ଭଲ ପାଇଲା ଶା-ରୀ-ରିକ ସ-ମ୍ପ-ର୍କ ରଖିଲା, ପ୍ରେମିକା ବିବାହ କରିବାକୁ କହିବାରୁ, ଏମିତି କଲା ପ୍ରେମିକ…

boyfriend

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମେ ଆରମ୍ଭ ହୋଇଥିଲା ପ୍ରେମ ତା ପରେ ଚାଲିଲା କଥା ବାର୍ତ୍ତା । ଆଉ ପରେ ସଂମ୍ପର୍କ ଏତେ ନିର୍ବିଡ ହୋଇଗଲା ଯେ ଜଣେ ଅନ୍ୟ ଜଣଙ୍କୁ ଛାଡିକି ରହିବା କଷ୍ଟକର ହୋଇ ପଡିଲା । ପ୍ରେମିକ ଜଣଙ୍କ ବିବାହ ର ପ୍ରତିଶୃତି ଦେଇ ଶା-ରୀ-ରିକ ସଂ-ମ୍ପ-ର୍କ ମଧ୍ୟ ରଖିଲେ । ଆଉ ମହିଳା ଜଣଙ୍କ ସ୍ୱାମୀ ହାତ ଛାଡି ପ୍ରେମିକ ପାଖକୁ ଯିବା ପାଇଁ ଇଚ୍ଛା କରିଥିଲେ । ହେଲେ ପ୍ରେମିକ ତାଙ୍କୁ ନେବା ପାଇଁ ମନା କରି ଦେଇଥିଲା ।

ପାଖକୁ ସିନା ନେଲା ନାହିଁ ହେଲେ ପ୍ରେମିକା କୁ ସବୁ ଦିନ ପାଇଁ ଆର ପାରି କୁ ପଠେଇ ଦେଲା । ଏମିତି ଗୋଟେ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି ମୟୁରଭଞୀ ଜିଲ୍ଲା ବୈଶିଙ୍ଗା ଥାନା ନଡପୁର ଉପକଣ୍ଠ ନୂଆ ଗାଁ ରେ ମୃ-ତକ ଜଣଙ୍କ ହେଲେ ନୂଆ ଗାଁ ର ଗୋଲକ ମୁର୍ମୁ ଙ୍କ ସ୍ତ୍ରୀ ମାଳତୀ ମୁର୍ମୁ ସୂଚନା ଅନୁସାରେ ସେହି ଗାଁ ର ଜଣେ ଯୁବକ ଙ୍କ ସହିତ ମାଳତୀ ଙ୍କ ଅ-ନୈ-ତିକ ସଂ-ମ୍ପ-ର୍କ ରହିଥିଲା । ପରେ ସ୍ୱାମୀ ଗୋଲଖ ଏହି ବିଷୟ ରେ ଜାଣିବା ପରେ ମାଳତୀ ଙ୍କ ସହିତ 6 ବର୍ଷ ଅଲଗା ରହିଥିଲେ ।

ଏମିତି ରେ ମାଳତୀ ସେହି ଯୁବକ ଜଣଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲେ । ହେଲେ ଯୁବକ ଜଣଙ୍କ ମହିଳା ଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ । ପରେ ନିଶା ଶକ୍ତ ଅବସ୍ଥା ରେ ଆସି ମାଳତୀ ଙ୍କ ଯୈ-ନା-ଙ୍ଗ ରେ ରଡ୍ ପୁରେଇ ମାରି ଦେଇଥିଲା । ପରେ ମହିଳା ଙ୍କ ମୃ-ତ ଦେହ କୁ ଘୋଷାଡି ଆଣି ରାସ୍ତା ପାର୍ଶ୍ୱ ରେ ଫିଙ୍ଗି ଦେଇଥିଲା ବୋଲି ପୋଲିସ ଅନୁମାନ କରୁଛି ।

ତେବେ ମାଳତି ଙ୍କ ମୃ-ତ ଦେହ ରାସ୍ତା କଡରେ ପଡିଥିବାର ଦେଖି ସ୍ଥାନିୟ ଲୋକ ମାନେ ପୋଲସ କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳ ରେ ଜିଲ୍ଲା ଆରକ୍ଷ୍ୟକ ଅଦକ୍ଷ୍ୟ ଏସଡିପିଓ ଶବ ବେବଚ୍ଛେଦ ପାଇଁ ବାରିପଦା ବେରେଲ ହସ୍ପିଟାଲ କୁ ପଠେଇବା ସହିତ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ପୋଲିସ ପ୍ରେମିକ ବିଷୟ ରେ ଜାଣି ତାକୁ ଉଠେଇ ନେଇଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ର ସତ୍ୟତା ପଦାକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ