ଝିଅ ନାଚିଲା ଦେଖେଇ ଦେଖେଇ ସ୍କୁଲ ଭିତରେ ଦେଖନ୍ତୁ କେମିତି ନାଚୁଛି ଝିଅ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଆଜି ଭିଡ଼ିଓ କୁ ଆପଣ ମାନେ ଶେଷ ଯାଏ ଦେଖନ୍ତୁ ହୋଷ୍ଟେଲ ମଧ୍ୟରେ ଝିଅ ମାନଙ୍କର କିଛି ବୋବାଲିଆ ନାଚ । ବନ୍ଧୁଗଣ ଆଜିର ଦିନ ରେ ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ହୋଇଗଲାଣି । ଯେଉଁଥିରେ ପ୍ରତ୍ୟୋକ ଦିନ କିଛି ନା କିଛି ଭାଇରଲ ହେଉଥିବାର ଆମେ ମାନେ ଦେଖିବା ପାଇଁ ପାଇଥାନ୍ତି । ଏବଂ ଏପରି ବେଳେ ଆମେ ମାନେ ପ୍ରତ୍ୟେକ ଦିନ ଭାଇରଲ ଭି଼ଡ଼ିଓ ଦେଖି ବହୁତ କିଛି ସିଖିବା ପାଇଁ ପାଇଥାଉ ।

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି ଏକ ଭିଡ଼ିଓ ବିଷୟ ରେ ଏଠାରେ ସୂତନା ଦେବା ପାଇଁ ଯାଉଛୁ ଜାହା ଆପଣ ମାନେ ଦେଖିବା ପରେ ନିଶ୍ଚିତ ଅନ୍ୟ ସହିତ ସେୟାର କରିବେ । ତେବେ ଏହି ଭିଡ଼ିଓ ଟି ହେଲା ଏକ ସ୍କୁଲ ପିଲାର ଡେନ୍ସ କରୁଥିବାର ଭିଡ଼ିଓ ଅଟେ । ଜାହା ବହୁତ ମନ ଛୁଆଁ ଡେନ୍ସ କରୁଥିବାର ଦେଖିବା ପାଇଁ ମିଳିଛନ୍ତି । ଏହି ଭିଡ଼ିଓ କୁ ବର୍ତମାନସମୟ ରେ ଯିଏ ବି ଦେଖୁଛି ସିଏ ବହୁତ ପରିମାଣ ରେ ଖୁସୀ ହୋଇଜାଉଛି ।

school

ଛୋଟ ପିଲା ମାନଙ୍କ ନୃତ୍ୟ ବହୁତ ଆନନ୍ଦ ଦାୟକ ହୋଇଥାଏ ଏବଂ ଏହାକୁ ଦେଖିବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି। ଏମିତି କରିଲେ ବହୁତ ଲୋକ ମାନଙ୍କୁ ମନରଂଞୀନ ର ଖୁରାକ ମଧ୍ୟ ମିଳିଥାଏ । ଯେବେ ବି ପିଲା ମାନଙ୍କ ଡେନ୍ସ ପଗ୍ରାମ ଗୁଡିକ ଗ୍ରାମାଞ୍ଚଳ ମାନଙ୍କରେ ହୋଇଥାଏ ସେମାନଙ୍କୁ ଦେଖିବା ପାଇଁ ଲୋକ ମାନେ ବହୁତ ପସନ୍ଦ କରିଥାନ୍ତି । ସେମିତି ରେ ଆଜିର ଦିନ ରେ ଏହି କଳିଯୁଗ ରେ କିପରି ଭାବେ ସ୍ମାର୍ଟ ଫୋନ ର ବ୍ୟବହାର ହେଉଛି ସେହି ବିଷୟ ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ।

ଏହି ସ୍ମାର୍ଟ ଫୋନ ମାନଙ୍କରେ ଆଜିର ପ୍ରତିଭା ମାନେ ନୂଆ ନୂଆ ରିଲ୍ସ କରି ପୋଷ୍ଟ କରିବା ପାଇଁ ପସନ୍ଦ କରୁଥିବା ବେଳେ ଲୋକ ମାନେ ମଧ୍ୟ ଏହାକୁ ଦେଖିବା ପାଇଁ ବହୁତ ପସନ୍ଦ କରୁଛନ୍ତି । ସେମିତି ରେ ବର୍ତମାନ ସମୟରେ ଭାଇରଲ ହେଉଥିବା ଭିଡ଼ିଓ ରେ ଆପଣ ମାନେ ଦେଖିବା ପାଇଁ ପାଇବେ ଯେ ଦୁଇଟି ସ୍କୁଲ ଝିଅ ମାନେ ସ୍କୁଲ ଇୟୁନି ଫର୍ମ ରେ କ୍ଲାସ ରୁମ୍ ମଧ୍ୟରେ ବହୁତ ସୁନ୍ଦର ଭାବେ ନୃତ୍ୟ ପରିବେଶଣ କରୁଥିବାର ଦେଖିବା ପାଇଁ ମିଳିଛି ।

ଏମାନେ ଏକ ଓଡିଆ ଗୀତର ତାଳେ ତାଳେ ନାଚୁ ଥିବାର ଦେଖିବା ପାଇଁ ମିଳିଛି । ଏମାନେ ଏତେ ସୁନ୍ଦର ଭାବେ ନୃତ୍ୟ କ ପରିବେଶମ କରୁଛନ୍ତି ଆପଣ ମାନେ ଦେଖିଲେ ବି ନିଶ୍ଚିତ ଭାବେ ବିଶ୍ୱାସ କରି ପାରିବେ ନାହିଁ । ଆପଣ ମାନେ ବି ଥରେ ଏହି ଭିଡ଼ିଓ କୁ ନିଶ୍ଚିତ ଭାବେ ଦେଖନ୍ତୁ ବୁଝି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ