ଦେଖନ୍ତୁ ଏମିତି ବି ଆସିପାରେ ମୃ-ତ୍ୟୁ । ଲାଇଭ ଭିଜୁଆଲ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାଲିଥିଲା ହଳଦୀ ସେରିମୋନି । ହଠାତ ଟଳି ପଡିଲେ ଆଉ ଦେଖୁ ଦେଖୁ ଚାଲିଗଲା ଜିବନ । ମୃ-ତ୍ୟୁ କେବେ କେଉଁ ରୂପରେ ଆସିବ କେହିବି କହି ପାରିବେ ନାହିଁ । ଏମିତି ଅନେକ ଘଟଣା ଆଗରୁ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଭିଡ଼ିଓ ରେ ବିବାହ ପାଇଁ ହଳଦୀ ସେରିମୋନି ଚାଲିଥିବା ବେଳେ ଏହିଥିରେ ଯୋଗ ଦେଉଥିବା ଜଣେ 40 ଜର୍ଷିୟ ବ୍ୟକ୍ତିଙ୍କ ହଠାତ୍ ହୃଦଘାତ ରେ ମୃ-ତ୍ୟୁ ହୋଇଜାଇଛି ।

ଜାହାର ଭିଡ଼ିଓ ଏବେ ସୋସିଆଲ ମି଼ଡିଆ ରେ ବହୁତ ଭାଇରଲ ହେବାରେ ଲାଗିଛି । ସୂଚନା ଅନୁସାରେ ହାଇଦ୍ରାବାଦ ର କାଲା ପୋର୍ଟ ରେ ଏହି ଦୁଖଃଦ ଘଟଣା ଟି ଘଟିଛି । ମୃ-ତକ ଜଣଙ୍କ ହେଲେ ମହମ୍ମଦ ରବାନୀ ।

Haladi

ସୂଚନା ଅନୁସାରେ ଘଟଣା ଦିନ ହଳଦୀ ସେରିମୋନି ସାମିଲ ହେବା ପାଇଁ ରବାନୀ ନିଜର ସଂମ୍ପକିୟ ଙ୍କ ବାସ ଭବନ କୁ ଜାଇଥିଲେ । ଏବଂ ହଳଦୀ ସେରିମୋନି ପାଇଁ ସଂମ୍ପର୍ଣ୍ଣ ଖୁସୀର ମାହୋଲ ଥିଲା । ଆଉ ହଳଦୀ ସରିମୋନି ପାଇଁ ସଂମୃକ୍ତ ବ୍ୟକ୍ତି ବର ସାମ୍ନାରେ ହସ ହସରେ ଆସି ବର ସାମ୍ନାରେ ବସି ଜାଇଥିଲେ ।

ଏହି ସମୟ ରେ ହଳଦୀ ପ୍ଲେଟ୍ ରୁ ହଳଦୀ ଆଣି ଲଗେଇବାକୁ ଯାଉ ଥିବା ବେଳେ ହଠାତ୍ ସେ ଟଳି ପଡିଥିଲେ । ଏହା ପରେ ଉକ୍ତ ବ୍ୟକ୍ତି ଙ୍କୁ ନିକଟସ୍ଥ ଡାକ୍ତର ଖାନା ରେ ଭର୍ତ୍ତି କରାଜାଇ ଥିବା ବେଳେ ହୃଦଘାତ ଯୋଗୁଁ ତାଙ୍କର ମୃ-ତ୍ୟୁ ହୋଇଥିବାର ଜଣା ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ