ଆଜିକାଲିର ପ୍ରେମ ଖାଲି ବେଡକୁ ଯାଇ ପ୍ରେଗନେଣ୍ଟ ହେବାରେ ଶେଷ ହେଉଛି: ଶ୍ରୀକୁମାର |

Sreekumar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆମର ଆଜି କାଲି ଯେଉଁ ଶସ୍ତା ପ୍ରେମ ଆଜି ଯିବା ମିଶିକି ଗୁପଚୁପ ଖାଇଦେବା , କାଲି ପାର୍କ କୁ ଯିବା , ପର ଦିନ ବେଡ କୁ ପଳେଇଯିବା । ଏବଂ ତା ପର ଦିନ ଡେଲିଭରି ହୋଇ ବୁଲିବା ଏହି ଯେଉଁ ପ୍ରେମ ବହୁତ କଦର୍ଯ୍ୟ ହେବାକୁ ବସିଲାଣି । ଆଉ ଓଲିଉଡ ବାଲା ମାନେ ବହୁତ ସଚେତନ ଏବଂ ବହୁତ ଚାଲାଖ ଅଟନ୍ତି । ସେମାନଙ୍କ ମଧ୍ୟରେ ଏମିତି ସବୁ ଚାଲିଥିବା ବେଳେ ସେମାନେ ନିଜର ମାନ ସମ୍ମାନ କୁ ଯଗି କି ତାଙ୍କ ଜାଗାରେ ସେମାନେ ଠିକ୍ ରହିଛନ୍ତି ।

ଆଉ ବର୍ତମାନ ସମୟ ରେ ଯେଉଁ ଦମନ ଚଳଚିତ୍ର ଆସିଲା ଏହି ଚଳଚିତ୍ର ର କଳାକାର ମାନେ ଟିକେ କଲର ଟେକି ଚାଲି ପାରିବେ । ତେବେ ଦମନ ସବୁ ଚେଞ୍ କରି ଦେଲା । ତେବେ ସବୁ ଓଡିଆ ଚଳଚିତ୍ର ଜଗତ ର କଳାକାର ଏବଂ ସବୁ ପ୍ରୋଜଜକ ମାନଙ୍କୁ ମୋର ଅନୁରୋଧ ଯେ ଆପଣ ମାନେ ଏହି ସବୁରୁ ନିବୃତ ରୁହନ୍ତୁ ଏବଂ ଏବଂ କେମିତି ଭାବେ ଦମନ ଫିଲ୍ମ କୁ କାଟିବା ଭଳିଆ ଆମେ ମାନେ ଚଳଚିତ୍ର କରି ପାରିବା ସେହି ଦିଗରେ ଚିନ୍ତା କରନ୍ତୁ ।

man

ତେବେ ଧନ୍ୟବାଦ ଦେବି ଡିରେକ୍ଟର ଅନୁପମ ପଟ୍ଟନାୟକ ଙ୍କୁ କାରଣ ତାଙ୍କର ମୁଁ ଦେଖିଥିଲି ୱେବସିରିଜ ରେ ଗେଙ୍ଗ୍ସ ଅଫ ପୁରୀ ଡୁବି ଯିବାକୁ ବସିଥିବା ବେଳେ ସେ ଗୋଟେ ସୁନ ଫୁଟକା ମାରିକି ଓଡିଆ ଦର୍ଶକ ମାନଙ୍କୁ କିଛିଟା ଆଶ୍ୱସ୍ଥି ଦେଇଥିଲେ ।

ଯେ ଗେଙ୍ଗ୍ସ ଅଫ ପୁରୀ ଭଳିଆ ୱେବସିରିଜି ବି ଓଡିଶା ରେ ପ୍ରସ୍ତୁତ ହୋଇପାରେ ବୋଲି ସେ ଦର୍ଶକ ମାନଙ୍କୁ ଦେଖେଇ ଥିବା ବେଳେ ବର୍ତମାନ ସମୟ ରେ ତାଙ୍କର ଆସୁଥିବା ଫିଲ୍ମ ପ୍ରତିକ୍ଷା ଜାହା ପାଇଁ ସବୁ ଦର୍ଶକ ମାନେ ଅପେକ୍ଷା କରି ରହିଥିବା ବେଳେ ଆମେ ଆପଣ ମାନଙ୍କୁ ବି କହିବୁ କି ଆପଣ ମାନେ ଏହି ଫିଲ୍ମ କୁ ଦେଖିବାକୁ ନିଶ୍ଚିତ ଭାବେ ଜାଆନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *