ମୋତେ ଭଲ ପାଉଥିଲା , ମୋ ଠୁ ଟଙ୍କା ନେଉଥିଲା ହେଲେ ତା ବେଷ୍ଟଫ୍ରେଣ୍ଡ ସହ ଶା-ରୀ-ରିକ ସ-ମ୍ପର୍କ ରଖୁଥିଲା ଜିଜ୍ଞାସା

dj a

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଫୋନ କଲେ ଘଣ୍ଟା ଘଣ୍ଟା ୱେଟିଂ ଆସୁଥିଲା ହେଲେ ମୋ ଫୋନ କୁ ରିସିଭ କରୁ ନଥିଲା । ଏକା ଜାଇ ରଶ୍ମି ସହିତ ରାତି ବିତାଉ ଥିଲା ତଥାପି ମୁଁ ତାକୁ ସବୁ ଥିରେ କ୍ଷେମା କଲି କାରଣ ମୁଁ ତାକୁ ବହୁତ ଭଲ ପାଏ । ମୁଁ ତା ରୁମ୍ ତଳେ ଥଣ୍ଡା , କାକର ରେ ଘଣ୍ଟା ଘଣ୍ଟା ରାତି ବିତେଇଛି । ହେଲେ ସେ କିଛିବି ବୁଝିଲାନି । ଗାଲକୁ ସକାଳୁ ଆସି ଚାପୁଡା ମାରିଲା । କେମିତି ବା ସହିଥାନ୍ତି ମୋ ପ୍ରେମିକା ର ଏ ଚାପୁଡା କୁ ।

ଏମିତି ସବୁ ମାନସୀକ ସ୍ଥରରେ ଅଶାନ୍ତି ରହୁଥିବା ଡିଜେ ଆଜେକ୍ସ ଙ୍କ କଥାକୁ କହିଛନ୍ତି ତାଙ୍କ ସାଙ୍ଗ । ଆଜେକ୍ସ ଙ୍କ ସାଙ୍ଗ ମାନଙ୍କ କହିବା ଅନୁସାରେ ହାଇଟେକ୍ ମେଡିକାଲ କଲେଜ ର ଜଣେ ଛାତ୍ରୀ ଜିଜ୍ଞାସା କୁ ପ୍ରେମ କରୁଥିଲେ ଡିଜେ ଆଜେକ୍ସ । ଜିଜ୍ଞାସା ଡିଜେ ଆଜେକ୍ସ ଙ୍କୁ ପ୍ରେମ କରୁଥିବା ବେଳେ ତାଙ୍କ ବେଷ୍ଟଫ୍ରେଣ୍ଡ ରଶ୍ମି ଙ୍କ ସହିତ ରିଲେସନ ରେ ଥିଲେ । ଦୁହିଁଙ୍କ ମଧ୍ୟରେ ଶା-ରି-ରୀକ ସଂ-ମ୍ପ-ର୍କ ରହିଥିବା କଥା ଡିଜେ ଆଜେକ୍ସ କୁଆଡେ ତାଙ୍କ ସାଙ୍ଗ ମାନଙ୍କୁ କହିଥିଲେ ।

dj

ଏହା ପରେ ଡିଜେ ଆଜେକ୍ସ ବହୁତ ବୁଝେଇବାକୁ ଚେଷ୍ଟା କରିଥିଲେ ଜିଜ୍ଞାସା ଙ୍କୁ । ହେଲେ ରଶ୍ମି ଙ୍କ ଜିଜ୍ଞାସା ଦୁହେଁ ଡିଜେ ଆଜେକ୍ସ ଙ୍କୁ ମାନଶୀକ ନିର୍ଜତନା ଦେଉଥିଲେ ବୋଲି ଡିଜେ ଆଜେକ୍ସ ଙ୍କ ସାଙ୍ଗ ମାନେ ଅଭିଯୋଗ କରିଛନ୍ତି । ଯାହା ଦରକାର ହେଉଥିଲା ଡିଜେ ଆଜେକ୍ସ ଜିଜ୍ଞାସା କୁ ସେହି ସବୁ କିିଣି ଦେଉ ଥିଲେ । ହଜାର ହଜାର ଟଙ୍କା ଡିଜେ ଆଜେକ୍ସ ଙ୍କ ଠାରୁ ଝଡେଇଛି ଜିଜ୍ଞାସା ।

ସବୁ ଦେଲା ପରେ ବି ଜିଜ୍ଞାସା ଜାଇ ରଶ୍ମି ପାଖରେ ଶୋଉ ଥିଲା । ଏହାକୁ ଡିଜେ ଆଜେକ୍ସ ସହି ପାରି ନଥିଲା ବୋଲି ଡିଜେ ଆଜେକ୍ସ ଙ୍କ ସାଙ୍ଗ ମାନେ କହିଛନ୍ତି । ଡିଜେ ଆଜେକ୍ସ 3 ମାସ ହେଲା ବହୁତ ଡିପରେସନ ରହୁଥିବା ବେଳେ ଏହି 3 ଦିନ ହେଲା କଥା ବହୁତ ଆଗକୁ ବଢିଗଲା । କାରଣ ଜିଜ୍ଞାସା ଡିଜେ ଆଜେକ୍ସ ଙ୍କୁ ବହୁତ ମାନସୀକ ନିର୍ଜାତନା ଦେଉଥିଲା । ଆଉ ଏହି ପରି ଅବସ୍ଥାରେ ଡିଜେ ଆଜେକ୍ସ ଏହି ଦୁନିଆଁ ଛାଡି ଚାଲିିଯିବାକୁ ନିସ୍ପତି ନେଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *