ତନିଷ୍କା କପୁରଙ୍କ ସହ ଏହି କ୍ରିକେଟର ମଧ୍ୟରେ ପ୍ରେମ ସମ୍ପର୍କ, ନାମ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

କ୍ରିକେଟ ଏବଂ ବଲିଉଡର ସମ୍ପର୍କ ବହୁ ପୁରାତନ ଏହା ଆପଣମାନେ ଜାଣିଛନ୍ତି । ଟାଇଗର ସିଂ ପଟୋଦିଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ବିରାଟଙ୍କ ପରି ନାମୀଦାମୀ ଖେଳାଳୀ ମାନେ ବଲିଉଡର ଅଭିନେତ୍ରୀଙ୍କ ପ୍ରେମରେ ପଡି ସେମାନଙ୍କୁ ବିବାହ କରିଛନ୍ତି । ଏହି ସୂଚୀରେ ଅନ୍ୟଜଣେ ଖେଳାଳି ସାମିଲ ହୋଇଛନ୍ତି । ନାମ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ।

ଆଜି ଆମେ ଭାରତୀୟ କ୍ରିକେଟ ଦଳର ଜଣେ ବୋଲରଙ୍କ ବିଷୟରେ କହିବୁ । ଏହି ବୋଲର ଜଣଙ୍କ ନିଜର ବୋଲିଂ ମାଧ୍ୟମରେ କ୍ରିକେଟର ଅନେକ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବାରେ ସଫଳ ହୋଇଛନ୍ତି । ନିଜର ବୋଲିଂ ଶୈଳୀରେ ଅନେକ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି ଏହି ବୋଲର ଜଣଙ୍କ ।ଆସନ୍ତୁ ଜାଣିବେ ଆମେ କେଉଁ ବୋଲରଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ ।

ଭାରତୀୟ କ୍ରିକେଟ ଦଳର ବୋଲର ଯଦୁବେନ୍ଦ୍ର ଚେହେଲ ନିଜର ବୋଲିଂ ମାଧ୍ୟମରେ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବାରେ ସଫଳ ହୁଅନ୍ତି । ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଏହି ବୋଲର ଜଣଙ୍କ ସିଦ୍ଧହସ୍ତ ଅଟନ୍ତି ।

ଆଜି ଆମେ ସେହି ଅଭିନେତ୍ରୀଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ ଯାହାଙ୍କ ପ୍ରେମରେ ଯଦୁବିନ୍ଦ୍ର ଚେହେଲ ପଡିଛନ୍ତି । ଆପଣ ଭାବୁଥିବେ କୋହଲି ଯେପରି ଜଣେ ନାମିଦାମୀ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି, ସେହିପରି କଣ ଚେହେଲ ମଧ୍ୟ ଜଣେ ଦାମିଦାମୀ ଅଭିନେତ୍ରୀଙ୍କ ସହ ବିବାହ କରିବେ । ତେବେ ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ କେଉଁ ଅଭିନେତ୍ରୀଙ୍କ ପ୍ରେମରେ ଚେହେଲ ପଡିଛନ୍ତି ।

କନ୍ନଡ଼ର ପ୍ରସିଦ୍ଧ ଅଭିନେତ୍ରୀ ତନିଷ୍କା କପୁର୍ ଏବଂ ଯଦୁବେନ୍ଦ୍ର ଚେହେଲଙ୍କୁ ଅନେକ ବାର ଏକତ୍ର ଦେଖିବା ପାଇଁ ମିଳିଛି । ଏହା ବ୍ୟତୀତ ଦୁହେଁ ସୋସିଆଲ ମିଡିଆରେ କଥାବାର୍ତ୍ତା ହେବାର ଦେଖିବା ପାଇଁ ମିଳିଛି । ଏହା ସହ ଏହି ଦୁଇଜଣ ଦୁହିଁଙ୍କୁ ଡେଟ୍ ମଧ୍ୟ କରିବାର ନଜରକୁ ଆସିଛି ।

ଦୁହେଁ ଦୁହିଁଙ୍କ ବିଷୟରେ ହୃଦୟ ଖୋଲି କିଛି କହି ନାହାଁନ୍ତି । ଜଣାଇବା ପାଇଁ ଚାହୁଁଛୁ; ତନିଷ୍କା କପୁରଙ୍କ ଜନ୍ମ ୧୬ ଏପ୍ରିଲ ୧୯୯୪ରେ ହୋଇଛି । ଏହି ଅଭିନେତ୍ରୀ ଜଣଙ୍କ ଅନେକ ଚଳଚିତ୍ରରେ ଅଭିନୟ କରିଛନ୍ତି । ବହୁତ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ଯଦି ପସନ୍ଦ ଆସିଛି; ତେବେ ନିଜର ମତାମତ ତଳ ବକ୍ସରେ ଦିଅନ୍ତୁ ।