ ଦେଖିବାକୁ ମିଳିଥାଏ । ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯେଉଁ ମହିଳା ମାନେ କଥା କାଥା ରେ କାନ୍ଦି ପକାଇଥାନ୍ତି ସେମାନଙ୍କ ର ହୃଦୟ ବହୁତ କୋମଳ ହୋଇଥାଏ । ସେମାନେ କେବେ ହେଲେ ତାଙ୍କ ସ୍ୱାମୀ ଙ୍କୁ ନିଜ ଠାରୁ ଅଲଗା କରି ନଥାନ୍ତି ।

ଏବଂ ଏହା ସହ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯେଉଁ ମହିଳା ପ୍ରତ୍ୟେକ କଥା ରେ କାନ୍ଦି ଥାନ୍ତି , ସେମାନେ କେବେ ହେଲେ କାହା ମନରେ ଦୁଃଖ କଷ୍ଟ ଦେଇ ନଥାନ୍ତି । ସେମାନେ ସର୍ବଦା ଅନ୍ୟ ମାନଙ୍କ ର ଦୁଃଖ ଏବଂ କଷ୍ଟ କୁ ସମ୍ନା କରିଥାନ୍ତି , ସେମାନେ ଏହା ସହ କେବେ ହେଲେ କାହା ମନରେ ଦୁଃଖ ଦେଇ ନଥାନ୍ତି ଏବଂ ସେମାନେ କେବେ ହେଲେ ତାଙ୍କର ପରିବାର କୁ ନିଜ ଠାରୁ ଅଲଗା କରିବାକୁ ଚାହାନ୍ତି ନାହିଁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

G M

Leave a Reply

Your email address will not be published.

millionaire
ବିବିଧ

କୋଟିପତି ହେବା ଆଗରୁ ମିଳିଥାଏ ଏହି ୧ ସଂକେତ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସବୁ କାମ କରିବା ଦ୍ୱାରା ମାଁ ଲକ୍ଷ୍ମୀ ପ୍ରତ୍ସନ୍ନ ହୋଇଥାନ୍ତି । ମାଁ ଲକ୍ଷ୍ମୀଙ୍କୁ ପ୍ରତ୍ସନ୍ନ କରିବା ଦ୍ୱାରା ଅନେକ ନୀତି ନିୟମ ରହିଥାଏ । ଅନ୍ନପୂର୍ଣ୍ଣା ହେଉଛନ୍ତି ମାଁ ଲକ୍ଷ୍ମୀ । ହିନ୍ଦୁ ଧର୍ମରେ ମାଁ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାନ୍ୟତା ହିସାବରେ ଯେଉଁ ବ୍ୟକ୍ତିଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ବ୍ୟକ୍ତିର କେବେବି […]

ଅଧିକ ପଢ
ବିବିଧ

ଓଡ଼ିଶାକୁ ମାଡ଼ି ଆସୁଛି କି ବିପଦ ଓଡ଼ିଶାରେ ଦେଖା ଦେଲେ ଧଳା କାଉ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାକୁ ମାଡି ଆସୁଛି ବିପଦ । ଦେଖା ଦେଲାଣି ଧଳା କୂଆ । ସତ ହେବକି ମାଳିକା ବଚନ । ମାଡି ବସୁଛି ବଡ ବିପଦ । ସତ ହେବାକୁ ଯାଉଛି ଗୋଟି ଗୋଟି ମାଳିକାର ବାଣୀ । ଓଡିଶାକୁ ଆସିଛି ଧଳା କୂଆ । ମିଳିଛି ବିପଦର ସଙ୍କେତ । ଆପଣମାନେ କଳା କାଉ ସବୁବେଳେ ଦେଖିଥିବେ । ଓଡିଶାକୁ ଆସିଛି ଧଳା […]

ଅଧିକ ପଢ
ବିବିଧ

ଦୀର୍ଘ ୫୦୦ବର୍ଷ ପରେ ପ୍ରଭୁ ଭୋଳାନାଥ ହେଲେ ପ୍ରସନ ! ଆଜିଠାରୁ ଏହି ରାଶି ମାନଙ୍କୁ ମିଳିବ ପ୍ରଚୁର ଧନ..ଜାଣନ୍ତୁ କେଉଁ ରାଶି ଗୁଡିକ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଶି ନକ୍ଷତ୍ର ମନୁଷ୍ୟ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶି ନକ୍ଷତ୍ର ପାଇଁ ଆମ ଜୀବନର ଉଥାନ ପତନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ବହୁତ୍ ହିଁ ପ୍ରାଧାନ୍ୟ ଦିଆ ଯାଇଥାଏ । ସଂସାର ରେ ଜନ୍ମ ହୋଇଥିବା 12 ଗୋଟି ରାଶି ସହିତ ଜଡ଼ି ହୋଇ ରହିଥାଏ । ଏବଂ ଏହି […]

ଅଧିକ ପଢ