ଦେଖନ୍ତୁ କେମିତି ଦେଖା ଜାଉଛନ୍ତି ଝିଲିକିଙ୍କର ଦୁଇ ଝିଅ ।

Jhiliki

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୁଇ ଝିଅଙ୍କୁ ନେଇ ହଇରାଣ ହେଉଛନ୍ତି ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ । ତେବେ ଆପଣ ମାନେ ଜାଣିଥିବେ ଗତ ଦିନ ମାନଙ୍କରେ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଙ୍କର ଦୁଇଟି ଶିଶୁ କନ୍ୟା ଜନ୍ମ ନେଇଛନ୍ତି । ଏବଂ ଉଭୟ ସନ୍ତାନ କୁ ସମ୍ଭାଳୁଥିବାର ନଜର ଆସିଛନ୍ତି ଉଭୟ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କ ସ୍ୱାମୀ ପ୍ରୀତି ରଂଞୀନ ଘଡେଇ । ତାହାଲେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଜବର୍ଦୋସ୍ତ ଅଭିନେତ୍ରୀ ହେଲେ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ।

2013 ମସିହା ରେ ସେ ବଙ୍ଗଳା ଇଣ୍ଡଷ୍ଟ୍ରୀ ରୁ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଆସିଥିଲେ ଅଭିନୟ ପାଇଁ ଏହା ପର ଠାରୁ ସେ ଓଡିଶା ରେ ହିଁ ରହିଜାଇଥିଲେ । ଓଡିଆ ସିନେମା ରେ ଅଭିନୟ କରି ସାରା ଓଡିଶା ର ଲୋକ ମାନଙ୍କ ମନ କିଣିବାରେ ସଫଳ ହୋଇଥିଲେ । ଆଉ ଏହା ପରେ ଓଡିଆ ପୁଅ ପ୍ରୀତିରଂଞୀନ ଘୋଡେଇ ଙ୍କ ମନ ବି ମଧ୍ୟ ଜିତିଥିଲେ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ । ଆଉ ତାଙ୍କୁ 2020 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

Jhiliki

ଆଉ ବାହାଘର ପରେ ତାଙ୍କର ଏକା ଥରେ ଜାଆଁଳା ଶିଶୁ କନ୍ୟା ଜନ୍ମ ନେଇଥିଲେ । ଆଉ ଏହି ଜାଆଁଳା ଶିଶୁ କନ୍ୟା ଏବେ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଙ୍କୁ ବହୁତ ହଇରାଣ କରୁଥିବାର ଦେଖିବା ପାଇଁ ମିଳିଛି । ତେବେ ଦୁଇ ଝିଅଙ୍କୁ ସମ୍ଭାଳୁଥିବାର ନଜର ଆସିଛନ୍ତି ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କର ପରିବାର ଲୋକ ମାନେ । ତେବେ ସମସ୍ତେ ମିଶି ମାନୀ ଏବଂ ବାନୀ ଙ୍କୁ ସମ୍ଭାଳୁଥିବାର ଦେଖା ଦେଇଛନ୍ତି ।

ଛୋଟ ଛୋଟ ଦୁଇ ଛୁଆ ଦୁଇଜଣ ବହୁତ ଦୃଷ୍ଟ ହୋଇଥିବାକ ଦେଖା ଦେଇଛନ୍ତି । ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଦୁଇ ଛୁଆ ଙ୍କୁ ନେଇ ସୁଟିଂ ସେଟ୍ ଜାଉଛନ୍ତି ଆଉ ସିନେମା ରେ ବି ଅଭିନୟ କରୁଥିବାର ଦେଖା ଦେଇଛନ୍ତି । ସୁଟିଂ କରିବା ସହିତ ସୁଟିଂ ସେଟ୍ ରେ ଦୁଇ ଜଣ ଝିଅଙ୍କୁ ସମ୍ଭାଳୁଥିବାର ଦେଖା ଦେଇଛନ୍ତି ।

ତାହାଲେ ବନ୍ଧୁଗଣ ଆପଣ ମାନେ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ ତାଙ୍କର ଅଭିନୟ ଆପଣ ମାନେ ନିଶ୍ଚିତ ଭାବେ ଦେଖିଥିବେ । ତେବେ ଆପଣ ମାନଙ୍କୁ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଙ୍କ ଅଭିନୟ କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *