ବିବାହ ପରେ ଜୀବନରେ ଆସିଥାଏ ଏହି ସବୁ ପରିବର୍ତ୍ତନ ! ଦେଖନ୍ତୁ, ଏହି ମଜାଳିଆ ଫୋଟ ମାଧ୍ୟମରେ ବିବାହିତ ଦମ୍ପତିଙ୍କର ପରିସ୍ଥିତି ।

Spread the love

ଆଜି ଆମେ ବିବାହିତ ଦମ୍ପତିର କିଛି ମଜାଳିଆ ଫୋଟ ଆପଣଙ୍କ ପାଇଁ ଆଣିଛୁ, ଯାହା ଦେଖିଲା ପରେ ଆପଣ ନିଜ ହସକୁ ଅଟକି ପାରିବେ ନାହିଁ । ବିବାହା ପରେ ଜଣେ ବ୍ୟକ୍ତିଙ୍କର ଜୀବନ ସମ୍ପୂର୍ଣ୍ଣ ବଦଳିଯାଏ । ବିବାହ ପୂର୍ବରୁ ଜଣେ ମୁକ୍ତ ଜୀବନ ଅତିବାହିତ କରିଥାଏ କିନ୍ତୁ ବିବାହ ପରେ ସେ ଆଦୌ ଏମିତି କରିପାରେ ନାହିଁ ।

୧.ବିବାହା ପରେ ରୁଷିବା ବୁଝେଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଏ ।

୨. ଛୁଆ ଜନ୍ମ ହେଲା ପରେ ରାତିରେ ଶାନ୍ତିରେ ଶୋଇବା ମଧ୍ୟ କଷ୍ଟ ହୋଇଯାଏ, ଛୁଆ ମାନେ ଜମା ଶୋଇବାକୁ ଦିଅନ୍ତି ନାହିଁ ।

୩.ଶୋଇବା ସମୟରେ କେତେବେଳେ ଆପଣଙ୍କ ସ୍ତ୍ରୀ, ଆପଣଙ୍କୁ ସଜବାଜ କରି ଚାଲି ଯାଇଥାନ୍ତି, ତାହା ଆପଣ ଜାଣିନଥାନ୍ତି ।

୪. ବିବାହ ପୁର୍ବରୁ ଯେଉଁ ଝିଅ ଖାଇବାକୁ ମନା କରୁଥାଏ, ବିବାହା ପରେ ସେ ଏମିତି ଜମା କରେ ନାହିଁ ।

୫. ଛୁଆ ଜନ୍ମ ହେଲା ପରେ କିଛି ଏମିତି ଭାବେ ସ୍ୱାମୀ-ସ୍ତ୍ରୀଙ୍କ ଭଲ ପାଇବା ଦେଖିବାକୁ ମିଳିଥାଏ ।

୬. ଟିଭି ଦେଖି ଦେଖି କେତେବେଳେ ସ୍ତ୍ରୀଙ୍କ ଗୋଡ଼ ଆପଣଙ୍କ ମୁଣ୍ଡ ଉପରେ ଥାଏ, ତାହା ଜଣା ପଡେ ନାହିଁ ।

୭. କୁଆଡ଼େ ମଧ୍ୟ ଗଲେ ବିଳମ୍ବ ହୋଇଯାଏ, ବିବାହିତ ଦମ୍ପତିଙ୍କର ଏମିତି ପରିସ୍ଥିତି ହୋଇଥାଏ ।

୮. ବିବାହ ପରେ ସ୍ଵାମୀ ଯେତେବେଳେ ନିଜ କାର୍ଯ୍ୟ ଶେଷ କରି ଘରକୁ ଫେରିବାର ସମୟ ହୋଇଯାଇଥାଏ, ସେତେବେଳେ ଏମିତି ଅପେକ୍ଷା କରାଯାଏ ।

୯. ବିବାହା ପରେ ଏତେ ସବୁ ହେଲାପରେ ମଧ୍ୟ ସ୍ୱାମୀ ଓ ସ୍ତ୍ରୀଙ୍କ ଭଲ ପାଇବା ଅତୁଟ ରହିଥାଏ ।

ଯଦି ଆପଣଙ୍କୁ ଏହି ଖବର ଭଲ ଲାଗିଲା, ତେବେ ଆଗକୁ ମଧ୍ୟ ଏପରି ଅନେକ ଲେଖା ପଢିବା ପାଇଁ ଆପଣଙ୍କ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ ।