ଦେଖନ୍ତୁ ଏମିତି ବି ଆସିପାରେ ମୃ-ତ୍ୟୁ । ଲାଇଭ ଭିଜୁଆଲ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାଲିଥିଲା ହଳଦୀ ସେରିମୋନି । ହଠାତ ଟଳି ପଡିଲେ ଆଉ ଦେଖୁ ଦେଖୁ ଚାଲିଗଲା ଜିବନ । ମୃ-ତ୍ୟୁ କେବେ କେଉଁ ରୂପରେ ଆସିବ କେହିବି କହି ପାରିବେ ନାହିଁ । ଏମିତି ଅନେକ ଘଟଣା ଆଗରୁ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଭିଡ଼ିଓ ରେ ବିବାହ ପାଇଁ ହଳଦୀ ସେରିମୋନି ଚାଲିଥିବା ବେଳେ ଏହିଥିରେ ଯୋଗ ଦେଉଥିବା ଜଣେ 40 ଜର୍ଷିୟ ବ୍ୟକ୍ତିଙ୍କ ହଠାତ୍ ହୃଦଘାତ ରେ ମୃ-ତ୍ୟୁ ହୋଇଜାଇଛି ।

ଜାହାର ଭିଡ଼ିଓ ଏବେ ସୋସିଆଲ ମି଼ଡିଆ ରେ ବହୁତ ଭାଇରଲ ହେବାରେ ଲାଗିଛି । ସୂଚନା ଅନୁସାରେ ହାଇଦ୍ରାବାଦ ର କାଲା ପୋର୍ଟ ରେ ଏହି ଦୁଖଃଦ ଘଟଣା ଟି ଘଟିଛି । ମୃ-ତକ ଜଣଙ୍କ ହେଲେ ମହମ୍ମଦ ରବାନୀ ।

Haladi

ସୂଚନା ଅନୁସାରେ ଘଟଣା ଦିନ ହଳଦୀ ସେରିମୋନି ସାମିଲ ହେବା ପାଇଁ ରବାନୀ ନିଜର ସଂମ୍ପକିୟ ଙ୍କ ବାସ ଭବନ କୁ ଜାଇଥିଲେ । ଏବଂ ହଳଦୀ ସେରିମୋନି ପାଇଁ ସଂମ୍ପର୍ଣ୍ଣ ଖୁସୀର ମାହୋଲ ଥିଲା । ଆଉ ହଳଦୀ ସରିମୋନି ପାଇଁ ସଂମୃକ୍ତ ବ୍ୟକ୍ତି ବର ସାମ୍ନାରେ ହସ ହସରେ ଆସି ବର ସାମ୍ନାରେ ବସି ଜାଇଥିଲେ ।

ଏହି ସମୟ ରେ ହଳଦୀ ପ୍ଲେଟ୍ ରୁ ହଳଦୀ ଆଣି ଲଗେଇବାକୁ ଯାଉ ଥିବା ବେଳେ ହଠାତ୍ ସେ ଟଳି ପଡିଥିଲେ । ଏହା ପରେ ଉକ୍ତ ବ୍ୟକ୍ତି ଙ୍କୁ ନିକଟସ୍ଥ ଡାକ୍ତର ଖାନା ରେ ଭର୍ତ୍ତି କରାଜାଇ ଥିବା ବେଳେ ହୃଦଘାତ ଯୋଗୁଁ ତାଙ୍କର ମୃ-ତ୍ୟୁ ହୋଇଥିବାର ଜଣା ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *